Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଳିଙ୍ଗ ହସ୍ପିଟାଲରେ ଖୋଲିବ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ କେନ୍ଦ୍ର
ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲରେ ମିଳିବ ବିଶ୍ୱସ୍ତରୀୟ ଅତ୍ୟାଧୁନିକ କର୍କଟ ଚିକିତ୍ସା। ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର କର୍କଟ ୟୁନିଟ ଖୋଲିବାକୁ ଯାଉଛି। ଯେଉଁଠାରେ ସମସ୍ତ ପ୍ରକାର କର୍କଟ ରୋଗର ନିଦାନ ଓ ଚିକିତ୍ସା ଉପଲବ୍ଧ ହୋଇପାରିବ ବୋଲି ନୂତନ ପରିଚାଳନା ଦାୟିତ୍ୱ ନେଇଥିବା!-->…
୩୭୭ ବିଶେଷଜ୍ଞ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି
ଭୁବନେଶ୍ବର : ରାଜ୍ୟ ସରକାର ୩୭୭ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ମେଡିକାଲ ଏବଂ ମେଡିକାଲ କଲେଜରେ ଏହି ଡାକ୍ତରମାନଙ୍କୁ ନିଯୁକ୍ତି ମିଳିଛି। ବିଶେଷକରି ମେଡିକାଲ କଲେଜ ସମେତ ଉପାନ୍ତ ଏବଂ ଆଦିବାସୀ ବହୁଳ ଜିଲ୍ଲାକୁ ନିଯୁକ୍ତି!-->…
ସସ୍ମିତ୍ ରାଜ୍ୟସଭା ବିଜେଡି ନେତା ଓ ସୁଲତା ମୁଖ୍ୟ ସଚେତକ ଦାୟିତ୍ବ
ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡି ନେତା ହେଲେ ସାଂସଦ ଡ. ସସ୍ମିତ ପାତ୍ର । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ସେହିପରି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ରାଜ୍ୟସଭାରେ ବିଜେଡି ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି ।
!-->!-->!-->…
କୁକୁଡାଖଣ୍ଡି ତସିଲ ଅଞ୍ଚଳରେ ଥିବା ଗୋଚର ଓ ସରକାରୀ ଜମି ମାଫିଆଙ୍କ କବ୍ଜାରେ..! : ଅଭିଯୋଗ ପରେ ବି ପ୍ରଶାସନ…
ଆର ଆଇ ହେଉଛନ୍ତି ତସିଲଦାରଙ୍କ ଗେଲ୍ହା ପୁଅ..!
ନାଲି ବାନା ପୋତି ଦେଇ ଲୋକଙ୍କୁ ଜଳକା...
ବ୍ରହ୍ମପୁର : ଶାଗ ମାଛ ଦର ରେ ବିକ୍ରି ହେଉଛି ସରକାରୀ ଜମି l ଏହାର ମୁଖ୍ୟ ଦଲାଲ ସାଜିଛନ୍ତି ତହସିଲ କାର୍ଯ୍ୟାଳୟ ର ଆରଆଇ ଏବଂ ସରକାରୀ ବାବୁ ମାନେ l ମୁଖ୍ୟତଃ ଗଞ୍ଜାମ ଜିଲ୍ଲାର!-->!-->!-->!-->!-->…
କିମ୍ସରେ ୩୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସ୍ଥାନୀୟ କିମ୍ସ ପରିସରରେ ୩୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରେ ବିଏସକେଓ୍ବାଇ କାର୍ଡରେ ରୋଗୀଙ୍କୁ ମିଳି ପାରିବ ମାଗଣା ଚିକିତ୍ସା ସୁବିଧା । ଏଠାରେ ସାଧାରଣ ଓ ବିଏସକେଓ୍ବାଇ ରୋଗୀଙ୍କ ପାଇଁ!-->…
ନରସିଂହପୁରରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ
କଟକ: ଶେଷରେ ଗୁଳିମାଡ଼ରେ ଆଉ ଏକ ଦନ୍ତାହତୀର ମୃତ୍ୟୁ ଘଟିଛି । ଦେହରେ ୫ ଟି ଗୁଳିବାଜିଥିବାରୁ ଦନ୍ତା ହାତୀଟିର ମୃତ୍ୟୁ ହୋଇଛି, ଜଙ୍ଗଲରେ ହୋଇଛି ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ । ବଡ଼କଥା ହେଉଛି ଏହି ହାତୀଟିର ପୁଣି ସେହି ଅଞ୍ଚଳରେ ମୃତ୍ୟୁ ହୋଇଛି ଯେଉଁଠାରେ ପୂର୍ବରୁ!-->…
ଭୁବନେଶ୍ୱରରେ ଗଡ଼ିଲା ଇ-ବସ୍ ଓ ଇ-ରିକ୍ସା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଗଡିଲା ଇ-ବସ୍ । ମୋ ବସର ସଫଳତା ପରେ ଭୁବନେଶ୍ବରରେ ଆରମ୍ଭ ହୋଇଛି ଇ-ବସ୍ ସେବା । ନବୀନ ନିବାସ ସାମ୍ନାରେ ପତାକା ଦେଖାଇ ଇ-ବସ୍ ସେବାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଥମିକ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍ ଚଳାଚଳ!-->…
ଅଗଷ୍ଟ ପହିଲାରେ ଶିକ୍ଷକ ନିଯୁକ୍ତି, କଳିଙ୍ଗ ଷ୍ଟାଡିୟମରେ ହେବ ଓରିଏଣ୍ଟେସନ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଅଗଷ୍ଟ ପହିଲାରେ ରାଜ୍ୟରେ ନିଯୁକ୍ତି ପାଇବେ 6891 ଶିକ୍ଷକ । କଳିଙ୍ଗ ଷ୍ଟାଡିୟମରେ ହେବ ଓରିଏଣ୍ଟେସନ କାର୍ଯ୍ୟକ୍ରମ । ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ସମସ୍ତଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬ହଜାର ୮୯୧ ଜଣ କଳା,!-->…
ରତ୍ନ ଭଣ୍ଡାର ପ୍ରସଙ୍ଗ ନେଇ ଗୃହରେ ଉଦବେଗ
ଭୁବନେଶ୍ବର ୨୯।୭: ବିଧାନସଭାର ଶୂନ୍ୟକାଳରେ ଉଠିଲା ଅସୁରକ୍ଷିତ ରତ୍ନ ଭଣ୍ଡାର ପ୍ରସଙ୍ଗ । ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରତ୍ନ ଭଣ୍ଡାର ସୁରକ୍ଷିତ ଅଛି କି ନାହିଁ ଏବଂ ବସାଯାଇ ଥିବା କମିଶନଙ୍କ!-->…
ବାବୁସାନ୍-ତୃପ୍ତି ବିବାଦର ସମାଧାନ ଲାଗି ଉଦ୍ୟମ ଜାରି
ଭୁବନେଶ୍ବର : ଅଭିନେତା ବାବୁସାନଙ୍କ ବୈବାହିକ ଜୀବନରେ ଉଠିଥିବା ଝଡ଼ ଖୁବ୍ ଶୀଘ୍ର ଥମିଯିବ ବୋଲି ମନେହେଉଛି। ବାବୁସାନ୍ ମହାନ୍ତି ଓ ପତ୍ନୀ ତୃପ୍ତିଙ୍କ ଭିତରେ ଉପୁଜିଥିବା ମନୋମାଳିନ୍ୟ ଦୂର ହେବ ବୋଲି ଆଶା କରାଯାଉଛି। ବାବୁସାନଙ୍କ ମାମୁ କୁହାଯାଉଥିବା ତଥା ତାଙ୍କ ପରିବାରର!-->…