Browsing Category

ଓଡିଶା

ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦାବି ପାଇଁ ବିଦେଶରେ ଉଠିଲା ସ୍ଵର

ଖୋର୍ଦ୍ଧା: ବିଦେଶରେ ଉଠିଲା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦାବି। ବକ୍ସି ଜଗବନ୍ଧୁ, ଜୟୀରାଜଗୁରୁ, ତାପଙ୍ଗ ଦଳବେହେରାଙ୍କ ଭଳି ଅନେକ ବୀରଙ୍କ ତ୍ୟାଗ ବଳିଦାନ ଓ ବୀରତ୍ଵକୁ ମନେପକାଇବାକୁ ୧୮୧୭ ମସିହାର ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ…

ଭୂ- ଅଭିଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକ ଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ…

ସୁନ୍ଦରଗଡ଼, 07/09: ଭୂ-ଅଭିଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକ, କଟକ ଶ୍ରୀ ବିକାଶ ଚନ୍ଦ୍ର ମହାପାତ୍ର ଆଜି ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ରେ ଆସି ବିଭାଗୀୟ ଅଧିକାରୀ ମାନଙ୍କ ସହ ବିଭାଗୀୟ କାର୍ଯ୍ୟ ର ସମୀକ୍ଷା କରିଥିଲେ I ବୈଠକରେ ବିଶେଷ କରି ଜିଲ୍ଲା ରେ ହାଇଟେକ୍ ସର୍ଭେ ପ୍ରଗତି…

ଭୁବନେଶ୍ବରରେ ହେବ ଟାଟା ମେମୋରିଆଲ କ୍ୟାନସର ହସପିଟାଲ

ଭୁବନେଶ୍ବର : ଜଟଣିସ୍ଥିତ ନାଇଜର ପରିସରରେ ଏକ ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସପିଟାଲ ସ୍ଥାପନ ପାଇଁ ଓଡ଼ିଶା ସରକାର ଓ ଟାଟା କ୍ୟାନସର ସେଣ୍ଟର ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ବୁଧବାରଦିନ ଲୋକସେବା ଭବନଠାରେ ଏହି ବୁଝାମଣାପତ୍ର ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱରରେ ବିଟେକ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ପୁଣି ଜଣେ ଇଞ୍ଜିନିୟରିଙ୍ଗ ପଢ଼ୁଥିବା ବିଟେକ୍‌ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଚନ୍ଦ୍ରଶେଖରପୁର ଥାନା ରେଲବାଇ କଲୋନୀରେ ଏପରି ଅଘଟଣ ଘଟିଛି। ପାରିବାରିକ କଳହ ଯୋଗୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଓଢ଼ଣିରେ ଫାସି ଦେଇ ସେ ଆତ୍ମହତ୍ୟା କରିଛନ୍ତି। ମୃତ…

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ ,ଭାଙ୍ଗିଛି ୧୪ ହଜାରରୁ ଅଧିକ ଘର

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ। ଅଗଷ୍ଟରେ ଆସିଥିବା ବନ୍ୟା ଓ ପ୍ରବଳ ବୃଷ୍ଟିପାତରେ ୧୪ ହଜାର ୨୩୫ ଘର ଭାଙ୍ଗିଛି। ୫ ହଜାର ୩୬ ହେକ୍ଟର ଚାଷଜମି ବାଲିଚର, ୧୧୨୫ ଡଙ୍ଗା ଓ ଜାଲ କ୍ଷତିଗ୍ରସ୍ତ ହୋଇଛି। ୧ ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଚାଷ ଜମିରେ ଶତକଡ଼ା ୩୩ ଭାଗରୁ ଅଧିକ ଫସଲ ହାନୀ ହୋଇଛି।…

‘ଓଡ଼ିଶା ଜଗରନଟ୍ସ’ ଖୋ ଖୋ ଟିମକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: 'ଓଡ଼ିଶା ଜଗରନଟ୍ସ' ଖୋ ଖୋ ଟିମକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ସମସ୍ତ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସମସ୍ତଙ୍କ ସହିତ ଆଲୋଚନା କରିବା ସହ ଫଟୋ ଉଠାଇଛନ୍ତି ନବୀନ । ଏଥିସହ…

ସୋର ଉପକାରାଗାରରୁ ଚମ୍ପଟ ମାରିଥିବା କଏଦୀ ଗିରଫ

ସୋର: ସୋର ଉପକାରାଗାରରୁ ଚମ୍ପଟ ମାରିଥିବା ଜଣେ ବିଚାରାଧୀନ କଏଦୀକୁ ମୟୂରଭଞ୍ଜରୁ ଗିରଫ କରିଛି ପୁଲିସ। ୬ଦିନପରେ ପୁଲିସ କଏଦକୁ ଧରିବାରେ ସଫଳ ହୋଇଛି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଉପକାରଗାରରେ। କଏଦୀ ଜଣଙ୍କ ହେଲେ ଘନ ସିଂ। ଘନ ସୋର ଉପକାରାଗାରରେ ଜଣେ ବିଚାରାଧୀନ…

ବାପାଙ୍କୁ ଗୁଳି କରି ହତ୍ୟା କଲା ନୃଶଂସ ପୁଅ

ଉଦଳା : ଦିନକୁ ଦିନ ମଣିଷ ହିତାହତ ଜ୍ଞାନ ଭୁଲି ଯାଉଛି । ସାମାନ୍ୟ ରାଗର ବଶବର୍ତ୍ତୀ ହୋଇ ଏଭଳି କାଣ୍ଡ ଘଟାଉଛି ଯେ, ଯେଉଁଥିପାଇଁ ସାରା ଜୀବନ ତାକୁ ପସ୍ତାଇବାକୁ ପଡୁଛି । ଆଜି ବାପାକୁ ଗୁଳି କରି ହତ୍ୟା କରିଛି ପୁଅ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ…

ଭଦ୍ରକରୁ ମେମୁ ଟ୍ରେନ୍ ଚାଳିବା ଦାବିରେ ରୋଳରୋକ

ଭଦ୍ରକ:ଭଦ୍ରକରୁ ମେମୁ ଟ୍ରେନ୍ ଚାଲିବା ଦାବିରେ ପୂର୍ବତନ ବିଧାୟକ ନରେନ ପଲାଇଙ୍କ ନେତୃତ୍ୱରେ ଉପସ୍ଥାପିତ ହୋଇଆସୁଥିବା ଦାବି ଆଜି ୬ ମାସରେ ପହଞ୍ôଚଛି। ପ୍ରତ୍ୟେକ ମାସ ପରି ଆଜି ସକାଳ ୬ଟାରେ ଭଦ୍ରକ ରେଳଷ୍ଟେସନରେ ଏକଘଣ୍ଟା ରେଳରୋକ ଓ ଧାରଣା ଚାଲୁରହିବ। ଏହି ଧାରଣା ସମାବେଶରେ ଆମ୍ଭର…

ଭୂଗୋଳ ଓ ଅର୍ଥନୀତି ବହିରେ ତ୍ରୁଟି ପ୍ରସଙ୍ଗ: ଭୁଲ ସୁଧାରି ପିଲାଙ୍କୁ ପଢ଼ାଇବାକୁ ନିର୍ଦ୍ଦେଶ

ଜୟପୁର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରକାଶିତ ଭୂଗୋଳ ଓ ଅର୍ଥନୀତି ବହିରେ ଥିବା ତ୍ରୁଟି ସଂଶୋଧନ କରି ପଢାଇବା ପାଇଁ ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦେବା ସହ ବିଜ୍ଞପ୍ତି ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ପରିଷଦ । ଏହି ବହିର ପୃଷ୍ଠା ନମ୍ବର ୬୫ରେ…