Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ପଶି ହତ୍ୟା, ଅଭିଯୁକ୍ତ ଅଟକ
ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଗତକାଲି ବିଳମ୍ୱିତ ରାତ୍ରିରେ ଘରେ ପଶି ହତ୍ୟା କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର ନନ୍ଦୁ ମୁଣ୍ଡା(୪୦)। ପୁଲିସ ଅଭିଯୁକ୍ତ ଥୁବୁ ମାଝୀକୁ ଅଟକ ରଖି ଘଟଣାର!-->…
ମହଙ୍ଗା ପଡିଲା ଥାନା ଭିତରେ ପୋଲିସକୁ ମାଡ : ଗିରଫ ହେଲେ ସଫ୍ଟୱେୟାର ଇଞ୍ଜିନିୟର ଓ ଠିକାଦାର
ଭୁବନେଶ୍ବର : ମହଙ୍ଗା ପଡ଼ିଲା ଥାନା ଭିତରେ ପଶି ପୋଲିସକୁ ମାଡ ମାରିବା । ଭୁବନେଶ୍ବର ଇନଫୋସିଟି ଥାନା ଡିସିଓ ଦାୟିତ୍ଵରେ ଥିବା ଜଣେ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇଛନ୍ତି ଟିସିଏସର ଜଣେ ସଫ୍ଟୱେୟାର ଇଞ୍ଜିନିୟର ଓ ଜଣେ ଠିକାଦାର ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର!-->!-->!-->…
ବିଜୁ ଯୁବ ଜନତା ଦଳ ପୁନର୍ଗଠିତ
ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ନିଯୁକ୍ତି । ବିଜୁ ଯୁବ ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ!-->…
ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଯୋଗଦେଲେ ୫୫୦ ଲାବୋରଟୋରୀ ଟେକ୍ନିସିଆନ
ଭୁବନେଶ୍ୱର : ଆଜି ୫୫୦ ଲାବୋରେଟୋରୀ ଟେକ୍ନିସିଆନ ସ୍ୱାସ୍ଥ୍ୟ ବିଭାଗରେ ରାଜ୍ୟ ସରକାରରେ ଯୋଗ ଦେଇଛନ୍ତି। ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଲୋକା ସେବା ଭବନରେ ଥିବା କନଭେନସନ୍ ସେଣ୍ଟରରେ ଏକ ଇନଡକ୍ସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଭର୍ଚୁଆଲ୍ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମରେ ଯୋଗ!-->…
ପ୍ରବଳ ବର୍ଷା ଆଶଙ୍କା; ଭୟଭୀତ ନହୋଇ, ପ୍ରଶାସନକୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍
ଭୁବନେଶ୍ୱର: ଆଜି ରାତିରୁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଏହି ଚାରି ଜିଲ୍ଲାବାସୀଙ୍କୁ ସୁରକ୍ଷିତ ରହିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୟଭୀତ ନହୋଇ ପ୍ରଶାସନକୁ ସହଯୋଗ କରିବାକୁ ପରାମର୍ଶ!-->!-->!-->…
ଭଦ୍ରକରେ ଏନଡିଆରଏଫ ଏବଂ ଅଗ୍ନିଶମ ବାହିନୀ ମୁତୟନ, ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ଵାଡି କେନ୍ଦ୍ର ବନ୍ଦ ଘୋଷଣା
ଭଦ୍ରକ: ଲଘୁଚାପ ବର୍ଷାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ଷା ପରେ ସମ୍ଭାବ୍ୟ ବନ୍ୟାକୁ ସାମ୍ନା କରିବା ପାଇଁ ଜିଲ୍ଲାରେ ୮ଟି ଅଗ୍ନିଶମ ବାହିନୀ ସହ ୨ଟି ଓଡ୍ରାଫ ଟିମ ଓ ଏନଡିଆରଏଫ ଟିମ ମୁତୟନ ହେବେ। ତଳିଆ ଅଞ୍ଚଳ ର ଲୋକଙ୍କୁ ସଚେତନ କରାଯାଉଛି । ତେବେ!-->…
ସ୍କୁଲରେ ବଜ୍ରପାତ, ୧୦ପିଲା ଗୁରୁତର
ଦେବଗଡ : ରାଜ୍ୟରେ ଗୋଟିଏ ପଟେ ବନ୍ୟାର ଭୟଙ୍କର ସ୍ଥିତି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ପୁଣି ଲଘୁଚାପ ସୃଷ୍ଟି ହୋଇଥିବାରୁ ରାଜ୍ୟବାସୀଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଏହାରି ଭିତରେ ଏକ ଦୁôଖଦ ଘଟଣା ସାମ୍ନାକୁ ଆସିଛି । ସ୍କୁଲରେ!-->…
ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଧର୍ଯ୍ୟ ହେଲା ଲଗ୍ନ । ସୁବର୍ଣ୍ଣପୁର ଜିଲ୍ଲା ପାଇଁ ନୂଆଖାଇ ଲଗ୍ନ ଧାର୍ଯ୍ୟ । ସକାଳ ୧୦.୦୭ରୁ ୧୦.୨୧ ମଧ୍ୟରେ ସୁବର୍ଣ୍ଣପୁରରେ ଲାଗିହେବ ନବାନ୍ନ । ସେପଟେ ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ପାଇଁ ମଧ୍ୟ ଲଗ୍ନଧାର୍ଯ୍ୟ ହୋଇଛି ।
!-->!-->!-->…
ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଗଲା ବାଳକ
ଭଦ୍ରକ: ନଦୀରେ ଭାସି ଗଲା ୧୪ ବର୍ଷର ବାଳକ । ଗେଙ୍ଗୁଟି ନଦୀରେ ଗାଧୋଉଥିବା ବେଳେ କୌଣସି କାରଣରୁ ଗୋଡ ଖସିଯାଇ ବାଳକଟି ନଦୀରେ ଭାସିଯାଇଛି । ନିଖୋଜ ବାଳକ ଜଣକ ହେଲା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଇରିଆବାଙ୍କ ଗ୍ରାମର ରାହୁଲ ସେଠୀ ।
ରାହୁଲକୁ ନ ପାଇ ପରିବାର ଲୋକେ ଖୋଜାଖୋଜି କରିଥିଲେ!-->!-->!-->…
ଶ୍ରେଷ୍ଠ ବିଧାୟକ ଚୟନ କମିଟିର ପ୍ରଥମ ବୈଠକ
ଭୁବନେଶ୍ୱର – ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାନସଭା ସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶ୍ରେଷ୍ଠ ବିଧାୟକ ଚୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚୟନ କମିଟିର ସଦସ୍ୟ ଭାବେ ଓଡ଼ିଶା!-->…