Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଫାଦର୍ ଅରୁଲ ଦସ ହତ୍ୟା ମାମଲାରେ ହାଇକୋର୍ଟରୁ ଦାରା ସିଂ ନିରାଶ
କଟକ: ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ଦାରା ସିଂ ହାଇକୋର୍ଟରୁ ନିରାଶ ହୋଇଛନ୍ତି। ଖ୍ରୀଷ୍ଟିଆନ୍ ପାଦ୍ରୀ ଅରୁଲ ଦସ ହତ୍ୟା ମାମଲାରେ ନିମ୍ନ ଅଦାଲତଙ୍କ ଦଣ୍ଡଦେଶ, ହାଇକୋର୍ଟରେ କାଏମ ରହିଛି। ଦାରା ସିଂ ଓ ତା'ର ସହଯୋଗୀ ରାଜ କିଶୋର ମହନ୍ତ, ଯଦୁନାଥ ମହନ୍ତ ଏବଂ ଚେମା ହୋ'ଙ୍କ ଅପିଲକୁ!-->…
ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସଦସ୍ୟ/ସଦସ୍ୟା ଏବଂ ପୂର୍ବତନ ସଦସ୍ୟ/ସଦସ୍ୟାମାନଙ୍କ ନିମନ୍ତେ ସରକାରଙ୍କ ତରଫରୁ ୨୦୧୨-୧୩ ଆର୍ଥିକ ବର୍ଷରୁ ରାଷ୍ଟ୍ରୀୟ ବୀମା କମ୍ପାନି ମାଧ୍ୟମରେ ସ୍ୱାସ୍ଥ୍ୟବୀମାର ସୁବିଧା ଯୋଗାଇ ଦିଆଯାଉଛିା ଚଳିତ ଆର୍ଥିକ ବର୍ଷ ପାଇଁ ମଧ୍ୟ ପ୍ରତ୍ୟେକ ସଦସ୍ୟ/ସଦସ୍ୟା ଏବଂ!-->…
ଏସିଏଫ ସୌମ୍ୟ ରଞ୍ଜନ ମାମଲା: ନିମ୍ନ ଅଦାଲତରେ ଶୁଣାଣି ଉପରେ ରୋକ୍ ଲଗାଇଲେ ହାଇକୋର୍ଟ…
କଟକ: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାକୁ ନେଇ ନିମ୍ନ ଅଦାଲତରେ ଚାଲିଥିବା ଶୁଣାଣି ପ୍ରକ୍ରିୟା ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଅଧ୍ୟାଦେଶ ନ ଆସିବା ପର୍ଯ୍ୟନ୍ତ ଶୁଣାଣି ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ବଜାୟ ରହିବ ବୋଲି କୋର୍ଟ କହିଛନ୍ତି। ମୃତ ସୌମ୍ୟଙ୍କ!-->…
ଆସିଲା ପୋସ୍କୋ କୋର୍ଟ ଜଷ୍ଟିସ୍ ସୁଵାସ ଵିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ
କଟକ: କଟକ ସ୍ୱତନ୍ତ୍ର ପୋସ୍କୋ ଅଦାଲତର ବିଚାରପତି ସୁଵାସ ଵିହାରୀଙ୍କ ଵହୁ ଚର୍ଚ୍ଚିତ ଆତ୍ମହତ୍ୟା ମାମଲାର ପୋଷ୍ଟମର୍ଟମ ରିପୋର୍ଟ ଆଜି (ବୁଧବାର) କଟକ ଵଡ ମେଡିକାଲ କତୃପକ୍ଷ ମର୍କତ ନଗର ଥାନା ପୋଲିସ କୁ ପ୍ରଦାନ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଗତ ଦୁଇ ତାରିଖରେ ଘରେ କେହି ନଥିବା!-->…
କୋଶଳ ରାଜ୍ୟ ଦାବିରେ ୧୨ ଘଂଟିଆ ବନ୍ଦ
ଭବାନୀପାଟଣା : ଦୀର୍ଘ ବର୍ଷ ଧରି ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳକୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବନ୍ଦ ଡାକରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସୁଛି!-->…
ଜଳ ସାଥୀଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ , ଦକ୍ଷତା ବୃଦ୍ଧି ପାଇଁ ନେଲେ ତାଲିମ୍
ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ପରିଚାଳିତ ହୋଇଛି ବିଭିନ୍ନ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ । ଏଥିରେ ଦାୟିତ୍ଵରେ ଥିବା ସିଟି ମିଶନ୍ ମ୍ୟାନେଜର୍ ମାନଙ୍କ କାର୍ଯ୍ୟକ୍ରମ ପରିଚାଳନା ସଂପର୍କରେ ସମୀକ୍ଷା ଓ ଜଳସାଥୀଙ୍କ ପ୍ରଶିକ୍ଷଣ ଉପରେ କର୍ମଶାଳା!-->…
ପୂଜା କମିଟିମାନଙ୍କୁ ନେଇ ପୁଲିସର ଦଶହରା ପ୍ରସ୍ତୁତି: ମେଢ଼ରେ ଜିପିଏସ୍ ଲଗାଇବାକୁ ପ୍ରସ୍ତାବ
କଟକ,୦୭/୦୮: ଦଶହରା ଭସାଣିରେ ସାମିଲ ହେବାକୁ ଥିବା ମେଢ଼ ଗୁଡ଼ିକରେ ଜିପିଏସ୍ ଟ୍ରାକର୍ ଲାଗିବ । ଏହାଦ୍ୱାର ମେଢ଼ର ସ୍ଥିତି ପୁଲିସ ଜାଣିପାରି ତାହାକୁ ଠିକ୍ ଢଙ୍ଗରେ ନିୟନ୍ତ୍ରଣ କରିପାରିବ । ପୂଜା କମିଟିଗୁଡ଼ିକୁ ନେଇ ମଙ୍ଗଳବାର ପୁଲିସ ପକ୍ଷରୁ ଆୟୋଜିତ ସମନ୍ୱୟ ବୈଠକରେ ଏଭଳି କିଛି!-->…
ଝିଅମାନଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରିବା ମହଙ୍ଗା ପଡିଲା, ବାଣପୁରରୁ ଗିରଫ ହେଲା ଅଭିଯୁକ୍ତ
ବାଣପୁର/ଖଲ୍ଲିକୋଟ: ଝିଅମାନଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରି ସୋସିଆଲ ମିଡ଼ିଆରେ ପଠାଉଥିବା ରଙ୍ଗିଲା ଟୋକା ପୋଲିସ ଦ୍ବାରା ଗିରଫ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ମନୋଜ ବାରିକ ନାମକ ଜଣେ ଯୁବକ ଯୁବତୀମାନଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରି ସୋସିଆଲ!-->…
କାଠ ଯୋଡ଼ିକୁ ଗାଧୋଇ ଯାଇଥିଲେ ୩ ଭାଇ; ବୁଡ଼ିଗଲା ବଡ଼ ଭାଇ
କଟକ: ତିନି ଭାଇ ସାଙ୍ଗ ହୋଇ ଗାଧୋଉଥିଲେ। ଚାହୁଁ ଚାହୁଁ ଦୁଇ ଭାଇଙ୍କ ଆଖି ଆଗରେ ବୁଡ଼ି ଗଲେ ବଡ଼ ଭାଇ। ଆଜି କଟକ ଖାନନଗର ଜଗନ୍ନାଥ ମନ୍ଦିର ନିକଟସ୍ଥ କାଠଯୋଡି ନଦୀରେ ଏହି ଅଘଟଣ ଘଟିଛି। ଖବର ପାଇଁ ପରିବାର ଲୋକେ ପହଞ୍ଚିବା ପରେ ନଦୀ ତୁଠ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ପରେ ଖବର ପାଇ!-->…
ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିଯୋଗ
ଭୁବନେଶ୍ୱର: ଲୁଣ ଓ ସର୍ଫ ପରେ ଏବେ ରାଜଧାନୀରେ ନକଲି ଔଷଧ କାରବାର ଭଳି ଗୁରୁତର ଅଭିଯୋଗ ଆସିଛି । ଘଟଣା ସମ୍ପର୍କରେ ଜଣେ ଗ୍ରାହକ ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଶୈଳଶ୍ରୀ ବିହାରର ଏକ ଔଷଧ ଦୋକାନରୁ ଜଣେ ଗ୍ରାହକ ବ୍ଲଡ ପ୍ରେସର ପାଇଁ!-->…