Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆଇଏଏସ୍ ସ୍ତରରେ ଅଦଳବଦଳ, ଅରବିନ୍ଦ ପାଢୀ ହେଲେ କୃଷି ବିଭାଗ ସଚିବ
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଅରବିନ୍ଦ ପାଢ଼ୀ ଓ ଅଶ୍ବଥୀ ଏସ୍ ଙ୍କୁ ରାଜ୍ୟ ସରକାର ବଡ଼ ଦାୟିତ୍ବ ଦେଇଛନ୍ତି। ଶ୍ରୀ ପାଢ଼ୀଙ୍କୁ କୃଷି ଓ!-->…
ନୟାପଲ୍ଲୀରେ ଜଣେ କର୍ମଜୀବୀ ଯୁବତୀଙ୍କ ଆତ୍ମହତ୍ୟା
ଭୁବନେଶ୍ବର: ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହି କୃଷ୍ଣ ବଳରାମ ବିହାରରେ ଥିବା ଛାତ୍ରୀ ନିବାସରେ ରଞ୍ଜିତ ସାହୁ ନାମ୍ନୀ ଜଣେ କର୍ମଜୀବୀ ଯୁବତୀ ନିଜ ଓଢଣୀ ଫ୍ୟାନରେ ଲଗାଇ ଆତ୍ମହତ୍ୟା କରିଛନ୍ତି।ପ୍ରାଥମିକ ସୂଚନାରୁ ତାଙ୍କର ଘର ଚୌଦ୍ଵାର ନିକଟ କୁମ୍ଭାରପୁର ଗ୍ରାମରେ ହୋଇଥିବା ବେଳେ ସେ!-->…
ଦରବୃଦ୍ଧି ଓ ବେକାରୀ ସମସ୍ୟା ନେଇ ଅଗଷ୍ଟ ୫ରେ ରାଜଭବନ ଘେରାଉ କରିବ କଂଗ୍ରେସ
ଭୁବନେଶ୍ବର: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍ଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା!-->…
ଧରା ପଡ଼ିଯିବା ଭୟରେ ବିଷ ପିଇଦେଲା ବ୍ଲାକମେଲର୍ !
ବାରିପଦା : ନାବାଳିକାଙ୍କୁ ପ୍ରେମ କଲେ। ତାଙ୍କ ସହିତ ଦିନ କାଟିଲେ। ଆଉ ତା'ପରେ ନାବାଳିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଲେ ଓ ଭିଡିଓ ରେକଡିଂ କରି ଭାଇରାଲ୍ କରିଦେଲେ।। ଏନେଇ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ମୁଖ୍ୟ ଅଭିଯୁକ୍ତ ପ୍ରେମିକ ପ୍ରବର ଓ ତାଙ୍କର ତିନି ସହଯୋଗୀ!-->…
ରାଇସିନା ହିଲ୍ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ବିଧାୟକ ଓ ମନ୍ତ୍ରୀ
ନୂଆଦିଲ୍ଲୀ: ଓଡ଼ିଶାର ବିଧାୟକ ଓ ବିଧାୟିକାମାନେ ଆଜି ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ବରେ ଯାଇଥିବା ଏହି ଦଳରେ ବାଚସ୍ପତି, ଉପବାଚସ୍ପତିଙ୍କ ସହ ପ୍ରମୁଖ ଦଳର ୨୬ ଜଣ ବିଧାୟକ ସାମିଲ ଥିଲେ!-->…
ସାଇବର ଠକେଇ ନେଇ ସଚେତନ କଲେ ଭୁବନେଶ୍ୱର ଡିସିପି
ଭୁବନେଶ୍ବର: ସାଇବର ଠକେଇ ନେଇ ସଚେତନ କଲେ ଭୁବନେଶ୍ୱର ଡ଼ିସିପି । ଏବେ ମୁଖ୍ୟତଃ ୩ ପ୍ରକାର ଠକେଇ ହେଉଥିବା କହିଛନ୍ତି ଡ଼ିସିପି ପ୍ରତୀକ ସିଂ । ମୁଖ୍ୟତଃ ଓଲେକ୍ସରେ ଜିନିଷ ବିକ୍ରି ,ନ୍ୟୁଡ଼୍ କଲ୍ ଓ ବିଦ୍ୟୁତ୍ ବିଲ୍ ନେଇ ବେଶି ଠକେଇ ହେଉଥିଲେ ବି ଅଭିଯୋଗ ଆସୁଛି । ହେଲେ!-->…
ବକେୟା ବିଦ୍ୟୁତ ବିଲ ପୈଠ ମେସେଜ କରି ଲୁଟିନେଲେ ୩୮ ହଜାର
କୋରାପୁଟ: ବିଦ୍ୟୁତ ବିଲ ବାକି ଅଛି । ସନ୍ଧ୍ୟା ସୁଦ୍ଧା ବକେୟା ବିଲ ପୈଠ ନକଲେ ରାତିରେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିଦିଆଯିବ । ଗତ କିଛିଦିନ ଧରି ଇ-ମେଲ ଓ ୱାଟ୍ସଆପରେ ଅନେକଙ୍କୁ ଏମିତି ଏକ ମେସେଜ ଆସୁଛି । ଖାଲି ସେତିକି ନୁହେଁ ଏହି ମେସେଜ ଠକେଇର ଶିକାର ହୋଇଛନ୍ତି ଜଣେ ସରକାରୀ!-->…
ଇଞ୍ଜିନିୟର ନ୍ୟୁଡ କଲ୍ରେ ଶିକାର ହୋଇ ହରାଇଲେ ୧୪ ହଜାର ଟଙ୍କା
ଭୁବନେଶ୍ୱର : ଅଚିହ୍ନା ଫୋନ ନମ୍ବରରୁ ମେସେଜ କିମ୍ବା ଭିଡିଓ କଲ ଆସୁଛି କି ? ସାବଧାନ ! ଆପଣ ବି ହୋଇପାରନ୍ତି ସାଇବର ଠକାମୀର ଶିକାର । ସାଇବର ଠକ ହ୍ଵାଟସ ଆପ୍ ଡିପିରେ ସୁନ୍ଦରୀଙ୍କ ଫଟୋ ଲଗାଇ ଲୋକଙ୍କୁ ଫାଶରେ ପକାଉଛନ୍ତି । ପ୍ରଥମେ ଅଚିହ୍ନା ଫୋନ ନମ୍ବରରୁ ମେସେଜ ଓ ବନ୍ଧୁତା । ପରେ!-->…
ଅପ୍ଗ୍ରେଡ୍ ହେବ ୧୦୦ ହାଇସ୍କୁଲ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ସ୍କୁଲଗୁଡ଼ିକରୁ ଡ୍ରପ୍ଆଉଟ୍ ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଆସନ୍ତା ଶିକ୍ଷା ବର୍ଷରୁ ଅପଗ୍ରେଡ ହେବ ୧୦୦ଟି ହାଇସ୍କୁଲ। ଯେଉଁ ସବୁ ବ୍ଲକରେ ପ୍ଲସ ଟୁ କଲେଜ ନାହିଁ ସେଠାରେ ହାଇସ୍କୁଲଗୁଡ଼ିକୁ ଅପଗ୍ରେଡ୍!-->…
ମହିଳାମାନଙ୍କୁ ଋଣ ଦେବାକୁ କହି ଠକୁଥିବା ସ୍ବାମୀ-ସ୍ତ୍ରୀ ଗିରଫ
ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ସହଜ ଋଣ ଯୋଗାଇଦେବାକୁ କହି ଗ୍ରାମାଞ୍ଚଳରେ ମହିଳାଙ୍କ ଠାରୁ ପଞ୍ଜିକରଣ ଓ ବୀମା ନାମରେ ଟଙ୍କା ଠକି ନେଉଥିବା ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଏଥିରେ ସଂପୃକ୍ତ ସ୍ବାମୀ-ସ୍ତ୍ରୀ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଝାରସୁଗୁଡ଼ା ଏସ୍ପି!-->…