Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
‘ଓଡ଼ିଶା ଫୁଡ୍ପ୍ରୋ-୨୦୨୨’ଉଦଘାଟିତ, ପରିବେଶ ଅନୁକୂଳ ଖାଦ୍ୟ ପ୍ରକ୍ରିୟାକରଣକୁ ମିଳିବ ପ୍ରୋତ୍ସାହନ
ଭୁବନେଶ୍ୱର: ରାଜ୍ୟରେ ପରିବେଶ ଅନୁକୂଳ ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଓଡ଼ିଶା ଫୁଡ୍ପ୍ରୋ-୨୦୨୨ ଉଦଘାଟିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଛନ୍ତି ଯେ!-->…
୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୮ ଅଭିଯୁକ୍ତଙ୍କୁ ଗିରଫ
ପୁରୀ: ପୁରୀ ମିଶ୍ର ନୋଳିଆ ସାହିରେ ବ୍ରାଉନ ସୁଗାର ବିକ୍ରୀ ହେଉଥିବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ଭିଡିଓ । ଭାଇରାଲ ଭିଡିଓ ଦେଖିବା ପରେ ଆକ୍ସନ ମୋଡରେ ବାସେଳୀ ସାହି ଥାନା ପୋଲିସ ।
ପୋଲିସ ବାସେଳୀ ସାହିରେ ରେଡ କରି ୮ଜଣଙ୍କୁ ବାନ୍ଧିଛି । ଗିରଫ ୮ ଜଣ ଅଭିଯୁକ୍ତଙ୍କ!-->!-->!-->…
‘ନିମନ୍ତ୍ରଣ’ରେ ୧୭ ଲକ୍ଷ ଘୋଟାଲ: ବନ୍ଧା ହେଲେ ମ୍ୟାନେଜର
ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗରସ୍ଥିତ 'ନିମନ୍ତ୍ରଣ' ରେଷ୍ଟୁରାଣ୍ଟରେ ୧୭ ଲକ୍ଷ ଘୋଟାଲ । ପ୍ରାୟ ୬ ମାସରୁ ଊର୍ଦ୍ଧ୍ୱ ସମୟରେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରିଦେଲେ ମ୍ୟାନେଜର । ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଦୁଇ କର୍ମଚାରୀ । ଫଳରେ ବନ୍ଧା!-->…
ସାଇବର ଠକଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି
ଭୁବନେଶ୍ୱର: ସାଇବର ଠକଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ। ତାଙ୍କ ନାମରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫେକ୍ ହ୍ବାଟ୍ସଆପ୍ ଆକାଉଣ୍ଟ ଖୋଲି ବନ୍ଧୁ ଓ ପରିବାର ଲୋକଙ୍କୁ ମାଗୁଛନ୍ତି ଟଙ୍କା। ମେଡିକାଲରେ ଚିକିତ୍ସା ଖର୍ଚ୍ଚ ପାଇଁ ମିଥ୍ୟା ମେସେଜ ଦେଇ ଫୋନ ପେ'ରେ ଟଙ୍କା!-->…
ରାଜ୍ୟରେ ଆସନ୍ତା ୫ ଦିନ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି
ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଫଳରେ ସାରା ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଏହାରି ମଧ୍ୟରେ ପୁଣିଥରେ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ଆସନ୍ତା ୫ ଦିନ ପ୍ରବଳ ବର୍ଷା ନେଇ ସତର୍କ ସୂଚନା!-->…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଲୋକପ୍ରିୟ ଅଭିନେତା ଆର ମାଧବନ୍
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଲୋକପ୍ରିୟ ଅଭିନେତା ଆର୍. ମାଧବନ୍ । କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେସ ବୁଲି ଦେଖିବା ସହ ନିର୍ମାଣାଧୀନ ଆକ୍ୱାଟିକ୍ ସେଣ୍ଟରକୁ ପ୍ରଶଂସା କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର୍ ଜାତୀୟ ସୁଇମିଂ ଚାମ୍ପିଅନ୍ ଅବସରରେ!-->…
ଆସନ୍ତା ୨୫ରୁ ଗଡ଼ିବ କଟକ-ପାରାଦୀପ ମେମୁ ଟ୍ରେନ୍
ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ପାରାଦୀପରୁ କଟକ ଓ କଟକରୁ ପାରାଦୀପ ଦୁଇଟି ମେମୁ ଟ୍ରେନ ଯାତାୟାତ କରିବ। ପ୍ରତି ଦିନ କଟକରୁ ଦିନ ୧୧ଟା ୩୦ରେ ଏହି ଟ୍ରେନ ଛାଡ଼ି ଥିବା ବେଳେ ପାରାଦୀପରୁ ଅପରାହ୍ନ ୨ଟାରେ କଟକ ଅଭିମୁଖେ ଆଉ ଏକ ଟ୍ରେନ ବାହାରିବ। ଏଥିରେ ମୋଟ ୧୨ଟି ବଗି ରହିବା ସହ ବାଟରେ!-->…
ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଡକ୍ଟର ଆଶୁତୋଷ ବିଶ୍ବାସ
ଭୁବନେଶ୍ୱର(୨୧/୦୭) : ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଡାକ୍ଟର ଆଶୁତୋଷ ବିଶ୍ବାସ। ଏମ୍ସ ପରିସରରେ ପହଁଚିବା ପରେ ଡାକ୍ତର ବିଶ୍ୱାସ ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଏମ୍ସ ଭୁବନେଶ୍ୱରର ପ୍ରତିଷ୍ଠାତା ଭାରତ ରତ୍ନ ଅଟଳ ବିହାରୀ!-->…
ଆଜି ରାତି ସୁଧା ସବୁ ଜିଲ୍ଲାକୁ ପଠାଯିବ ଟିକା- ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜ୍ୟରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ବିଭିନ୍ନ ଜିଲ୍ଲାରେ ବ୍ୟାପକ ପରିମାଣର ଟିକା ମହଜୁଦ୍ କରି ରଖାଯାଉଛି । କେନ୍ଦ୍ରରୁ ଆଜି ସକାଳେ ପୁଣି ୪.୮ ଲକ୍ଷ କୋଭିସିଲଡ଼ ଟିକା ଆସି ପହଞ୍ଚିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ!-->…
ଘୁମୁସର ବନଖଣ୍ଡରେ ଦନ୍ତା ହାତୀ ମୃତଦେହ ଜବତ, ଦାନ୍ତ ଚୋରି
ବ୍ରହ୍ମପୁର: ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡରେ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି ଦନ୍ତା ହାତୀ।ବୁଧବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବନାଞ୍ଚଳ ଓ ବେଲଗୁଣ୍ଠା ସେକ୍ସନ୍ ତଥା ଜଗନ୍ନାଥପ୍ରସାଦ ବ୍ଲକ୍ ଝାଡ଼ଭୂମି ପଞ୍ଚାୟତ କନ୍ଧନୂଆପଲ୍ଲୀ ଗ୍ରାମ ନିକଟ କାଜୁ ଜଙ୍ଗଲ ଭିତରୁ ଗୋଟିଏ!-->…