Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଲଗାଣ ବର୍ଷା ଯୋଗୁଁ ଘରେ ପଶିଲା ପାଣି, ଖଟରୁ ତଳେ ପଡି ଚାଲିଗଲା ଶିଶୁ ପୁତ୍ରର ଜୀବନ
ଟାଙ୍ଗୀ: ଲଗାଣ ବର୍ଷା ଯୋଗୁଁ ଘର ଭିତରେ ବର୍ଷା ପାଣି ପଶିଛି । ସେହି ପାଣିରେ ବୁଡି ଜଣେ ୨ ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସୂର୍ଯ୍ୟନଗର ଅଞ୍ଚଳରେ ।ଲଘୁଚାପଜନିତ ବର୍ଷା ପାଇଁ ବାଲୁଗାଁ ଅଞ୍ଚଳର!-->…
ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସହ ଆଲୋଚନା କରୁନି ଛତିଶଗଡ଼: ବିଜୟ ମିଶ୍ର
ଭୁବନେଶ୍ବର: ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ ସତ୍ତ୍ୱେବି ଅଲୋଚନାକୁ ଆସୁ ନାହାନ୍ତି ଛତ୍ତିଶଗଡ଼ ସରକାର। ବିଗତ ୨/୩ ବର୍ଷ ହେଲା କୋଭିଡ ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମନ୍ଵୟ ମିଟିଂ ହୋଇପାରିନଥିଲା ବୋଲି ଓଡ଼ିଶା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ!-->…
ବନ୍ୟା ପାଣିରେ ବୁଲୁଛି କୁମ୍ଭୀର, ଲୋକେ ଆତଙ୍କିତ
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ବନ୍ଯା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଲୋକେ ବନ୍ଯା ପରିସ୍ଥିତି ମୁକାବିଲା କରୁଥିବା ବେଳେ କୁମ୍ଭୀର ଆତଙ୍କ ଲୋକଙ୍କୁ ଅଧିକ ଭୟଭୀତ କରିଛି ।
ଆଜି ମହାନଦୀ ବନ୍ଯାରେ ରାମଗଡ଼ ମହାନଦୀ କୂଳରେ ଏକ କୁମ୍ଭୀର ଯାଉଥିବାର ସ୍ଥାନୀୟ ବାସିନ୍ଦା ଦେଖିବା ପରେ!-->!-->!-->…
ବଡ଼ମ୍ବାର ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ବନ୍ୟାଜଳ
କଟକ: ଲଗାଣ ବର୍ଷାରେ ବେହାଲ ଓଡ଼ିଶା । ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ମହାନଦୀରେ ବଢ଼ିବାରେ ଲାଗିଛି ବନ୍ୟାଜଳ । ମହାହନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ଗମ୍ଭୀରା!-->…
ବର୍ଷାରେ ବେହାଲ କଟକ, ଭୁଶୁଡିଲା ପୁରାତନ କୋଠା
କଟକ:ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ କଟକ । ଏହି ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ପୁରାତନ କୋଠା । କଟକର ମଣିସାହୁ ଛକରେ ଥିବା ଏକ ବହୁ ପୁରାତନ କୋଠା ଭୁଶୁଡି ପଡିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ କଟକ ମଣିସାହୁ ଛକରେ ଥିବା ଏକ ପୁରାତନ କୋଠା ଗତକାଲି ବିଳମ୍ବତ ରାତିରେ ହଠାତ୍!-->!-->!-->…
ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି, ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର
ଲଘୁଚାପ ଜନିତ ବର୍ଷାରେ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆଖୁଆପଦା ଠାରେ ଥିବା ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ଏହା ୧୭.୯୬ ମିଟର ଉପରେ ପ୍ରବାହିତ ହେଉଛି। ବର୍ତ୍ତମାନ ସୁଦ୍ଧା!-->…
ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ, ୨ ଗୁରୁତର, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ହଳଦିଆ ଟାଙ୍ଗିର ଠାରେ ଲଗାଣ ବର୍ଷାରେ ଏକ ବିଶାଳ ଗଛ ଉପୁଡି ରାସ୍ତାରେ ଯାଉଥିବା ଏକ ଅଟୋ ଉପରେ ପଡ଼ିବା ଫଳରେ ୨ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତ କାଲି ଠାରୁ କେନ୍ଦୁଝର ରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଜି!-->…
ଶ୍ରୀମନ୍ଦିର ଉପରକୁ ଚଢ଼ିବା ପାଇଁ ଉଦ୍ୟମ କରୁଥିବା ଯୁବକ ଅଟକ
ପୁରୀ: ପୁରୀ ଶ୍ରୀମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୁଣି ଶ୍ରୀମନ୍ଦିର ଉପରେ ଚଢ଼ିଲେ ଜଣେ ଯୁବକ। ଯୁବକ ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପ ଉପରେ ଚଢ଼ିଲେ। ଚୁନରା ତାଙ୍କୁ ଉଦ୍ଧାର କରି ଜେଟିପିଙ୍କୁ ହସ୍ତାନ୍ତର ପରେ ସିଂହଦ୍ଵାର ଥାନାରେ ଯୁବକ ଅଟକ ରହିଛନ୍ତି। ଯୁବକ ଜଣକ ହେଲେ!-->…
ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଆଜାଦି କା ଅମ୍ରିତ ମହୋତ୍ସବ’
ଭୁବନେଶ୍ୱର : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ଧୁମ୍ ଧାମରେ ପାଳନ କରାଯାଉଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଓ ରୂସା ୨.୦ ତରଫରୁ ସମସ୍ତ ବିଭାଗ ଏବଂ କିଛି ଅଭିଭୂକ୍ତ କଲେଜ ଗୁଡିକରେ ହର ଘର!-->…
ଆସନ୍ତାକାଲି ଅପରାହ୍ନରେ ମୁଣ୍ଡଳୀରେ ପ୍ରବାହିତ ହେବ ସାଢ଼େ ୧୦ ଲକ୍ଷ କ୍ୟୁସେକ୍ ପାଣି; SRC
ମହାନଦୀରେ ବନ୍ୟା ଆଶଙ୍କା। ଆସନ୍ତାକାଲି ଅପରାହ୍ନରେ ମୁଣ୍ଡଳୀରେ ପ୍ରବାହିତ ହେବ ସାଢ଼େ ୧୦ ଲକ୍ଷ କ୍ୟୁସେକ୍ ପାଣି। କାଲି ସନ୍ଧ୍ୟାରେ ମୁଣ୍ଡଳୀଠାରେ ପିକ୍ ଫ୍ଲଡ୍ ପ୍ରବାହିତ ହେବ ବୋଲି ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ଖଇରମାଳ ଠାରେ ବର୍ତ୍ତମାନ ୯.୫୬ ଲକ୍ଷ କ୍ୟୁସେକ୍ ଜଳ!-->…