Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲା: ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରିବ ପୋଲିସ୍
ଭୁବନେଶ୍ୱର: ଭୁବନେଶ୍ୱରରେ ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରିବ ଚନ୍ଦ୍ରଶେଖରପୁର ଥାନା ପୋଲିସ । ତଦନ୍ତ ସମୟରେ ମିଳିଥିବା ପ୍ରମାଣକୁ ଚାର୍ଜସିଟରେ ଦାଖଲ କରାଯିବ । ମୋବାଇଲ୍ ଫୋନ୍ ରେକର୍ଡିଂ, ହ୍ଵାଟ୍ସଆପ୍!-->…
ମହାନଦୀ ପଠାରୁ ନବଜାତ ଶିଶୁପୁତ୍ର ଉଦ୍ଧାର
କଟକ: ଚୌଦ୍ୱାର ନୂଆପାଟଣା ମଧୁସୂଦନ ସେତୁର ତଳ ପଠାରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ନବଜାତ ଶିଶୁଟି ଛଟପଟ ହେଉଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ କଟକ ଶିଶୁ ଭବନକୁ!-->…
୨୦୨୪ ନିର୍ବାଚନ ଲଢେଇରେ ରହିବ ନାହିଁ ବିଜେପି, ମାତ୍ର ୩ଟି ଏମ୍ପି ଓ ୧୩ଜଣ ବିଧାୟକ ନିର୍ବାଚିତ ହେବେ
ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନ ଫଳାଫକୁ ନେଇ ବରିଷ୍ଠ ନେତା ଦାମୋଦର ରାଉତ ଓ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଭବିଷ୍ୟବାଣୀ । ୨୦୨୪ରେ ଓଡିଶାରେ ବିଜେପି ଲଢେଇ ରେ ରହିବ ନାହିଁ ।ମାତ୍ର ୩ଟି ଏମପି ଓ ୧୩ଜଣ ବିଧାୟକ ନିର୍ବାଚିତ ହେବେ । କେନ୍ଦ୍ରମନ୍ତ୍ରୀ ମାନେ ଯେତେ!-->…
ସରକାରଙ୍କ ସହ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଆଲୋଚନା : ୧୫ ଦିନ ଭିତରେ ସମାଧାନ ପ୍ରତିଶ୍ରୁତି
ପ୍ରବଳ ବର୍ଷାରେ ବିଶାଳ ଆନ୍ଦୋଳନ ଧାରଣା ପରେ ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ । ଦଶହରା ପୂର୍ବରୁ କିଛି ଭଲ ଖବର ମିଳିପାରେ ବୋଲି ଆଶା କରାଯାଉଛି । ୧୫ ଦିନ ଭିତରେ ସରକାର ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।!-->…
ବିଷ ପିଇଥିବା ଆଇଟିଆଇ ଛାତ୍ରଙ୍କ ଏସସିବିରେ ମୃତ୍ୟୁ !
ଭଦ୍ରକ: ବିଷ ପିଇ ଗୁରୁତର ଆଇଟିଆଇ ଛାତ୍ର ଆଶୁତୋଷ ମଲ୍ଲିକଙ୍କ କଟକ ଏସ୍ସିବିରେ ମୃତ୍ୟୁ ହୋଇଛି । ଶୁକ୍ରବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ଆଇଟିଆଇ ଛାତ୍ର । ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ଛାତ୍ର ତିହିଡ଼ି ଅଞ୍ଚଳର ଏକ ଘରୋଇ ଆଇଟିଆଇ ଛାତ୍ର!-->…
କଟକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ
କଟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ଓଡ଼ିଶାକୁ ବିଶେଷ ଗୁରୁତ୍ବ ଦିଆଯାଉଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡ଼ିଶାର ହିତାଧିକାରୀଙ୍କ ସଂଖ୍ୟା ହେଉଛି ୩୯ ଲକ୍ଷ ୭୩ ହଜାର। ଏହି ଯୋଜନାରେ ଓଡ଼ିଶାର ହିତାଧିକାରୀଙ୍କୁ ମୋଟ ୭୧୧୮ କୋଟି ଟଙ୍କା ଦିଆଯାଇଛି।!-->…
କେନ୍ଦ୍ରାପଡ଼ା ଗସ୍ତରେ କେନ୍ଦ୍ର ଗୃହ, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକ
ଭୁବନେଶ୍ୱର: ବିଜେଡି ଟିମ୍ର ଆଖିରେ ଆଖି ମିଶାଇ ଲଢ଼ିବ ବିଜେପି ଟିମ୍। ନିର୍ବାଚନ ନିମନ୍ତେ ଏଭଳି ଟିମ୍ ପ୍ରସ୍ତୁତ କରାଯାଉଛି। ଆଜି ଏଭଳି ଇସାରା ଦେଇଛନ୍ତି କେନ୍ଦ୍ର ଗୃହ, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକ। କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିବା ବେଳେ ଦଳୀୟ!-->…
ଲଜ୍ ରୁମ୍ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସୁଇସାଇଡ୍ ନୋଟ୍ ଜବତ
ପୁରୀ: ଲଜରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୁରୀର ବଡ଼ଶଙ୍ଖ ଅଂଚଳରେ ଥିବା ଏଚ ଆର ଲଜର ରୁମରେ ଝୁଲୁଛି ମୃତଦେହ । ଯୁବତୀଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବତୀଜଣକ ହେଲେ ଭୁବନେଶ୍ୱର ଗଙ୍ଗ ନଗର ଅଞ୍ଚଳର ପାୟଲ ମହାନ୍ତି (୨୨ବର୍ଷ) । ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ଜବତ!-->…
ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଓ ଚୁକ୍ତିଭିତ୍ତିକ ଶିକ୍ଷକ ଲୋୟର ପିଏମ୍ଜିରେ ଆନ୍ଦୋଳନ
ଭୁବନେଶ୍ୱର: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଗର୍ଜନରେ କମ୍ପିଲା ଭୁବନେଶ୍ୱରର ଲୋୟର ପିଏମ୍ଜି ଛକ । ଆଜି ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଓ ଚୁକ୍ତିଭିତ୍ତିକ ଶିକ୍ଷକ ଭୁବନେଶ୍ୱର ଲୋୟର ପିଏମ୍ଜି ଛକରେ ଆନ୍ଦୋଳନ କରିଛନ୍ତି । ଲଘୁଚାପର ଲଗାଣ ବର୍ଷା ସତ୍ତ୍ବେ କର୍ମଚାରୀମାନେ ତାଙ୍କ!-->…
ପାର୍ବଣ ପୂର୍ବରୁ ରାଜଧାନୀର ବିଭିନ୍ନ ବାର୍ରେ ରେଡ୍
ଭୁବନେଶ୍ୱର ୧୧/୦୯: ପାର୍ବଣ ଋତୁ ଆରମ୍ଭ ପୂର୍ବରୁ ଆକ୍ସନ୍ ମେଡ୍କୁ ଆସିଛି କମିଶନରେଟ୍ ପୋଲିସର। ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ବାର୍ରେ ଚଢ଼ଉ କଲା ପୋଲିସ ସ୍ବତନ୍ତ୍ର ସ୍କ୍ବାର୍ଡ। ଚଢ଼ଉ ସମୟରେ ବାର୍ ନାଚଗୀତରେ ମସଗୁଲ୍ ଥିଲେ ୧୦୦ ଅଧିକ ଯୁବକ- ଯୁବତୀ। ବାର୍ ମାଲିକ ଓ!-->…