Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଖୋର୍ଦ୍ଧା ବାଘମାରି ଥାନା ଅଞ୍ଚଳରୁ ୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅଞ୍ଚଳରୁ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ପୋଲିସ ଜବତ କରିଛି। ସୂଚନା ମୁତାବକ ବାଘମାରି ଥାନା ଅନ୍ତର୍ଗତ ପୋଡ଼ାଡିହ ଗ୍ରାମ ମହିଷାସୁଣି ମନ୍ଦିର ପାଖେ ଥିବା ଏକ ଆଜବେଷ୍ଟସ ଘରେ ବ୍ରାଉନସୁଗାର କାରବାର ଚାଲିଥିବାର ଖବର ଏସପି!-->…
ଭୁବନେଶ୍ବରରେ ଭଙ୍ଗାଯିବ ୪୧୦ଟି ସରକାରୀ କ୍ବାର୍ଟର
ଭୁବନେଶ୍ବର: ଭୁବନେଶ୍ବର ୟୁନିଟ୍-୨ରେ ୪୧୦ଟି ସରକାରୀ କ୍ବାର୍ଟର ଭଙ୍ଗାଯିବ । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଖିତ ଉତ୍ତର ରଖିଛନ୍ତି । ରାଜ୍ୟ!-->…
କଟକ ଲାଲବାଗ କୁତ୍ତାଖାଇ ଗଳିରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ପର୍ଦ୍ଦାଫାସ
କଟକ: କଟକ ଲାଲବାଗ ଥାନା କୁତ୍ତାଖାଇ ଗଳିରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ପର୍ଦ୍ଦାଫାସ। ସିସିଟିଭି ଫୁଟେଜରୁ ଖୋଲିଲା ମର୍ଡର ମିଷ୍ଟ୍ରି। ପୁଅର ଲାପ୍ଟପ୍ରେ ଥିବା ଆପତ୍ତିଜନକ ଭିଡିଓ ପାଇଁ ଗଲା ମା'ର ପ୍ରାଣ। ହତ୍ୟାରେ ସଂପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଥିବା କଟକ ଡିସିପି!-->…
ରାଜ୍ୟରେ ପ୍ରତିଷ୍ଠା ହେବ ୧୨ଟି ନୂଆ ଇସ୍ପାତ କାରଖାନା
ଭୁବନେଶ୍ବର: ରାଜ୍ୟରେ ପ୍ରତିଷ୍ଠା ହେବ ୧୨ ଟି ନୂଆ ଇସ୍ପାତ କାରଖାନା । ଏହି ନୂଆ ଇସ୍ପାତ କାରଖାନା ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୩ଟି କାରଖାନା ପ୍ରତିଷ୍ଠା ହେବ । ସେହିପରି ଯାଜପୁର ଜିଲ୍ଲାରେ ୨ଟି, ଅନୁଗୁଳ, କେନ୍ଦ୍ରାପଡା, ଝାରସୁଗୁଡା, ଢେଙ୍କାନାଳ, କେନ୍ଦୁଝର,!-->…
ବେଆଇନ୍ ଖାଦାନ ଚାଲିଥିବାର ଦୃଶ୍ୟ ଉତ୍ତୋଳନ ବିରୋଧରେ ଆରଆଇଙ୍କୁ ଆକ୍ରମଣ
ନୀଳଗିରି/ବାଲେଶ୍ବର: ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ। ପଥର ଖଣିକୁ ତଦନ୍ତ ପାଇଁ ଯାଇଥିବା ବେଳେ ଆରଆଇଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଆଜି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ସ୍ବର୍ଣ୍ଣଚୂଡ଼ ସଂରକ୍ଷିତ ଜଙ୍ଗଲରେ ବେଆଇନ୍ ପଥର ଖାଦାନ ଚାଲିଥିବା ଅଭିଯୋଗ ପାଇ ଆଜି!-->…
ରାମଚନ୍ଦ୍ରପୁର ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣା : ଗୁରୁତର ବାପା ଦେବରାଜ ନାହାକଙ୍କ ମୃତ୍ୟୁ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ବାପା ଦେବରାଜ ନାହାକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଇଣ୍ଡେନ ଗ୍ୟାସ୍ ଏଜେନ୍ସୀ ମାଲିକ ତ୍ରିଲୋଚନ ପାଣିଗ୍ରାହୀଙ୍କ ଜାମିନ ଖାରଜ ହୋଇଛି ।
ସୂଚନାଯୋଗ୍ୟ ଯେ,!-->!-->!-->…
ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ସୁପ୍ରିମକୋର୍ଟ
ଭୁବନେଶ୍ୱର: ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୋମବାର ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ମାନ୍ୟବର କୋର୍ଟ ତାଙ୍କ ଶୁଣାଣିରେ ବିଧାୟକ ଜଗଦ୍ଦେବଙ୍କୁ ନିଜ ନିର୍ବାଚନ ମଣ୍ଡଳୀକୁ ୧ ବର୍ଷ ପାଇଁ ଯିବାକୁ ବାରଣ!-->…
ମଙ୍କିପକ୍ସ ନେଇ ସମସ୍ତ ମେଡିକାଲ କଲେଜକୁ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ମଙ୍କିପକ୍ସକୁ ନେଇ ଏବେ ସାରା ବିଶ୍ୱରେ ଚିନ୍ତା ବଢିଯାଇଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ ଡାକ୍ତର ନିରଞ୍ଜନ ମିଶ୍ର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ମେଡିକାଲ କେଲଜ, ମୁଖ୍ୟ ଚିକିତ୍ସାଧିକାରୀ, ବିଶେଷଜ୍ଞ ଡାକ୍ତରମାନଙ୍କୁ ମଙ୍କିପକ୍ସ!-->…
ଅଗଷ୍ଟ ୯ରୁ ୭୫ କି.ମି. ପଦଯାତ୍ରା କରିବ କଂଗ୍ରେସ
ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୫ବର୍ଷ ପୁରୁଥିବାରୁ କଂଗ୍ରେସ ପ୍ରତି ଜିଲାରେ ୭୫ କିଲୋମିଟର ପଦଯାତ୍ରା କରିବ। ଏଆଇସିସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଅଗଷ୍ଟ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ କଂଗ୍ରେସ ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରିବ। ଏହି ପଦଯାତ୍ରାରେ!-->…
ବାବୁସାନ-ପ୍ରକୃତି ବିବାଦ ମାମଲା, ଚେନ୍ନାଇରେ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେନି ବାବୁସାନ
ଭୁବନେଶ୍ୱର: ବାବୁସାନ-ପ୍ରକୃତି ଓ ତୃପ୍ତି ବିବାଦ ମାମଲା । ଏହି ମାମଲାରେ ନୂଆ ନିଷ୍ପତ୍ତି ଆସିବାର ସମ୍ଭାବନା ରହିଛି । କାରଣ ଚେନ୍ନାଇରେ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି ବାବୁସାନ । ଏହି କାର୍ଯ୍ୟକ୍ରମରେ ଆଗାମୀ ଫିଲ୍ମ ଦମନର ପ୍ରମୋସନ ବାବୁସାନ କରିଥାନ୍ତେ ।
!-->!-->!-->…