Browsing Category

ଓଡିଶା

ଏସଆଇ ପରୀକ୍ଷା ଜାଲିଆତି: ସିଲିକନ ସିଇଓଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ବର: ପୁଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ପରୀକ୍ଷା ପରିଚାଳନା ଦାୟିତ୍ଵରେ ଥିବା ସଂସ୍ଥା ସିଲିକନ ଟେକ୍‌ ପ୍ରାଇଭେଟ ଲିମିଟେଡର ସିଇଓଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ। ସିଇଓ ସୁରେଶ ନାୟକଙ୍କୁ ଅଧିକାରୀମାନେ ପଚରାଉଚରା କରିଛନ୍ତି। ଏହି ଘଟଣାରେ ପୁଲିସ ୧୧୭ ଜଣଙ୍କୁ ଗିରଫ

ଫେରାର ୨ କଏଦୀଙ୍କ ଫଟୋ ଜାରି, ଧରାଇ ଦେଲେ ମିଳିବ ୫୦ ହଜାର ଟଙ୍କା ପୁରସ୍କାର

କଟକ : କଟକ ଡିସିପି ଅଫିସ ପକ୍ଷରୁ ଚୌଦ୍ୱାର ସର୍କଲ ଜେଲରୁ ୨ ଫେରାର କଏଦୀଙ୍କ ଫଟୋ ଜାରି କରାଯାଇଛି । ସେମାନଙ୍କ ସମ୍ବନ୍ଧରେ କିଛି ଜାଣିଲେ ତୁରନ୍ତ ସୂଚନା ଦେବାକୁ ଅନୁରୋଧ କରାଯାଇଛି । ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ । ସଠିକ୍ ସୂଚନା ପାଇଁ ୫୦ ହଜାର

ରାୟଗଡ଼ାରେ ଭୂସ୍ଖଳନ: ଭାଙ୍ଗିଲା ରେଳ ଧାରଣା, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ରାୟଗଡ଼ା: ରାୟଗଡ଼ା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦଶହରାକୁ ଧୋଇ ଦେଇଛି ଲଗାଣ ବର୍ଷା। ପାହାଡ ଧସି ଟ୍ରେନ ଟ୍ରାକରେ ପଡିବାରୁ ଟ୍ରାକ ଭାଙ୍ଗିଯାଇଛି। ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାସହ ବର୍ଷା ଯୋଗୁଁ ବ୍ରାହ୍ମଣ ସାହି

ଲଗାଣ ବର୍ଷାରେ ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର

ଗଜପତି: ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ବେହାଲ। ଗଜପତି ମହେନ୍ଦ୍ରଗିରିରେ ଭୂସ୍ଖଳନ ପରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି ଉଦ୍ଧାର। ହେଲେ ରାୟଗଡ଼ ବ୍ଲକ ଅନ୍ତର୍ଗତ ପେକେଟ ଗାଁରେ ଭୂସ୍କଳନ ପରେ ବାପ ଆଉ ପୁଅ ନିଖୋଜ ଅଛନ୍ତି। ବସ୍ତ୍ରୀଗୁଡା, ପେଟ,

ଶୋଇଥିବା ବେଳେ ମାରଣାସ୍ତ୍ରରେ ହାଣି ହତ୍ୟା

ପାଟଣା: ନିଜ ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ମୁଣ୍ଡକୁ ହାଣି ହତ୍ୟା କରାଯାଇଛି । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲା ଘଟଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ୫୫ବର୍ଷୀୟ ଭଦୃ ମହାକୁଡ । ଖବରରୁ ପ୍ରକାଶ ଯେ ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ବିଟ ହାଉସ

ଜେଲ୍ କାନ୍ଥ ଡେଇଁ କଏଦୀ ଫେରାର, ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ନିଲମ୍ୱିତ

ଚୌଦ୍ବାର: ଜେଲ୍ କାନ୍ଥ ଡେଇଁ କଏଦୀ ଫେରାର । ବାଉଁଶ ସାହାଯ୍ୟରେ କଟକ ଚୌଦ୍ବାର ଜେଲ୍ ରୁ ୨ ଡକାୟତ ଫେରାର ହୋଇଯାଇଛନ୍ତି । ଜେଲ ସେଲ୍ କାଟି ଫେରାର ହୋଇଯାଇଛନ୍ତି ୨ ବିହାରୀ ଡକାୟତ । ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନରୁ ଲୁଟ୍ କରିଥିଲେ । ଲୁଟ୍ ବେଳେ ଅଳଙ୍କାର ଦୋକାନ ଉପରକୁ

ଲଗାଣ ବର୍ଷାରେ ଧସିଲା ପାହାଡ଼, ଭାସିଗଲା ପୋଲ; ବାପ-ପୁଅ ନିଖୋଜ

ଗଜପତି : ଧସିଲା ପାହାଡ଼, ଭାସିଗଲା ପୋଲ । ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ନିଖୋଜ ହୋଇଯାଇଛନ୍ତି ବାପ-ପୁଅ । ପେକେଟ ଗାଁର ୭୦ ବର୍ଷୀୟ କାର୍ତ୍ତିକ ଶବର ଓ ତାଙ୍କ ପୁଅ ରାଜୀବ ଶବରଙ୍କ ପତ୍ତା ମିଳୁନି । ବାପ ପୁଅ ମାଟି ତଳେ ଚାପି ହୋଇ

ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ

ପୁରୀ : ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ । ଏକ ମାସ ଧରି ସ୍ବତନ୍ତ୍ର ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ହୋଇଥାଏ । ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ । ଏହି ବେଶରେ

ଭସାଣିରେ ମଦ ବିକ୍ରି ଉପରେ କଟକଣା, ଦୋକାନ ଖୋଲିଲେ କାର୍ଯାନୁଷ୍ଠାନ

ଭୁବନେଶ୍ୱର : ଭସାଣିରେ ମଦ ବିକ୍ରି ଉପରେ କଟକଣା । ମଦ ଦୋକାନ ଖୋଲିଲେ ନିଆଯିବ କାର୍ଯାନୁଷ୍ଠାନ । ବେଆଇନ ଚୋରା ମଦ ବିକ୍ରି ଉପରେ ରହିବ କଡ଼ା ନଜର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ ରହିବ ମଦ ଦୋକାନ । ଖୁଚୁରା ମଦ ବିକ୍ରି ଉପରେ ଅବକାରୀ କମିଶନଙ୍କ ରହିଛି କଡ଼ା ନଜର

ଢେଙ୍କାନାଳରେ ପ୍ରବଳ ବର୍ଷା ପବନ, ଭୁଶୁଡ଼ି ପଡିଲା ଲକ୍ଷ୍ମୀ ପୂଜା ଲାଇଟ ଗେଟ୍

ଢେଙ୍କାନାଳ: ଭୁଶୁଡ଼ି ପଡିଲା ଲାଇଟ୍ ଗେଟ୍ । ପ୍ରବଳ ବର୍ଷା ପବନରେ ଢେଙ୍କାନାଳ ସହରରେ ଲାଇଟ୍ ଗେଟ୍ ଭୁଶୁଡ଼ି ପଡ଼ିଛି । ଦକ୍ଷିଣକାଳୀଠାରେ ରାସ୍ତା ଉପରେ ଭାଙ୍ଗି ପଡିଛି । ତେବେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ବାଉଁଶ ଗୁଡ଼ିକ କାଟି ରାସ୍ତା ସଫା