Browsing Category

ଓଡିଶା

ବାସି ଖାଦ୍ୟ ଖାଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଦଧିବାମନପୁର ଗାଁରେ ବାସି ଖାଦ୍ୟ ଖାଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଗତକାଲି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି କଟକରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ…

ରାଜ୍ୟର୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୭୦ କୋଭିଡ୍ ପଜିଟିଭ୍

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୬୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୫୭ ଜଣ ସଂକ୍ରମିତ ରହିଛନ୍ତି । …

ନାଗରିକ କମିଟି ପକ୍ଷରୁ ରେଢ଼ାଖୋଲ ୧୨ ଘଣ୍ଟିଆ ବନ୍ଦ

ରେଢ଼ାଖୋଲ: ୫୫ନଂ ଜାତୀୟ ରାଜପଥ ମରାମତି ଓ ନିର୍ମାଣ ଦାବିରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଭୀମ ଭୋଇ ଛକଠାରେ ନାଗରିକ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ରାସ୍ତା ଅବରୋଧ କରି କର୍ମୀ ମାନେ ବନ୍ଦ ପାଳନ କରିଛନ୍ତି । ଗତ ୨୦୧୭ ମସିହା ଠାରୁ ୫୫ନଂ ଜାତୀୟ ରାଜପଥ ସମ୍ପ୍ରସାରଣ (ଚାରି ଥାକିଆ…

ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ଷୋଡଶ ତମ ଶ୍ରାଦ୍ଧବାର୍ଷିକ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ଆଜି ହେଉଛି ଷୋଡଶ ତମ ଶ୍ରାଦ୍ଧବାର୍ଷିକ l ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜଭବନ ନିକଟସ୍ଥ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ବିଧାୟକ ଶଶୀଭୁଷଣ ବେହେରା ଓ ପ୍ରଫୁଲ୍ଲ ସାମଲ…

ଟ୍ରେନ ଲାଇନକୁ ଡେଇଁ ସାମ୍ବାଦିକଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ଟ୍ରେନ ଲାଇନକୁ ଡେଇଁ ଜଣେ ସାମ୍ବାଦିକ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଟ୍ରେନ ଲାଇନରୁ ତାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରିଛି ଜିଆରପି ପୁଲିସ। ଯୁବକଙ୍କ ନାମ ପାର୍ଥ ନାରାୟଣ ଦାସ। ତାଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରିର ଲମ୍ବିତଳ ଅଞ୍ଚଳରେ ବୋଲି କୁହାଯାଉଛି। ଏକ ଘରୋଇ…

ବୁଷ୍ଟର ଡୋଜ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି ଲୋକ: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୭ ପ୍ରତିଶତ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ। ଅର୍ଥାତ ରାଜ୍ୟର ୨ କୋଟି ୮୨ ଲକ୍ଷ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ । ବର୍ତ୍ତମାନ ସୁଦ୍ଧା କେବଳ ୪୨ ଲକ୍ଷ ୭୦ ହଜାର ୪୮୭ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି। ଯାହାକି ମାତ୍ର ୧୩ ପ୍ରତିଶତ। ସେହିପରି…

ସମ୍ବଲପୁର ବିଭିନ୍ନ ସମାଜିକ ଏବଂ ଶ୍ରମିକ ସଂଗଠନ ପକ୍ଷ୍ୟରୁ ଜିଲ୍ଲାପାଳ ଙ୍କ ସହ ସାକ୍ଷାତ ଓ ଆଲୋଚନା…

ସମ୍ବଲପୁର : ସମ୍ବଲପୁର ର ବିଭିନ୍ନ ସାମାଜିକ ଓ ଶ୍ରମିକ ସଂଗଠନ ପକ୍ଷରୁ ଜିଲ୍ଲାପାଳ ଅନନ୍ୟା ଦାସ ଙ୍କୁ ସାକ୍ଷାତ କରି ସମ୍ବଲପୁର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ସୋଜନ୍ୟ ମୂଳକ ସାକ୍ଷାତ୍ କରିଛନ୍ତି l ପ୍ରୋଗ୍ରେସିଭ ସମ୍ବଲପୁର ଆବାହକ ତଥା ରାଜ୍ୟ ବିଯୁଜନତା ଦଳର…

ଦରବୃଦ୍ଧି ଓ ବେକାରୀ ସମସ୍ୟା କୁ ନେଇ ଅଗଷ୍ଟ ୫ରେ ଜେଲଭରୋ ଆନ୍ଦୋଳନ କରିବ କଂଗ୍ରେସ…

ବ୍ରହ୍ମପୁର : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା…

ଆସନ୍ତାକାଲି ଖୋଲିବ ମାର୍କେଟ ବିଲଡିଂ

ଭୁବନେଶ୍ବର: ଆସନ୍ତାକାଲି ଖୋଲିବ ମାର୍କେଟ ବିଲଡିଂ। ବିଏମସି ସହିତ ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇଛି ମାର୍କେଟ ବିଲଡିଂ ବ୍ୟବସାୟୀ ସଙ୍ଘ। ସଙ୍ଘର ବିଭିନ୍ନ ଦାବିକୁ ମାନିନେଇଛି ବିଏମସି। ପ୍ରତି ସପ୍ତାହରେ ଉଛେଦ କାର୍ଯ୍ୟ ଜାରି ରହିବା ସଙ୍ଗେ ସୁରକ୍ଷା ପାଇଁ ସମ୍ପୂର୍ଣ ବନ୍ଦୋବସ୍ତ…

ବାପାଙ୍କ ଶୁଦ୍ଧିକ୍ରିୟା ସାରି ଫେରିଲା ବେଳେ ଝିଅ ଓ ନାତୁଣୀଙ୍କ ମୃତ୍ୟୁ

ଯାଜପୁର: ବାପାଙ୍କ ଶୁଦ୍ଧିକ୍ରିୟା ସାରି ଫେରିଲା ବେଳେ ଝିଅ ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୫୩ ନମ୍ୱର ଜାତୀୟ ରାଜପଥରେ ଘଟିଛି। ମହାକାଳପଡ଼ାରୁ ଶୁଦ୍ଧିକ୍ରିୟା ସାରି ସୁକିନ୍ଦା ଫେରିଲା ବେଳେ ଦୁର୍ଘଟଣା ଘଟିଛି। କିଛି ଦିନ ତଳେ…