Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଡମ୍ପରକୁ ପଛପଟୁ ଧକ୍କା ଦେଲା କାର୍: ୨ମୃତ, ୨ ଗୁରୁତର
ଭଦ୍ରକ: ଏନ୍ଏଚ୍ ୧୬ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି। ଡମ୍ପରକୁ ପଛପଟୁ ଏକ କାର୍ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ରାଜ୍ୟର!-->!-->!-->…
ଶୌଚବେଳେ ବୁଡ଼ିଯାଇଥିଲେ ଯୁବକ, ୨ ଦିନ ପରେ ମିଳିଲା ମୃତଦେହ
ଟାଙ୍ଗୀ: ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହାଟବରଡ଼ିହ ପଞ୍ଚାୟତ ତରାପି ଗାଁରେ ଘଟିଛି ଏହି ଅଘଟଣ। ଆଜକୁ ୨ ଦିନ ପୂର୍ବେ ତରାପି ଗାଁର ତପନ ବିଶ୍ୱାଳ ସନ୍ଧ୍ୟା ସମୟରେ ଏହି ଗାଁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ । ପରିବାର ଲୋକଙ୍କ କହିବା!-->…
ସମ୍ବଲପୁରରେ ଏସଟିଏଫର ଚଢାଉ, ପୁଣି ଠାବ ହେଲା ହାତୀ କଙ୍କାଳ
ସମ୍ବଲପୁର: ସମ୍ବଲପୁରରେ ଏସଟିଏଫର ଚଢାଉ । ସମ୍ବଲପୁରରେ ଏସଟିଏଫର ଏକ ୩ ଜଣିଆ ଟିମ ଖୋଳତାଡ କରିଛନ୍ତି । ତେବେ ଏହି ଚଢାଉରେ ହାତୀ କଙ୍କାଳ ଠାବ ହୋଇଛି ।
ସେହିପରି ପ୍ରଥମେ ବୌଦ୍ଧ, ଆଠଗଡ ଆଉ ଏବେ ସମ୍ବଲପୁରରୁ ହାତୀ କଙ୍କାଳ ଠାବ କରିଛି ଏସଟିଏଫ । ସୂଚନା ଅନୁସାରେ, ସମ୍ବଲପୁର!-->!-->!-->…
ବାସୁଦେବପୁରରେ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ଶିକ୍ଷକ ସସପେଣ୍ଡ
ଭୁବନେଶ୍ୱର: ଶିକ୍ଷକଙ୍କ ମାଡ଼ରେ ୧୪ ଛାତ୍ରଛାତ୍ରୀ ଆହତ ହେବା ମାମଲାରେ ଆସିଛି ବଡ଼ ଖବର । ମାମଲାକୁ ଗୁରୁତର ସହ ନେଇ କଡ଼ା ପଦକ୍ଷେପ ନେଇଛି ପ୍ରଶାସନ । ଛାତ୍ରଛାତ୍ରୀଙ୍କୁ ମାଡ଼ ମାରି ଆହତ କରିଥିବା ଗଣିତ ଶିକ୍ଷକଙ୍କୁ ସସପେଣ୍ଡ କରାଯାଇଛି । ଖୋଦ୍ ବ୍ଲକ ଶିକ୍ଷାଧିକାରୀ ଣିତ ଶିକ୍ଷକଙ୍କୁ!-->…
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର:ଆଜି ମଧ୍ୟ ଦୈନିକ କରୋନା ସଂକ୍ରମଣ ୧ ହଜାର ଉପରେ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୯୧ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୪୨୦ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ!-->…
ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ
ପୁରୀ: ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ରତ୍ନସିଂହାସନରେ ବିରାଜମାନ କରିଛନ୍ତି । ହେଲେ ଚତୁର୍ଦ୍ଧାବିଗ୍ରହ ଯାତ୍ରା କରିଥିବା ତିନିରଥ ସିଂହଦ୍ୱାର ସମ୍ମୁଖରେ ରହିଥିବା ବେଳେ ରବିବାରଠାରୁ ଭଙ୍ଗା ଆରମ୍ଭ ହୋଇଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଏହା ଭଙ୍ଗା ଯାଉଛି । ଏଥିରେ ୨୦!-->…
କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : କଳାହାଣ୍ଡିର ପୂର୍ବତନ ଲୋକସଭା ସଦସ୍ୟ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇଛି। ରବିବାର ସକାଳୁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। କଳାହାଣ୍ଡିର ଲୋକସଭା ସଦସ୍ୟ ଭାବେ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ କଂଗ୍ରେସ!-->…
ପୁଅ ଫେରି ଆସିବାକୁ ନିବେଦନ କଲେ ଅପରାଜିତା
ଭୁବନେଶ୍ବର: ବାବୁସାନ ବିବାଦରେ ମୁହଁ ଖୋଲିଲେ ମା' ଅପରାଜିତା ମହାନ୍ତି । ସ୍ତ୍ରୀ ଓ ପୁଅ ପାଖକୁ ପୁଣି ଥରେ ବାବୁସାନ୍ ଫେରି ନୂଆ ଆରମ୍ଭ କରୁ ବୋଲି ଆଶା ପ୍ରକାଶ କରିଛନ୍ତି ଅପରାଜିତା ।
ବାବୁସାନ୍ ଓ ପ୍ରକୃତିଙ୍କ ବନ୍ଧୁତ୍ବ ବିଷୟରେ ଚାରିଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ବନ୍ଧୁତାର!-->!-->!-->…
ସ୍କୁଲରେ ପିଲା ଖାଇଲେ ସୋୟାବିନ୍, ଶିକ୍ଷକ ଖାଇଲେ ଚିଙ୍ଗୁଡି ଝୋଳ
ଭଦ୍ରକ: ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲରେ ଖାଉଛନ୍ତି ଚିଙ୍ଗୁଡି ଝୋଳ ଆଉ ପିଲାମାନେ ଖାଉଛନ୍ତି ସୋୟାବିନ ଝୋଳ । ଏମିତିକି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଦିଦିଙ୍କୁ ପଚାରିବାରୁ କହୁଛନ୍ତି ଆମେ ଖାଇଲେ ସିନା ତୁମ ଛୁଆଁଙ୍କୁ ମନ ଦେଇ ପାଠ ପଢାଇବୁ.। ଭିଡିଓଟି ଭଦ୍ରକ ଜିଲ୍ଲା କରଞ୍ଜ!-->…
ବାବୁଶାନ-ତୃପ୍ତି-ପ୍ରକୃତି ବିବାଦ: ୭ ଜଣଙ୍କ ବୟାନ ରେକର୍ଡ
ଭୁବନେଶ୍ୱର: ଅଭିନେତା ବାବୁଶାନ୍ ମହାନ୍ତି, ତାଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ଘଟଣାରେ ଖାରବେଳ ନଗର ଥାନା ପୁଲିସ୍ ମୋଟ ୭ ଜଣଙ୍କ ବୟାନ ରେକର୍ଡ କରିଛି। ଉଭୟ ପକ୍ଷରୁ କରାଯାଇଥିବା ୨ଟି ମାମଲାରେ ପୁଲିସ୍ ୭ ଜଣଙ୍କ ବୟାନ ରେକର୍ଡ କରିଛି।
ବାବୁଶାନଙ୍କ!-->!-->!-->…