Browsing Category

ଓଡିଶା

କୋଭିଡ କଟକଣା ଭିତରେ ସ୍ବାଧୀନତା ଦିବସ: ପରେଡରେ ଭାଗ ନେବେନି ଛାତ୍ରଛାତ୍ରୀ

ଭୁବନେଶ୍ବର: କୋଭିଡ କଟକଣା ଭିତରେ ସ୍ବାଧୀନତା ଦିବସ ପାଳିତ ହେବ। କୋଭିଡ ପାଇଁ ସ୍ବାଧୀନତା ଦିବସରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଏଥର ଅଗଷ୍ଟ ୧୫ରେ ଯେଉଁ ରାଜ୍ୟସ୍ତରୀୟ ପରେଡ୍ ହେବ ସେଥିରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଭାଗ ନେବେନି। କେବଳ ୩ଟି କଣ୍ଟିଜେଣ୍ଟ ଏହି ପରେଡରେ ସାମିଲ…

ସାଂସଦ ସସ୍ମିତ ପାତ୍ର ହେଲେ କୋଇଲା ଓ ଖଣି ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କୋଇଲା ଓ ଖଣି ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ହେଲେ । ପୂର୍ବରୁ ଆଇନ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଚୟନ ହୋଇଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ସସ୍ମିତ ପାତ୍ର ୨ୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୨୮ରେ…

ନିଆରା ଢଙ୍ଗରେ ବିଶ୍ୱ ଆଦିବାସୀ ଦିବସ ପାଳୁଛି ବିଜୁ ଜନତା ଦଳ

ଭୁବନେଶ୍ୱର: ନିଆରା ଢଙ୍ଗରେ ବିଶ୍ୱ ଆଦିବାସୀ ଦିବସ ପାଳୁଛି ବିଜୁ ଜନତା ଦଳ । ଆରମ୍ଭ ହୋଇଛି ଆଦିବାସୀ ଅଧିକାର ଅଭିଯାନ । ରାଜ୍ୟର ସମସ୍ତ ସଂରକ୍ଷିତ ଅଞ୍ଚଳରେ ଦିବସ ପାଳନ କରାଯାଉଛି । ଆଦିବାସୀଙ୍କ ପାରମ୍ପରିକ ନାଚଗୀତ ପରିବେଷଣ ହେଉଛି । ଦେଖିବାକୁ ମିଳିଛି ସେମାନଙ୍କ ସଭ୍ୟତା ଓ ବେଶଭୂଷା…

ଚଳିତ ବର୍ଷ ନିର୍ମାଣ ହେବ ୩୦୦ ଚେକ୍ ଡ୍ୟାମ୍

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ପୋଲ ତଥା ଚେକ୍‍ଡ୍ୟାମ୍‍ ନିର୍ମାଣରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି । ପ୍ରାୟ ୨ ମାସ ମଧ୍ୟରେ ୪୫ଟି ଚେକ୍‍ ଡ୍ୟାମ୍‍ ନିର୍ମାଣ ସରିଛି । ଏହା ମଧ୍ୟରୁ ୩୧ଟି ପୁର୍ତ୍ତ ବିଭାଗ ଏବଂ ୧୪ ଟି ଗ୍ରାମ ଉନ୍ନୟନ ବିଭାଗ ନିର୍ମାଣି କରିଛି । ତେବେ ଚଳିତ ବର୍ଷ ୩ଶହ ଚେକ୍‍…

ଜାଣନ୍ତୁ ଅଗଷ୍ଟ ୧୫ରେ କିଏ, କେଉଁଠି କରିବେ ଜାତୀୟ ପତାକା ଉତ୍ତୋଳନ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କନ୍ଧମାଳରେ ତ୍ରିରଙ୍ଗା ଉତ୍ତୋଳନ କରିବେ । ପୁରୀରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ,…

ଅଲେଖ ନଗର ଶିଶୁ ଉଦ୍ୟାନର ପୁନଉଦ୍ଧାର ପାଇଁ ଦାବି

ବ୍ରହ୍ମପୁର, (9/8) : ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନଂ ଖଡାସିଙ୍ଗି ସ୍ଥିତ ଅଲେଖ ନଗର ଶିଶୁ ଉଦ୍ୟାନର ପୁନଉଦ୍ଧାର ଓ ରକ୍ଷଣlବେକ୍ଷଣ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ତଥା ମାନବ ଅଧିକାର ସୁରକ୍ଷା ମଞ୍ଚର ସଦସ୍ୟବୃନ୍ଦ l ଦୀର୍ଘ ବର୍ଷରୁ ଅଲେଖ ନଗର ଦ୍ୱିତୀୟ ଗଳିରେ ଥିବା ଏହି ଶିଶୁ…

ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଉତ୍ତରକେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବ । ଏହା ପ୍ରଭାବର ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର…

ମୋବାଇଲ ଭ୍ୟାନ୍‌ ବୁଲି ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ

ଭୁବନେଶ୍ବର: ଏଣିକି ପ୍ରତି ବ୍ଲକରେ ବୁଲି ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ । ପ୍ରତି ବ୍ଲକ୍‌ରେ ନିୟୋଜିତ ହେବେ ୪ଟି ମୋବାଇଲ ଭ୍ୟାନ । ବୁଷ୍ଟର ଡୋଜ୍ ନେଇନଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯିବ । ବୁଷ୍ଟର ଡୋଜ ନେବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି ଅନେକ ଲୋକେ । ଏଯାଏଁ ୮୬ ପ୍ରତିଶତ ଲୋକ…

ମୋଦି @୨୦ ଡ୍ରିମସ୍ ମିଟ୍ ଡେଲିଭରି ପୁସ୍ତକର ଲୋକାର୍ପଣ କଲେ ଗୃହ ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: ମୋଦି@୨୦ ପୁସ୍ତକର ଓଡିଶା ଚାପ୍ଟର ଲୋକାର୍ପଣ ହୋଇଛି । ଏହାକୁ ଭୁବନେଶ୍ୱରରେ ଲୋକାର୍ପଣ କଲେ ଗୃହ ମନ୍ତ୍ରୀ ଅମିତ ଶାହ । ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବିଷୟରେ କହିଲେ ଶାହ । ଜଣେ ବ୍ୟକ୍ତି ଯିଏ ୱାର୍ଡମେମ୍ବର, ସରପଞ୍ଚ ନିର୍ବାଚନ ବି ଲଢିନଥିଲେ । …

ଗଣମାଧ୍ୟମ କୌଣସି ପ୍ରକାର ଭୟ ନରଖି ନିଜ କାର୍ଯ୍ୟ ସମ୍ପାଦନ କରିବା ଉଚିତ: ମୁଖ୍ୟମନ୍ତ୍ରୀ

ଓଡ଼ିଶାର ପୁରାତନ ଖବରକାଗଜ ପ୍ରଜାତନ୍ତ୍ର ୭୫ତମ ପୂର୍ତ୍ତି ଉତ୍ସବ କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଉଦଘାଟକ ଭାବେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଯୋଗ ଦେଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ…