Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାରିପଦା ବିଦେଶୀ ମଦ ଦୋକାନ ଚୋରି ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
ବାରିପଦା: ସ୍ଥାନୀୟ ବାରିପଦା ସହରର କୃଷ୍ଣଚନ୍ଦ୍ରଗୋଲେଇ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ଟାଉନ ପୁଲିସ ସୋମବାର ଗିରଫ କରିଥିବା ଅଭିଯୁକ୍ତ ଜଣେ ଆନ୍ତଃରାଜ୍ୟ ଅପରାଧି ବୋଲି ଜଣାପଡ଼ିଛି । ଅପରାଧି ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ଲିଙ୍ଗରାଜ ଥାନା ଅଞ୍ଚଳର ପୁରୁଣା ଟାୁନ!-->…
ରାଜଧାନୀ ଉପକଣ୍ଠରେ ବୋମାମାଡ଼ ଘଟଣା : ପ୍ରାଣ ହରାଇଲେ ପଞ୍ଚୁପଲ୍ଲୀର ନିରୀହ ରାଜେଶ ଓରଫ ରାଜୁ
ରାଜଧାନୀ ଉପକଣ୍ଠରେ ବୋମାମାଡ଼ ଘଟଣାରେ ପ୍ରାଣ ହରାଇଲେ ନିରୀହ ରାଜେଶ ଓରଫ ରାଜୁ। ଦୁଇ ଧରି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ପ୍ରାଣ ହରାଇଛନ୍ତି ରାଜୁ। ରାଜୁଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ।ସେପଟେ ବୋମାମାଡ଼ କରିଥିବା ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ଅକ୍ଷୟ ବୋଲି ସୂଚନା ମିଳିଛି। ଏବେ!-->…
ଭୂପୃଷ୍ଠରୁ ଆକାଶମାର୍ଗକୁ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ବର: ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ ଆଜି (୨୩ ଅଗଷ୍ଟ, ୨୦୨୨ରେ) ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ଗବେଷଣା ଓ!-->…
ପୋଲିସ୍ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର
କଟକ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସେ କମିଶନରେଟ ପୋଲିସ ନିକଟରେ ଦେଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରକୃତି । ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଏକ ପିଟିସନ ମାଧ୍ୟମରେ ସେ!-->…
ବିଦେଶୀ ମୁଦ୍ରା ନାଁରେ ବ୍ୟବସାୟୀଙ୍କ ଠାରୁ ନେଇଗଲେ ୨ ଲକ୍ଷ ଟଙ୍କା
କଟକ: ବିଦେଶୀ ମୁଦ୍ରା ନାଁର ଠକେଇ । କଟକ ବକ୍ସିବଜାରର ବ୍ୟବସାୟୀ ମହମ୍ମଦ ମୋଇଉଦ୍ଦିନଙ୍କୁ ଠକି ନେଲେ ଦୁର୍ବୃତ୍ତ । ବିଦେଶୀ ନୋଟ୍ ନାଁରେ ମୋଇଉଦ୍ଦିନଙ୍କୁ ଠକ ଦେଲେ କାଗଜବିଡ଼ା । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ।
ଖବର ଅନୁଯାୟୀ, କଟକ ବକ୍ସିବଜାରର ମହମ୍ମଦ୍!-->!-->!-->…
କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ମନ୍ତବ୍ୟକୁ ନେଇ ଉତ୍ତର ରଖିଲେ ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର
ଏନଡିଏରେ ବିଜେଡିକୁ ସାମିଲ ପାଇଁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ କହିବା ପରେ ଏବେ ରାଜନୀତି ସରଗରମ । ଏହି ମନ୍ତବ୍ୟକୁ ନେଇ ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର ନିଜର ଉତ୍ତର ରଖିଛନ୍ତି ।
ସେ କହିଛନ୍ତି ଯେ, ଅଠାୱାଲୋ ମଜାରେ ମଜାରେ ଅନେକ କଥା କୁହନ୍ତି । କହୁ କହୁ କହି!-->!-->!-->…
ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ସନ୍ଦେହରେ ପରିବାରର ୫ ଜଣ ଥାନାରେ ଅଟକ
ଦେବଗଡ: ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ କାଲକାଠ ଗ୍ରାମରେ ହତ୍ୟାକାଣ୍ଡ। କାଲକାଠ ଗ୍ରାମ କିଶାନ ସାହିରେ ଜଣେ ବ୍ୟକ୍ତିଙ୍କୁ କେହି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ କାଲକାଠ ଗ୍ରାମ କିଶାନ ସାହିର ହୃଦାନନ୍ଦ କିଶାନ। ମୃତ ହୃଦାନନ୍ଦଙ୍କ ରକ୍ତାକ୍ତ!-->…
ବିଜେପି ମୁଖ୍ୟ ସଚେତକ ମୋହନ ମାଝିଙ୍କୁ ବିଧାନସଭାରେ ମିଳିଲା ନୂଆ ଦାୟିତ୍ୱ
ଭୁବନେଶ୍ବର: ମୋହନ ମାଝିଙ୍କୁ ମିଳିଲା ନୁଆ ଦାୟିତ୍ୱ । ବିଜେପି ମୁଖ୍ୟ ସଚେତକ ମୋହନ ମାଝିଙ୍କୁ ବିଧାନସଭାରେ ମିଳିଛି ନୂଆ ଦାୟିତ୍ୱ । ବିଧାନସଭା ପବ୍ଲିକ୍ ଆକାଊଣ୍ଟସ୍ କମିଟିର ଅଧ୍ୟକ୍ଷ ଭାବେ ମୋହନ ମାଝିଙ୍କୁ ନିଯୁକ୍ତି ମିଳିଛି । ମୋହନ ଚରଣ ମାଝୀ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ!-->…
୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା , ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
ଭୁବନେଶ୍ବର: ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଠାରୁ ବଢିବ ରାଜ୍ୟରେ ବର୍ଷାର ପରିମାଣ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡିଶା ହେବ ପ୍ରଭାବିତ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ସତର୍କ ସୂଚନା ଜାରୀ କରାଯାଇଛି । ଭଦ୍ରକ, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର!-->…
ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇଲେ ମନ୍ତ୍ରୀ ଅଶୋକ ପଣ୍ଡା
ଭୁବନେଶ୍ବର: ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକରପଡ଼ା ଗ୍ରାମପଞ୍ଚାୟତର ବନ୍ୟାଜଳ ଘେରରେ ରହିଥିବା ପରିବାରମାନଙ୍କୁ ମଙ୍ଗଳବାର ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ସୁବାସ!-->…