Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପାହାଡ଼ ତଳ ଖାଦାନ ନିକଟରୁ ମୃତଦେହ ଜବତ
ନିରାକାରପୁର: ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର ପଞ୍ଚାୟତ ରାଉଲହଜ ଚିତ୍ରକୂଟ ପାହାଡ଼ ପାଦଦେଶରେ ଥିବା ଏକ ପଥର ଖଣିରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ଏକ ଘଛ ଡାଳରୁ ମୃତଦେହ ପୋଲିସ ଜବତ କରି ତଦନ୍ତ ଚଳାଇଛି। ତେବେ ଯୁବକ ଜଣଙ୍କର ପରିଚୟ ମିଳି!-->…
ପୂର୍ବତଟ ରେଳପଥ ପକ୍ଷରୁ ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ
ନୂଆଦିଲ୍ଲୀ: ଭାରତର ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ସାମ୍ନାକୁ ଆଣିବା ପାଇଁ ସମଗ୍ର ଦେଶ ଅଗଷ୍ଟ ୧୪ ତାରିଖ ୨୦୨୨ରେ ଦେଶ ବିଭାଜନ ସମୟର ବିଭୀଷିକାକୁ ସ୍ମରଣ ଦିବସ ଭାବେ ପାଳନ କରୁଛି। ପ୍ରଧାନମନ୍ତ୍ରୀ ତାଙ୍କର ଗତ ସ୍ୱାଧୀନତା ଦିବସ ଭାଷଣରେ "ବିଭାଜନ ବିଭୀଷିକା ସ୍ମରଣ!-->…
ରାଜ୍ୟରେ ଆଉ ୪୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଆଜି ମଧ୍ୟ ଦୈନିକ କରୋନା ସଂକ୍ରମିତ ସଂଖ୍ୟା ୫ଶହ ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୬ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୨୦୨ ଜଣ ସ୍ଥାନୀୟ ସଂକ୍ରମିତ ।
ସେହିଭଳି!-->!-->!-->…
ଲଗାଣ ବର୍ଷାରେ ମହାବିଦ୍ୟାଳୟର ଶ୍ରେଣୀଗୃହରେ ପଶିଲା ବର୍ଷାଜଳ
ତିଗିରିଆ: ଲଗାଣ ବର୍ଷାରେ ତିଗିରିଆ ନିଜିଗଡ଼଼ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମଦେବ ମହାବିଦ୍ୟାଳୟର ବିଭିନ୍ନ ଶ୍ରେଣୀ ଗୃହରେ ବର୍ଷାଜଳ ପ୍ରବେଶ କରିଛି। ଶ୍ରେଣୀଗୃହରେ ପାଣି ଲହଡ଼ି ମାରୁଥିବା ବେଳେ ତାହାରି ଭିତରେ ଶିକ୍ଷାର୍ଥୀ ପାଠପଢ଼଼ିବାକୁ ବାଧ୍ୟ ହେଉଛନ୍ତି। ମହାବିଦ୍ୟାଳୟ ପରିସରରେ ବର୍ଷାଜଳ!-->…
ମୁଣ୍ଡଳିରେ ପ୍ରବାହିତ ହେଉଛି ୫ଲକ୍ଷ ୭୮ହଜାର ୧୭୦ ଘନଫୁଟର ଜଳ
କଟକ : ମହାନଦୀରେ ବଢୁଛି ଜଳସ୍ତର । ପୂର୍ଵାହ୍ନ ୧୧ଟା ସୁଦ୍ଧା ମୁଣ୍ଡଳୀ ନିକଟରେ ମହାନଦୀରେ ସେକେଣ୍ଡ ପ୍ରତି ୫ଲକ୍ଷ ୭୮ହଜାର ୧୭୦ ଘନଫୁଟ ଜଳ ପ୍ରଵାହିତ ହେଉଛି। ୧୦ଟା ଵେଳେ ମୁଣ୍ଡଳୀ ଦେଇ ୫ଲକ୍ଷ ୬୮ହଜାର ୭୮୦ ଘନଫୁଟ ଜଳ ପ୍ରଵାହିତ ହେଉଥିଲା।
ସେହିପରି ପ୍ରତି ଘଣ୍ଟାରେ ମୁଣ୍ଡଳୀ ନିକଟରେ!-->!-->!-->…
ହୀରାକୁଦରୁ ୩୪ଟି ଗେଟ୍ ନିଷ୍କାସିତ ହେଉଛି ଜଳ
ସମ୍ବଲପୁର : ଅବିରତ ବର୍ଷା । ଉପରମୁଣ୍ଡରେ ବର୍ଷା ଛାଡୁନି କି ତଳ ମୁଣ୍ଡରେ ଥମୁନି । ଫଳରେ ଫୁଲି ଚାଲିଛି ମହାନଦୀ । ତଳିଆ ଅଞ୍ଚଳକୁ ଡରାଇଲାଣି ବନ୍ୟା ଆଶଙ୍କା । ମହାନଦୀ ତଳ ମୁଣ୍ଡର ୭ ଜିଲ୍ଲାରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼,!-->…
ବୌଦ୍ଧ ଜିଲାର ଜଗନ୍ନାଥ ସଡ଼କ ଓ ମନମୁଣ୍ଡା ଶଗଡ଼ା ରାସ୍ତାରେ ଯୋଗାଯୋଗ ବିଛିନ୍ନ
ବୌଦ୍ଧ : ଲଗାତାର ଭାବରେ ଏକ ସପ୍ତାହ ଧରି ଲଘୁଚାପ ଜନିତ ବର୍ଷାରେ ବୌଦ୍ଧ ଜିଲାରେ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ନଦୀ ପାଣି ଫୁଲିବାରେ ଲାଗିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରର ୩୪ ଗୋଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ତଳମୁଣ୍ଡରେ!-->…
କାମାକ୍ଷାନଗରରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ
କାମାକ୍ଷାନଗର: କାମାକ୍ଷାନଗରରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ କାମାକ୍ଷାନଗର ବ୍ଲକ ଗୁନେଇବିଲ୍ଲି ଗ୍ରାମର ଶାନ୍ତିଲତା ଭୋଇ (୬୫ବର୍ଷ)। ଶାନ୍ତିଲତା ଭଉଣୀ ଘର ସୋଗର ଗ୍ରାମକୁ ଆସିଥିବା ବେଳେ ଲଗାଣ ବର୍ଷାରେ ଘରେ ବସିଥିବା ବେଳେ ତାଙ୍କ ଉପରେ କାନ୍ଥ!-->…
ବନ ସୁରକ୍ଷା ସମିତି ଦ୍ଵାରା କଙ୍ଗାରୁ କୋର୍ଟ : ଆଦିବାସୀଙ୍କ ମକ୍କା ଫସଲ ନଷ୍ଟ ଓ ଜାଳି ଦିଆଗଲା ବାସ ଗୃହ…
ରାଇଘର ଅଞ୍ଚଳ ରେ ବିଗତ ଦିନରେ ଘଟିଯାଇଥିବା ଗୁଳି କାଣ୍ଡ ଘଟଣାର ପୁନରାବୃତ୍ତି ହେବନିତ...?
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟ କପସାଭଟା ଅଞ୍ଚଳ ରେ ପ୍ରାୟ ୨୫ ଗୋଟି କନ୍ଧ ଆଦିବାସୀ ପରିବାର ଦୀର୍ଘ ୩୫ ବର୍ଷ ହେଲା ଜଙ୍ଗଲ ଜମି ଦାଖଲ କରି ନିଜ ଗୁଜରାଣ ମେଣ୍ଟାଇ!-->!-->!-->!-->!-->…
୧୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି
ଓଡିଶା ପାଇଁ ରେଡ ୱାର୍ଣ୍ଣିଂ ଜାରି । ଆଜି ଓ ଆସନ୍ତାକାଲି ପାଇଁ ଏହି ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେପଟେ ଛତିଶଗଡକୁ ଆଜି ପାଇଁ ଅରେଞ୍ଜ ଓ ଆସନ୍ତାକାଲି ପାଇଁ ପାଇଁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଦୁଇ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ରାଜ୍ୟରେ!-->…