Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ହିନ୍ଦି ଓ ସଂସ୍କୃତ ତୃତୀୟ ଭାଷା ମନଇଚ୍ଛା ପରିବର୍ତ୍ତନ କରିପାରିବେ ନାହିଁ ମାଟ୍ରିକ ପରୀକ୍ଷାର୍ଥୀ, ବୋର୍ଡର ବଡ଼…
ଭୁବନେଶ୍ୱର: ରାଜ୍ୟର ସମସ୍ତ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏଣିକି ମାଟ୍ରିକ ପିଲାମାନେ ମନଇଚ୍ଛା ସେମାନଙ୍କର ତୃତୀୟ ଭାଷା ବିଷୟ ପରିବର୍ତ୍ତନ କରିପାରିବେ ନାହିଁ । ରେଜିଷ୍ଟ୍ରେସନ ସମୟରେ ଛାତ୍ରଛାତ୍ରୀ ହିନ୍ଦି କିମ୍ବା ସଂସ୍କୃତ ଯାହା ଇଚ୍ଛାଧୀନ ବିଷୟ!-->…
ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ନୂଆଦିଲ୍ଲୀ: ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତରତ୍ନ ପାଇଁ ନବୀନ ଯୋଗ୍ୟ ବୋଲି କାର୍ଯ୍ୟକ୍ରମରେ ଉଠିଲା ପ୍ରସଙ୍ଗ । ଜନସେବାରେ ନିୟୋଜିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ କରାଯାଇଛି ସମ୍ମାନିତ ।
!-->!-->!-->…
ପତ୍ନୀଙ୍କୁ ମାରି ପାଇଖାନା ଟାଙ୍କିରେ ପକାଇଥିଲା ସ୍ୱାମୀ, ୫ ମାସ ପରେ ମିଳିଲା ମୃତଦେହ
କୋରାପୁଟ: ଘର ପାଇଖାନା ଟାଙ୍କିରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର। କାକିରିଗୁମ୍ମା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଏହି କାଣ୍ଡ ଘଟାଇଥିବା ଅଭିଯୁକ୍ତ ସ୍ୱାମୀ ଗିରଫ। ସେ ସ୍ତ୍ରୀକୁ ହତ୍ୟା ପରେ ମୃତଦେହ ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିଲେ। ଅଭିଯୁକ୍ତ ଜଣକ କାକିରିଗୁମ୍ମାର ଦଶରଥ ସାହୁ।!-->…
୨ ଛୁଆକୁ ଛାଡ଼ି ମାଆ ଫେରାର୍, ଥାନାରେ ଏତଲା
ବାଲିଗୁଡ଼ା: ଦୁଇ ଛୁଆକୁ ଛାଡ଼ି ମାଆ କେଉଁ ଆଡ଼େ ଫେରାର୍ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଗାଁରୁ । ଅଭିଯୋଗ ପ୍ରକାରେ ଗାଁର ରାଉତ ପ୍ରଧାନଙ୍କ ପତ୍ନୀ ରାନୀ ନାୟକ ନିଜର ଦୁଇ ଛୁଆଙ୍କୁ ଛାଡ଼ି କେଉଁ ଆଡ଼େ ପଳାଇଛନ୍ତି । ଏନେଇ ପରିବାର ଲୋକେ!-->…
IAS ଓ OAS ଅଧିକାରୀଙ୍କୁ ମିଳିଲା Nodal Officer ଦାୟିତ୍ୱ: ୩୦ଟି ଜିଲ୍ଲା ପାଇଁ ନିଯୁକ୍ତି ପାଇଲେ ୧୯ ଅଫିସର
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ରାଜ୍ୟର ୩୦ଟି ଜିଲ୍ଲରେ ୧୯ ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ସର୍ବଭାରତୀୟ ପ୍ରଶାସନିକ ସେବା ଓ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀଙ୍କୁ ଏହି!-->…
ଗାଁ ନଦୀରେ ଗାଧୋଇବା ସମୟରେ ଅଘଟଣ, ଭାସିଗଲେ ଜଣେ ବ୍ୟକ୍ତି
ଉମରକୋଟ : ଗାଁ ପାଖ ନଦୀରେ ଗାଧୋଇବା ସମୟରେ ଏକ ଅଘଟଣ ଘଟି ଯାଇଛି | ଏହି ଘଟଣାରେ ତୋହରା ପଞ୍ଚାୟତର ଜବିପାରା ଗାଁ ରେ ଶୋକର ଛାୟା ଖେଳି ଯାଇଛି | ସୂଚନା ଅନୁଯାୟୀ, ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ ବ୍ଲକ ତୋହରା ପଞ୍ଚାୟତର ଜବିପାରା ଗ୍ରାମର ମାନସିଂ ମାଝୀ ପିତା ଅଭିରାମ ମାଝୀ ଆନୁମାନିକ!-->…
ଓଡ଼ିଶା ଜଗରନଟ୍ସର କୋଚ ଓ ଖେଳାଳିଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡିଶା ଜଗରନଟ୍ସର କୋଚ ଓ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣା । ଆସନ୍ତାକାଲି ହେବାକୁ ଥିବା ଅଲଟିମେଟ ଖୋଖୋ ଲିଗ ଫାଇନାଲରେ ବିଜୟ ହାସଲ ଲାଗି ଦେଇଛନ୍ତି ଶୁଭେଚ୍ଛା । ଗୁଜରାଟ ଜିଆଣ୍ଟସ ସହ ମ୍ୟାଚରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଓଡିଶା ଜଗରନଟସର!-->…
ଭୁବନେଶ୍ୱର ଓ ପୁରୀରେ ହେବ ସୂର୍ଯ୍ୟକିରଣ ଶୋ
ଭୁବନେଶ୍ୱର: ଓଡ଼ିଶା ଦେଖିବ ସୂର୍ଯ୍ୟକିରଣ ଶୋ। ବାୟୁସେନା ପକ୍ଷରୁ ଓଡ଼ିଶାରେ ଚିତାକର୍ଷକ ସୂର୍ଯ୍ୟକିରଣ ଶୋ ପ୍ରଦର୍ଶିତ ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।
ସେ କହିଛନ୍ତି, ଭୁବନେଶ୍ୱର ଓ ପୁରୀରେ ସୂର୍ଯ୍ୟକିରଣ ଶୋ କରାଯିବ।!-->!-->!-->…
ଆସୁଛି ୨ଟି ଲଘୁଚାପ, ବାତ୍ୟା ପାଇଁ କୌଣସି ସୂଚନା ନାହିଁ : ପାଣିପାଗ ବିଜ୍ଞାନୀ
ଭୁବନେଶ୍ୱର : ଆଗକୁ ଆସୁଛି ୨ଟି ଲେଖାଏଁ ଲଘୁଚାପ। ଏହାମଧ୍ୟରେ ବାତ୍ୟାକୁ ନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବାତ୍ୟା ନେଇ କୌଣସି ସୂଚନା ଏଯାଏଁ ନାହିଁ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ କହିଛନ୍ତି। ବାତ୍ୟା ନେଇ ଚାଲିଥିବା ଚର୍ଚ୍ଚା ସମ୍ପର୍କରେ ପାଣିପାଗ!-->…
ପୋକ୍ସୋ କୋର୍ଟ ବିଚାରପତି ଆତ୍ମହତ୍ୟା ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
କଟକ: କଟକରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା ଘଟଣାରେ ଭିନ୍ନ ମୋଡ଼। ଆତ୍ମହତ୍ୟା ନୁହେଁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ। ଏନେଇ ମର୍କତ ନଗର ଥାନାରେ ଏତଲା ଦେଲେ ମୃତକଙ୍କ ପରିବାର । ସୁବାସ ବିହାରୀଙ୍କ ପତ୍ନୀ ଅପରାଜିତା ରାୟ ଓ ଶାଳକଙ୍କ!-->…