Browsing Category

ଓଡିଶା

ଆସନ୍ତାକାଲି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ; ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗଦେବେ ୫୦ ହଜାର ଲୋକ

ଭୁବନେଶ୍ୱର : ସେପ୍ଟେମ୍ୱର ୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଓଡ଼ିଶାକୁ ଫେରିବେ। ଏଥିପାଇଁ ତାଙ୍କୁ ସ୍ୱାଗତ କରିବାକୁ ପ୍ରାୟ ୫୦ ହଜାର ଲୋକ ସାମିଲ ହେବେ। ଏଥିପାଇଁ ରୁଟ ଲାଇନିଂ ଆରଞ୍ଜମେଣ୍ଟ ହୋଇଛି। ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଇଛି। ପାର୍କିଂ ପାଇଁ ଏକାଧିକ…

ଭାସ୍କର ଚନ୍ଦ୍ର ପାତ୍ର ହେଲେ ଆସିଏଆର- ଜାତୀୟ ଧାନ ଗବେଷଣା କେନ୍ଦ୍ର ନିର୍ଦ୍ଦେଶକ

ଭୁବନେଶ୍ୱର: ଡ. ଭାସ୍କର ଚନ୍ଦ୍ର ପାତ୍ର ଆଇସିଏଆର- ଜାତୀୟ ଧାନ ଗବେଷଣା କେନ୍ଦ୍ର କଟକର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେପ୍ଟେମ୍ବର ୧ ତାରିଖ ଦିନ ଡ. ପାତ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବତନ ନିର୍ଦ୍ଦେଶିକା ଡ. ପଦ୍ମିନୀ ସ୍ୱାଇଁଙ୍କ ଅବସର ପରେ ଭାସ୍କର…

ପୁଣି ବ୍ୟାପିଲା ଝାଡ଼ାବାନ୍ତି; ଆଈ-ନାତି ମୃତ, ୨୫ରୁ ଅଧିକ ଆକ୍ରାନ୍ତ

ପାଟଣାଗଡ଼: ପୁଣି ବ୍ୟାପିଲା ଝାଡ଼ାବାନ୍ତି । ଝଡ଼ାଇ ନେଲା ୨ ପ୍ରାଣ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗାଁରେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ଆଇ, ନାତିଙ୍କ ମୃତ୍ୟୁ ହୋଇଛି । ଗାଁର ଏକାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨୫ରୁ ଅଧିକ ଜଣଙ୍କୁ ପାଟଣାଗଡ଼…

ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପି ପ୍ରଭାରୀ ସୁନୀଲ ବଂଶଲ

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପି ପ୍ରଭାରୀ ସୁନୀଲ ବଂଶଲ । ଉତ୍ତର ପ୍ରଦେଶରେ ପ୍ରଭାରୀ ଦାୟୀତ୍ଵରେ ଥିଲେ ସୁନୀଲ ବଂଶଲ । ଉତ୍ତରପ୍ରଦେଶରେ ସରକାର ଗଠନରେ ସୁନୀଲ ବଂଶଲଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା । ତେଣୁ ଉତ୍ତରପ୍ରଦେଶରେ ଯେତିକି ସିଟର ଦାୟୀତ୍ଵ ତାଙ୍କ ଉପରେ ଥିଲା ।…

ଭଡ଼ା ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର ୦୫।୦୯ : ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ଭୁବନେଶ୍ୱର ଉପକଣ୍ଠ ଭରତପୁର କଳିଙ୍ଗନଗଲ କେ ୭ ସ୍ଥିତ ଘରୁ ମିଳିଛି ମୃତଦେହ । ମୃତକଙ୍କ ବୟସ ୨୭ ହୋଇଥିବା ଜଣାପଡିଛି । ତେବେ ମିଳିଥିବା ସୂଚନାନୁସାରେ, ଯୁବକଙ୍କ ଜଣଙ୍କ ଜଣେ ମିସ୍ତ୍ରୀ ଭାବେ କରନ୍ତି । ସେ କଳିଙ୍ଗନଗରରେ…

ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକରେ ଝାଡା ବାନ୍ତି ଆତଙ୍କ, ଗୋଟିଏ ପରିବାରରେ ତିନି ଜଣଙ୍କ ମୃତ୍ୟୁ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ବାରୀଗୁଡା ପଞ୍ଚାୟତରେ ଝାଡା ବାନ୍ତି ଆତଙ୍କ। ଗୋଟିଏ ପରିବାରରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳିକା ଗୁରୁତର ହୋଇଛନ୍ତି।ମୃତକ ମାନେ ହେଲେ ୬୦ ବର୍ଷିୟ ଲକ୍ଷିଧର ପାରାଭୋଇ, ସ୍ତ୍ରୀ ୫୫ ବର୍ଷିୟ ଦେମତୀ…

ରାଜ୍ୟର ୨୩ ଜିଲ୍ଲାରେ ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସହିତ କିଛି ସ୍ଥାନରେ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି…

ବିଚାରପତିଙ୍କ ମୃତ୍ୟୁ ଘଟଣା; ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା : ଡିସିପି

କଟକ: ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ ସୁବାସ କୁମାର ବିହାରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମର୍କତନଗର ଥାନା ପୁଲିସ ଦଫା ୩୦୨, ୨୯୪, ୩୨୩, ୩୪ରେ ଏକ ମାମଲା(କେସ୍ ନଂ ୧୬୦) ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲୁଛି। ଶବ…

ଆସନ୍ତାକାଲି ଠାଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସୁନୀଲ ବଂଶଲ

ଭୁବନେଶ୍ୱର: ନୂଆ ମାଇଲ୍ ଷ୍ଟୋନ୍ ହାସଲ ପାଇଁ ହେବ ନୂଆ ରଣନୀତି। ୨୦୨୪ ନିର୍ବାଚନରେ ବିଜୟ ପାଇଁ ହିଁ ହେବ ଏକ ମାତ୍ର ଯୋଜନା। ଏଥିପାଇଁ ଆସନ୍ତାକାଲି ଠାରୁ ସମସ୍ତ ବିଜେପି ନେତାଙ୍କୁ ମନ୍ତ୍ରଣା ଦେବେ ନବ ନିଯୁକ୍ତ ଓଡ଼ିଶା ବିଜେପି ପ୍ରଭାରୀ ଦାୟିତ୍ୱ ପାଇଥିବା ସୁନୀଲ ବଂଶଲ। ଆସନ୍ତାକାଲି…

ଦୁଇ ଦିନିଆ କନ୍ଧମାଳ ଗସ୍ତରେ ହାଇକୋର୍ଟ ଜଷ୍ଟିସ ଏମ୍.ଏସ୍ ସାହୁ

ଫୁଲବାଣୀ: ହାଇକୋର୍ଟର ଜଷ୍ଟିସ ଏମ.ଏସ ସାହୁ ଦୁଇ ଦିନିଆ ଫୁଲବାଣୀ ଗସ୍ତ କରିଛନ୍ତି । ଗତକାଲି ରାତିରେ ଜଷ୍ଟିସ ଏମ.ଏସ ସାହୁ ଫୁଲବାଣୀରେ ପହଞ୍ଚିବା ସମୟରେ ଜିଲ୍ଲା ବାର ଆସୋସିଏସନ୍ ସଭାପତି ବିଜୟ କୁମାର ମହାନ୍ତି ଓ ସମ୍ପାଦକ ଦୁର୍ଗା ଶଙ୍କର ପଟ୍ଟନାୟକ, ହରିଶ୍ଚନ୍ଦ୍ର ମହାରଣା,…