Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦୦ ମିଟର ଦୌଡ଼ରେ ଦୂତୀ ଚାନ୍ଦ ବିଫଳ
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦୦ ମିଟର ଦୌଡ଼ରେ ଦୂତୀ ଚାନ୍ଦ ବିଫଳ ହୋଇଛନ୍ତି । ରାଉଣ୍ଡ-୧ ହିଟ୍ ୫ରେ ଚତୁର୍ଥ ସ୍ଥାନରେ ରହି ସେମିଫାଇନାଲରୁ ସେ ବଞ୍ଚିତ ହୋଇଛନ୍ତି । ୧୧.୫୫ ସେକେଣ୍ଡରେ ଦୂରତା ପାର କରି ଦୂତୀ ସେମିରୁ ବଞ୍ଚିତ ହୋଇଛନ୍ତି ।
ସୂଚନାଯୋଗ୍ୟ ରାଜ୍ୟଗୋଷ୍ଠୀ!-->!-->!-->…
ଜଳ ସମ୍ପଦ ବିଭାଗ ପାଇଁ ରାଜ୍ୟ ସରକାର ଦେଲେ ନୂଆ ନିଯୁକ୍ତି, ଯୋଗଦେଲେ ୧୦୬ ମେକାନିକାଲ ଇଂଜିନିୟର
ଭୁବନେଶ୍ବର: ରାଜ୍ୟସରକାରଙ୍କ କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ଆଜି ଜଳ ସମ୍ପଦ ବିଭାଗର ୧୦୬ ଜଣ ଜୁନିୟର ଇଂଜିନିୟର (ମେକାନିକାଲ) ଯୋଗ ଦେଇଛନ୍ତି । ଏନେଇ ଆୟୋଜିତ ଏକ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତିପତ୍ର ଦେବା ସହ ନବ ନିଯୁକ୍ତ କର୍ମଚାରୀମାନଙ୍କୁ!-->…
ଆଇପିଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ବଦଳିଲେ ବୌଦ୍ଧ ଓ ଦେବଗଡ଼ ଏସ୍ପି
ଭୁବନେଶ୍ବର : ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବୌଦ୍ଧ ଓ ଦେବଗଡ଼ ଜିଲ୍ଲାର ଏସପିଙ୍କୁ ପରିବର୍ତ୍ତନ କରାଯାଇଛି । ପ୍ରହ୍ଲାଦ ସହାଇ ମୀନା ହେଲେ ବୌଦ୍ଧ ଜିଲ୍ଲାର ନୂଆ ଏସପି । କ୍ରାଇମ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ଆଜି ରାଜ୍ୟ!-->…
ଓଟିଏମ୍ ପୂର୍ବ କର୍ମଚାରୀଙ୍କୁ ମିଳିବ ବକେୟା ଅର୍ଥ, ୧୫୦ କୋଟି ଦେବାକୁ ସରକାର ପ୍ରସ୍ତୁତ
ଓଟିଏମ ପୁନଃରୁଦ୍ଧାର ପ୍ରସଙ୍ଗରେ ହାଇକୋର୍ଟ ମାମଲାର ଶୁଣାଣି। ଅଫିସିଆଲ ଲିକ୍ୟୁଡେଟର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଓଟିଏମ କମ୍ପାନୀର କେତେ କର୍ମଚାରୀଙ୍କର କେତେ ଟଙ୍କା ବକେୟା ରହିଛି, ସେନେଇ ହିସାବ କରିବାକୁ ଚାଟାର୍ଡ ଆକାଉଣ୍ଟଣ୍ଟ!-->…
୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଆର୍ଆଇ
ବାଲେଶ୍ୱର:୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବାଲେଶ୍ୱର ସଦର ତହସିଲ ବଇଞ୍ଚା ରାଜସ୍ୱ ନିରୀକ୍ଷକ (ଆର୍ଆଇ) ଡଲି ସେଠୀ । ମୃତ୍ୟୁକାଳୀନ ସହାୟତାର ରାଶି ବାବଦକୁ ରିପୋର୍ଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ସେ ଏହି ଲାଞ୍ଚ ନେଉଥିଲେ ।
ସୂଚନା ଅନୁସାରେ, ତ୍ୟୁକାଳୀନ!-->!-->!-->…
ଜୟଦେବ କଲେଜରେ ଯୌନ ନିର୍ଯାତନା ଅଭିଯୋଗ
ଭୁବନେଶ୍ୱର: ମାସ ମାସ ଧରି ଛାତ୍ରୀଙ୍କୁ ଦିଆଯାଉଥିଲା ଶାରୀରିକ ଓ ମାନସିକ ନିର୍ଯାତନା । ଗୁରୁ ଶିଷ୍ୟ ସଂପର୍କକୁ କଳଙ୍କିତ କରୁଥିବା ଏହି ଘଟଣା ଘଟିଛି ରାଜଧାନୀ ଛାତି ଉପରେ । ଭୁବନେଶ୍ୱର ଜୟଦେବ କଲେଜର ଇକୋନୋମିକ୍ସ ବିଭାଗର ଛାତ୍ରୀଙ୍କୁ କଲେଜର ଫିଜିକ୍ସ ବିଭାଗର ଅଧ୍ୟାପକ ଦୀର୍ଘଦିନ ଧରି!-->…
୧୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୟେଲୋଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଟ୍ରଫ୍ ଲାଇନ୍ ବର୍ତ୍ତମାନ ଦୁର୍ବଳ ଅବସ୍ଥାରେ ଗତି କରୁଛି। ଯାହା ଫଳରେ ରାଜ୍ୟରେ ମୌସୁମୀ ବର୍ଷାର ସମ୍ଭାବନା ନାହିଁ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା!-->…
ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ
ଜୟପୁର : ବୈପାରିଗୁଡାର ଗରମପାଣି ଜଙ୍ଗଲରୁ ବିପୁଳ ପରିମାଣେ ମାଓ ବିସ୍ପୋରକ ଜବତ । ବନ୍ଧୁକର ଗୁଳି ଓ ବିସ୍ପୋରକ ଜବତ ହୋଇଛି। ଡିଭିଏଫ ଓ ରାମଗିରି କ୍ୟାମ୍ପର ବିଏସଏଫ ର ମିଳିତ କମ୍ବି ଅପରେସନ ବେଳେ ମାଓ ବିସ୍ପିୋରକ ଜବତ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଳେ କୋରାପୁଟ ଏସପି _ବରୁଣ!-->…
ଅବୈଧ ଡିଜିଟାଲ୍ ଲୋନ୍ ଆପ୍ ମାମଲାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ କଲା EOW
ଭୁବନେଶ୍ବର: ଡିଜିଟାଲ ଋଣ ଆପ୍ ଠକେଇ ମାମଲାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ । ଦିଲ୍ଲୀରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ନୀରବ ଗୁପ୍ତାଙ୍କୁ ଗିରଫ କଲା EOW । ଡିଜିଟାଲ୍ ଆପ୍ରେ ଋଣ ଦେଇ ଲୋକଙ୍କଠାରୁ ଅଧିକ ଟଙ୍କା ଆଦାୟ କରୁଥିଲେ। ଋଣ ଆଦାୟ ପାଇଁ ଲୋକଙ୍କୁ ମୋବାଇଲ୍ରେ ଧମକ ଆସୁଥିଲା।!-->…
କାଷ୍ଟିଂ କାଉଚ୍ ମାମଲା: କମେଡି କିଙ୍ଗ୍ ପପୁ ପମପମଙ୍କୁ କ୍ଲିନଚିଟ୍
ଭୁବନେଶ୍ୱର: କମେଡି କିଙ୍ଗ୍ ପପୁ ପମପମଙ୍କୁ ମିଳିଲା କ୍ଲିନଚିଟ୍ ।୨୦୧୬ର କାଷ୍ଟିଂ କାଉଚ୍ ମାମଲାରେ କ୍ଲିନଚିଟ୍ ମିଳିଥିବା ସୂଚନା ମିଳିଛି । ପପୁଙ୍କ ନାଁରେ ଅଭିଯୋଗ ଆଣିଥିଲେ ନାବାଳିକା । ଏହା ସହ ଆଜି ପପୁଙ୍କ ସହ ସହଯୋଗୀ ଗିଟୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଦୁହିଁଙ୍କୁ!-->…