Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜୁନିୟର ମହିଳା ବିଶ୍ୱକପ୍ ଲୋଗୋ ଉନ୍ମୋଚିତ, କଳିଙ୍ଗ ଷ୍ଟାଡିୟମ୍ରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଜୁନିୟର ମହିଳା ବିଶ୍ୱକପ୍ ଲୋଗୋ ଉନ୍ମୋଚିତ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଏଥିଲାଗି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଖବର ଅନୁଯାୟୀ, ଅଣ୍ଡର-୧୭ ମହିଳା ଫୁଟବଲ୍ ବିଶ୍ବକପ୍ ର ମ୍ୟାଚ!-->!-->!-->…
ନିରାଶ୍ରୟ ହୋଇଗଲେ ତାଗାବେଡାର ତିନି ଭଉଣୀ
ମାଲକାନଗିରି (୧୦/୦୯) : ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ଗ୍ରାମ ପଞ୍ଚାୟତ ର ତାଗାବେଡା ଗ୍ରାମ ରେ ରୁହନ୍ତି ନାବାଳିକା ପି°କି ଶିଷା (ବୟସ-୧୭) ଓ ଦୁଇ ସାନ ଭଉଣୀ ସାବିତ୍ରୀ ଶିଷା (ବୟସ-୧୫) ଓ ଗୁରୁବାରୀ ଶିଷା (ବୟସ-୧୨), କିନ୍ତୁ ବର୍ତ୍ତମାନ ସମସ୍ତେ ନିରାଶ୍ରୟ ଓ ବେସାହାରା । ତିନି!-->…
ବର୍ଷା ଓ ଅନୁଭବଙ୍କୁ ୫ ହଜାର ଲେଖାଏ ଜମା ପାଇଁ ପରିବାର ଅଦାଲତଙ୍କ ନିର୍ଦ୍ଦେଶ
କଟକ: ସାଂସଦ ଅନୁଭବ ଏବଂ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ପୁଣି ନୂଆ ମୋଡ଼। ଉଭୟଙ୍କୁ ୫ ହଜାର ଲେଖାଏଁ ଜମା ପାଇଁ ପରିବାର ଅଦାଲତ ଆଜି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଟଙ୍କା ଗଣିବେ ଉଭୟ। ବର୍ଷା ଏବଂ ଅନୁଭବଙ୍କ ପକ୍ଷରୁ ଦାଖଲ ଆବେଦନକୁ ବି!-->…
ନୂଆ ରୂପ ପାଇବ ପୁରୀ -କୋଣାର୍କ ବେଳାମାର୍ଗ
କୋଣାର୍କ ୦୯/୦୯: ପୁରୀ -କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ନୂଆ ରୂପ ପାଇବ I ଝଲସି ଉଠିବ ଚନ୍ଦ୍ରଭାଗା ବେଳାଭୂମି I ଶୁକ୍ରବାର ଜିଲ୍ଲାପାଳ ସମର୍ଥ ବର୍ମା ବେଳାଭୂମି ଅଞ୍ଚଳ ପରିଦର୍ଶନ କରିଥିଲେ I ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ନିକଟରୁ ଇକୋ ରିଟ୍ରିଟ ପର୍ଯ୍ୟନ୍ତ ବେଳାଭୂମି!-->…
ବେଆଇନ ଗୋଚାଲାଣ ବେଳେ ଗୋରୁପଲଙ୍କ ଉପରେ ଚଢିଗଲା ଟ୍ରକ୍, ୧୫ ଗୋରୁ ମୃତ
କେନ୍ଦୁଝର, ୯/୯ : ବେଆଇନ୍ ଗୋରୁ ଚାଲାଣ ବେଳେ ଟ୍ରକ୍ ଚାପାରେ ୧୫ ଗୋରୁ ମୃତ ୩ ଗୁରୁତର। ଶୁକ୍ରବାର ଭୋର୍ ପ୍ରାୟ ସାଢେ ୩ଟା ସମୟରେ ବମ୍ବେରୁ କଲିକତା ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ୫୦ ରୁ ୬୦ ଗୋରୁଙ୍କୁ ଚଲାଇ ଚଲାଇ ନିଆଯାଉଥିବା ବେଳେ କେନ୍ଦୁଝରର ଡଙ୍ଗାପାଣି ଗାଁ ନିକଟରେ!-->…
ମନ୍ଦିର ଯାଇ ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଟେଣ୍ଟହାଉସ୍ ମାଲିକ ଓ କର୍ମଚାରୀ
ଜଳେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ବାଉଁଶ ଓ କାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ରେ ଅସମ୍ମାନ ଭାବରେ ଲଦି ନେବାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଆଜି ଟେଣ୍ଟହାଉସ୍ର ମାଲିକ ଏବଂ କର୍ମଚାରୀମାନେ ମହାପ୍ରଭୁଙ୍କୁ କ୍ଷମା ମାଗିଛନ୍ତି।!-->…
ରାଜଧାନୀରେ ପୁଣି ଆତ୍ମହତ୍ୟା; ହାଉସିଂବୋର୍ଡ କଲୋନିରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର ୦୯/୦୯: ରାଜଧାନୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ଅଶୋକ କୁମାର ପ୍ରଧାନ(୩୩) ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଯୁବକ ଜଣକ ଅନେକ ସମୟରେ ଗଞ୍ଜେଇ ଓ!-->…
ପୁଣି ଏମକେସିଜି ଛାତରୁ ଖସିଲା ସିଲିଂ
ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସୁପର ସ୍ପେଶାଲିଷ୍ଟ ବ୍ଲକର ଛାତରୁ ପୁଣି ସିଲିଂ ଖସିଛି। ଆଜି ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗରୁ ସିଲିଂ ଖସିଛି। ଏଥିରେ କେହି ରୋଗୀ ଓ ତାଙ୍କ ସର୍ମ୍ପକୀୟ ଆହତ ହୋଇନଥିବା ଜଣାପଡ଼ିଛି। ସିଲିଂ ଖସିବା ପରେ ରୋଗୀମାନଙ୍କୁ!-->…
ପୁଅକୁ ହାଣି ହତ୍ୟା କଲା ବାପା
ବଣାଇ : କୁହାଯାଏ ଦୁନିଆରେ ଯଦି ଆମକୁ କେହି ନିଃସ୍ୱାର୍ଥ ଭାବେ ଭଲପାଆନ୍ତି ସେ ହେଉଛନ୍ତି ବାପା-ମା। ଦରକାର ପଡ଼ିଲେ ବାପା-ମା ନିଜ ପିଲା ପାଇଁ ଜୀବନ ବି ଦେଇପାରନ୍ତି। ଆଉ ନିଜର ପିଲାର ସୁରକ୍ଷା ପାଇଁ ଶତ୍ରୁର ଜୀବନ ବି ନେଇ ପାରନ୍ତି। ଯଦି ସେହି ବାପା ସଇତାନ ପାଲଟିଯାଇ ନିଜ ସନ୍ତାନକୁ!-->…
ଦୁଇ ଦିନରେ ୭ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ
ଭୁବନେଶ୍ବର: ଏବେ ବିଜେପି ଫୋକସରେ ଓଡ଼ିଶା। ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଗୃହ!-->…