Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅନର କିଲିଂ ପ୍ରେମ ପାଇଁ ହତ୍ୟା ଘଟଣାରେ ଝିଅର ବାପା ସହ ୭ ଜଣକୁ କୋର୍ଟ ଚାଲାଣ
ବାଲିଗୁଡା : ପ୍ରେମ କରିବା ମହଙ୍ଗା ପଡ଼ିଲା। ସମ୍ମାନ ପାଇଁ ହତ୍ୟା କଲେ ପ୍ରେମିକକୁ। ଏଭଳି ଚାଞ୍ଚଲ୍ୟ କର ଘଟଣା ସାମନାକୁ ଆସିଛି। ଏହି ମାମଲାରେ ବାଲିଗୁଡା ପୋଲିସ ତେର ଜଣକୁ ଅଟକରଖି ପଚରା ଉଚରା କରୁଥିଲା। ସେଥି ମଧ୍ୟରୁ ଆଜି ୭ ଜଣକୁ କୋର୍ଟ ଚାଲାଣ କରାଯାଇଛି ଏବଂ ଅନ୍ୟ ୬ ଜଣକୁ ପଚରା ଉଚରା!-->…
ଜୋର୍ ଧରିଲା ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ପ୍ରତ୍ୟାହାର ଦାବି: ୧୧ରେ ବିକ୍ଷୋଭ କରିବ ମହାସଂଘ
ଭୁବନେଶ୍ବର: ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାର ସଂପୂର୍ଣ୍ଣ ପ୍ରତ୍ୟାହାର, ଚୁକ୍ତି ଅବଧି ଶେଷ କରି ସ୍ଥାୟୀ ହୋଇଥିବା କର୍ମଚାରୀ ଓ ପ୍ରାଥମିକ ଶିକ୍ଷକଙ୍କ ୬ବର୍ଷ ଚାକିରି ଅବଧିକୁ ପଦୋନ୍ନତି ଓ ପେନସନ୍ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ଓ ଇନ୍କ୍ରିମେଣ୍ଟ ବ୍ୟବସ୍ଥା ଲାଗୁ କରିବା ଦାବିରେ!-->…
ସିଂହଦ୍ବାର ସମ୍ମୁଖରେ ଖଣ୍ଡା ଧରି ଆତଙ୍କରାଜ, ଟାଉନ୍ ଥାନାରେ ଅଭିଯୋଗ
ପୁରୀ : ସିଂହଦ୍ବାର ସମ୍ମୁଖ ଦୋଳମଣ୍ଡପ ସାହି ଗୋସ୍ବାମୀ ମଠ ନିକଟରେ ଜଣେ ଦୁର୍ବୃତ୍ତ ଆଜି ରାତିରେ ଖଣ୍ଡା ଧରି ଆତଙ୍କରାଜ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଆଜି ରାତି ପ୍ରାୟ ସାଢ଼େ ୧୦ଟାରେ ଶଙ୍କର ମହାନ୍ତି ନାମକ ଯୁବକ ଗୋସ୍ବାମୀ ମଠ ସାମ୍ନାରେ ଖଣ୍ଡା ଧରି ଦୋଳମଣ୍ଡପ ସାହିର ନରସିଂହ!-->…
କୋଟିଏ ୩୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ କଲା ଏସଟିଏଫ୍, ବେପାରୀ ଗିରଫ
ଭୁବନେଶ୍ବର : ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ୍)କୁ ଆଉ ଏକ ବଡ ସଫଳତା ମିଳିଛି । ବାଲେଶ୍ବର ପୋଲିସ ସହାୟତାରେ ଅରଡା ବଜାର ରେଲୱେ ଲେବଲ୍ କ୍ରସିଂ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍ । ମୋଟ ୧ କୋଜି ୩୮୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଅଭିଯୁକ୍ତ!-->…
ସ୍ନେହ ସୁଧାର ଗୃହରୁ ୨ଛାତ୍ରୀ ନିଖୋଜ, ୪ଦିନ ହେଲା ମିଳୁନି ପତ୍ତା
ରାୟଗଡ଼ା: ରାୟଗଡ଼ା ସହର ତୁମ୍ବିଗୁଡା ଛକ ନିକଟରେ ଥିବା ସ୍ନେହ ସୁଧାର ଗୃହରୁ ୨ଜଣ ଛାତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଗତ ୪ ଦିନ ହେବ ଛାତ୍ରୀମାନେ ନିଖୋଜ ଥିବା ଜଣାପଡିଛି। ନିଖୋଜ ଛାତ୍ରୀ ଦ୍ୱୟ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ଜଣାପଡ଼ିଛି। ଗତ ୪ତାରିଖରେ ଛାତ୍ରୀମାନେ!-->…
ବିଧାନସଭା ଷ୍ଟାଣ୍ଡି କମିଟିର ବୌଦ୍ଧ ଗସ୍ତ
ବୌଦ୍ଧ: ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ତିନି ଜଣିଆଁ ପ୍ରତିନିଧି ମଣ୍ଡଳୀ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ବୁଧବାର ପୂର୍ବାହ୍ନରେ ବୌଦ୍ଧରେ ପହଞ୍ଚିଥିଲେ। କମିଟି ପ୍ରଥମେ ବୌଦ୍ଧ ସର୍କିଟ ହାଉସଠାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସଂପୃକ୍ତ!-->…
ପ୍ରଶସ୍ତ ହେବ ପୁରୀ ବଡ଼ଦାଣ୍ଡ, ରାସ୍ତାର ଉଭୟ ପାର୍ଶ୍ୱରେ ୨୦ ଫୁଟ୍ ବୃଦ୍ଧି କରିବାକୁ ପ୍ରସ୍ତାବ
ଭୁବନେଶ୍ୱର: ପ୍ରଶସ୍ତ ହେବ ପୁରୀ ବଡ଼ଦାଣ୍ଡ । ଉଭୟ ପଟେ ୨୦ ଫୁଟ୍ ଲେଖାଏଁ ବୃଦ୍ଧି କରିବାକୁ ଯୋଜନା । ଯେଉଁଠି ଜବର ଦଖଲ ହୋଇଛି ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଚ୍ଛେଦ କରାଯିବ ।
ଆଉ ଅନ୍ୟ ସଙ୍କୁଚିତ ସ୍ଥାନରେ ଜମି ଅଧିଗ୍ରହଣ କରାଯାଇ ଆଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ବଡ଼ଦାଣ୍ଡ!-->!-->!-->…
ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାମ ବନ୍ଦ ନିର୍ଦ୍ଦେଶ
ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ କାମ ଉପରେ ବାଜିଲା ଏନଜିଟି ଛାଟ । କାର୍ଯ୍ୟ ବନ୍ଦ ପାଇଁ ଜିଲ୍ଲାପାଳ ଓ କଟକ ଡିଏଫ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି। ପରବର୍ତ୍ତୀ ଶୁଣାଣି ଯାଏ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ!-->!-->!-->…
ନିର୍ମାଣାଧୀନ ହକି ଷ୍ଟାଡିୟମ ବୁଲି ଦେଖିଲେ ହକି ମହାସଂଘ ଓ ହକି ଇଣ୍ଡିଆ ସଦସ୍ୟ : ବିର୍ସାମୁଣ୍ଡା ହକି ଷ୍ଟାଡିୟମ…
ରାଉରକେଲାରେ ନିର୍ମାଣାଧୀନ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମର ଅଗ୍ରଗତି ସହ ଆନୁସଙ୍ଗିକ ଭିତିଭୂମି ପରଖିଛି ଆନ୍ତର୍ଜାତୀୟ ହକି ମହାସଂଘ ଓ ହକି ଇଣ୍ଡିଆର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଏକ ସ୍ୱତନ୍ତ୍ର ବିମାନରେ ରାଉରକେଲା ପହଞ୍ଚିବା ପରେ ପ୍ରତିନିଧି ଦଳ ନିର୍ମାଣାଧୀନ ବିର୍ସାମୁଣ୍ଡା ହକି!-->…
ଶ୍ରୀଲିଙ୍ଗରାଜଙ୍କ ନୂଆ ଆର୍ଥିକ ବର୍ଷ ଖାତା ପୂଜା, ୧୪୩୦ ସାଲ ୬୫ ଅଙ୍କ ଆରମ୍ଭ
ଭୁବନେଶ୍ୱର: ପାଞ୍ଜି ଗଣନା ଅନୁଯାୟୀ ବୁଧବାରଠାରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ୧୪୩୦ ସାଲ ୬୫ ଅଙ୍କ ଆରମ୍ଭ ହୋଇଛି । ଏହି ଅବସରରେ ବୁଧବାର ସକାଳେ ମନ୍ଦିର କାର୍ଯ୍ୟାଳୟ ପରିସରରେ ପାଳନ କରାଯାଇଥିଲା ସୁନିଆ ପୁଜା । ଉତ୍ସବ ପାଳନ ନିମନ୍ତେ ମନ୍ଦିର କର୍ମଚାରୀମାନେ ବ୍ୟାପକ ବ୍ୟବସ୍ଥା!-->…