Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣା, ବୟଫ୍ରେଣ୍ଡ୍ ଚିତ୍ତ ଦେଖାଇଲା ଲାଷ୍ଟ ସିନ୍
ଭୁବନେଶ୍ୱର: ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣା । ଶାସ୍ତ୍ରୀନଗର ଘରେ ସିନ ରିକ୍ରେସନ୍ କରିବ ପୋଲିସ୍ । ବୟଫ୍ରେଣ୍ଡ୍ ଚିତ୍ତ ଦେଖାଇଛି ଲାଷ୍ଟ ସିନ । ସନ୍ଦେହରୁ ଝଗଡ଼ା । ପରେ ଆତ୍ମହତ୍ୟା । ଶାସ୍ତ୍ରୀନଗରରେ ଶୁଭଶ୍ରୀ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁର ଏମିତି ତଥ୍ୟ ରଖିଛି କମିଶନରେଟ୍!-->…
ଚାଟ୍ ଖାଇ ପୁଅ ଝିଅ ମୃତ, ବାପା ମା’ ଗୁରୁତର
ବଡ଼ମ୍ବା: ଚାଟ୍ ଖାଇ ସଙ୍କଟରେ ଏକ ପରିବାର । ପୁଅଝିଅ ମୃତ, ବାପାମାଆ ଗୁରୁତର । କଟକ ଜିଲ୍ଲା ବଡ଼ମ୍ବା ଥାନା ଅଭିମାନପୁର ପଞ୍ଚାୟତର ବୀରବରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗୋବିନ୍ଦ ପାତ୍ରଙ୍କ ଘରେ ପ୍ରସ୍ତୁତ ହୋଇଥିବା ଚାଟ୍ ଖାଇ ଗୋବିନ୍ଦ, ତାଙ୍କ ସ୍ତ୍ରୀ, ୧୨ ବର୍ଷର ଝିଅ ଓ ୮!-->…
ଓଡିଶା ଆସିବେ ଆସିଆନ୍ ଦେଶର ପ୍ରତିନିଧି, ପୁଞ୍ଜିନିବେଶ ପାଇଁ ରହିଥିବା ସୁବିଧାର କରିବେ ଅନୁଧ୍ୟାନ
ଭୁବନେଶ୍ୱର : ଓଡିଶା ଗସ୍ତରେ ଆସିବେ ଆସିଆନାର ପ୍ରତିନିଧି ଦଳ । ମେକ୍ ଇନ୍ ଓଡିଶା କନକ୍ଲେଭ୍ର ତୃତୀୟ ସଂସ୍କରଣ ପୂର୍ବରୁ ଓଡିଶା ଆସିବେ ଏହି ପ୍ରତିନିଧି ଦଳ । ଏଥିରେ ମିଆଁମାର, ଇଣ୍ଡୋନେସିଆ, ଫିଲିଫାଇନ୍ସ, ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଭିଏତନାମା ଆଦି ଦେଶରେ ପ୍ରତିନିଧି ଆସିବେ!-->…
ସେପ୍ଟେମ୍ବର ୩୦ରେ ସରୁଛି ମାଗଣା ଟିକାର ଅବଧି
ଭୁବନେଶ୍ୱର: ଟିକା ପାଇଁ ବାଜିଲା ସ୍ବାସ୍ଥ୍ୟ ବିଭାଗର ଘଣ୍ଟି । ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଦେଇଛନ୍ତି ଗୁରୁତ୍ଵପୂର୍ଣ୍ଣ ସୂଚନା । ତାଙ୍କ କହିବା ମୁତାବକ, ସେପ୍ଟେମ୍ବର ୩୦ରେ ସରୁଛି ମାଗଣା ଟିକାର ଅବଧି । ମାଗଣା ଟିକାର ଅବଧି ଆଉ ମାତ୍ର ୨୭ ଦିନ ରହିଲା ।
ତେବେ ୬!-->!-->!-->…
ଅଦାଲତକୁ ଆସିବା ବାଟରେ ନିଖୋଜ ଘଟଣା, ଧାନ ବିଲରୁ ଉଦ୍ଧାର ହେଲା ଗଳିତ ମୃତଦେହ
ଦେବଗଡ଼: ଗତ ଅଗଷ୍ଟ ମାସ ୨୨ ତାରିଖ ଦିନ ଦେବଗଡ ଅଦାଲତକୁ ଆସିବା ବାଟରେ ନିଖୋଜ ହୋଇଯାଇଥିବା ବାରକୋଟ ବ୍ଲକ ବଳିତା ଗ୍ରାମର ଝସକେତନ ବେହେରା ଓରଫ ପୁଟୁ (୪୮)ଙ୍କର ଗଳିତ ମୃତଦେହ ଆଜି ଦେବଗଡ ଥାନା ବଣିଆଁକିଲିଣ୍ଡା ଗ୍ରାମର ଏକ ଧାନବିଲରୁ ଉଦ୍ଧାର ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ବାରକୋଟ!-->…
ରାଜଧାନୀରେ ସାଙ୍ଗକୁ ଛୁରା ମାଡ଼ କଲା ସାଙ୍ଗ
ଭୁବନେଶ୍ୱର: ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ। ସାଙ୍ଗକୁ ଛୁରା ମାଡ଼ କଲା ସାଙ୍ଗ।।ପେଟରେ ଲାଗିଛି ଗଭୀର ଆଘାତ। ଏଭଳି ଅଭାବନୀୟ କାଣ୍ଡ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଦଳୀ ଗୋଦାମ ବସ୍ତି ନିକଟରେ ଘଟିଛି। ଗୁରୁତର ହୋଇଥିବା ଶେଖ ଅବଦୁଲକୁ ଉଦ୍ଧାର କରାଯାଇ କ୍ୟାପିଟାଲ!-->…
ବିଜେପି ପ୍ରଶ୍ନର ଜବାବ ରଖିଲା ବିଜେଡି
ଭୁବନେଶ୍ବର: ବିଜେପି ଯୁବ ମୋର୍ଚ୍ଚା ୨୨ ପ୍ରଶ୍ନ ମାଧ୍ୟମରେ ୨୨ ବର୍ଷର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବିଜେପିର ଏଭଳି ଅଭିଯୋଗର ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ବିଜେପିର ସାମ୍ବାଦିକ ସମ୍ମିଳନୀ ସମ୍ପୂର୍ଣ ଭିତ୍ତିହୀନ ଓ ଅନ୍ତଃସାରଶୂନ୍ୟ ।
!-->!-->!-->…
ଏସ୍ସିବିରେ ଲାଗିବ ବାୟୋମେଟ୍ରିକ, ଡ୍ୟୁଟି ସମୟରେ ଘରୋଇ ଭାବେ ରୋଗୀ ଦେଖିପାରିବେ ନାହିଁ ଡାକ୍ତର
କଟକ: ସରକାରୀ ଭାବେ ଧାର୍ଯ୍ୟ ସମୟ ଭିତରେ ଡାକ୍ତର ଏସ୍ସିବିରେ ରୋଗୀ ଦେଖୁଛନ୍ତି ନା ଘରୋଇ ହସ୍ପିଟାଲରେ ରୋଗୀ ଦେଖୁଛନ୍ତି ତାହା ଅନୁଧ୍ୟାନ କରିପାରିବେ ଦିଲ୍ଲୀସ୍ଥିତ ଜାତୀୟ ମେଡିକାଲ୍ କମିସନ୍(ଏନ୍ଏମ୍ସି)ର ଅଧିକାରୀମାନେ । ଏସ୍ସିବିରେ ଏବେ ବାୟୋମେଟ୍ରିକ୍ ମେସିନ୍ ଲାଗିବ ।!-->…
ରଣପୁରରୁ ବାଘ ଏବଂ ବାର୍ହା ଦାନ୍ତ ଜବତ, ଜଣେ ଗିରଫ
ନୟାଗଡ଼ : ନୟାଗଡ଼ ଜିଲା ରଣପୁର ମଣିନାଗ ସାହିରୁ ଖୋର୍ଦ୍ଧା ବନବିଭାଗ ଏକ ବାଘ ଏବଂ ବାର୍ହା ଦାନ୍ତ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାମ ବିନୋଦ ବିହାରୀ ପ୍ରଧାନ। ଶୁକ୍ରବାର ଅପରାହ୍ନରେ ଖୋର୍ଦ୍ଧା ଏସିଏଫ୍, ରଣପୁର ଓ ଟାଙ୍ଗି ରେଞ୍ଜରଙ୍କ ସମେତ!-->…
ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର
ଭୁବନେଶ୍ୱର: ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ରାଜ୍ୟରେ ପର୍ଯ୍ୟାପ୍ତ ପ୍ଲେଟଲେଟ ରହିଛି । ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଏବେସୁଦ୍ଧା ରାଜ୍ୟରେ ୨ ହଜାର ୩୦୯ ଜଣ ଡେଙ୍ଗୁ ରୋଗୀ!-->…