Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ରାଷ୍ଟ୍ରପତି ପଦ ଲାଗି ଚାଲିଛି ଭୋଟିଂ । ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି ବିରୋଧୀ ଦଳଙ୍କ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନା। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟଗ୍ରହଣ । ଏଥିଲାଗି ଉଭୟ ସଂସଦ ଓ ରାଜ୍ୟର ବିଧାନସଭାଗୁଡିକରେ ହୋଇଛି!-->…
ରାଷ୍ଟ୍ରପତି ନିର୍ବାଚନ: ଦିଲ୍ଲୀରେ ଭୋଟ ଦେଲେ ବିଜେଡିର ସମସ୍ତ ରାଜ୍ୟସଭା ଓ ଲୋକସଭା ସାଂସଦ
ନୂଆଦିଲ୍ଲୀ/ ଭୁବନେଶ୍ବର: ବିଜେଡିର ସମସ୍ତ ରାଜ୍ୟସଭା ଓ ଲୋକସଭା ସାଂସଦ ଆଜି ମଧ୍ୟାହ୍ନ ୧୨ଟାରେ ସଂସଦ ଭବନରେ ଥିବା ବିଜେଡି ସଂସଦୀୟ ପାର୍ଟି ଅଫିସରେ ଏକାଠି ହୋଇଥିଲେ। ଏହାପରେ ସେମାନେ ଓଡ଼ିଶାର ଝିଅ ତଥା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ମତଦାନ କରିବାକୁ ଯାଇଥିଲେ।
ରାଜ୍ୟରେ ୨୪ ଘଣ୍ଟାରେ ୮୧୬ ନୂଆ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୧୮ ନୂଆ କେସ୍
ଭୁବନେଶ୍ବର: ଗତକାଲି ତୁଳନାରେ ଆଜି ରାଜ୍ୟରେ ପୁଣି ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି। ଗତକାଲି ୮୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୧୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୭୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା!-->…
ଶ୍ରାବଣ ପ୍ରଥମ ସୋମବାର ରେ ବୋଲ ବମ୍ ହର ହର ବମ୍ ଶବ୍ଦରେ କମ୍ପିଲା ଏକାମ୍ର କ୍ଷେତ୍ର
ଭୁବନେଶ୍ବର: ଆଜି ଧାରା ଶ୍ରାବଣ ର ପ୍ରଥମ ସୋମବାର । ଏକାମ୍ର କ୍ଷେତ୍ର କମ୍ପିଲା ବୋଲ ବମ୍ ହର ହର ବମ୍ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଲେ ଶହ ଶହ କାଉଡ଼ିଆ । ମହାଦେବ ଙ୍କୁ ଜଳାଭିଷେକ ଲାଗି କଲେ କାଉଡ଼ିଆ । ଦୁଇ ବର୍ଷ ପରେ ମନ୍ଦିର ପ୍ରବେଶ କରି ଶିବ ଲିଙ୍ଗ ରେ ପାଣି ଢାଳିବାର ସୁଯୋଗ!-->…
ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ, ମୋଟ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ଦିନ ୧୧ଟାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ସୁଇଚ୍ ଗେଟ୍କୁ ପ୍ରଥମେ ଖୋଲାଯାଇଥିଲା । ଏହି ଗେଟ୍ ଦେଇ ପ୍ରଥମ ବନ୍ୟା ଜଳ ଜଳଭଣ୍ଡାରରୁ ନଦୀ ମଧ୍ୟକୁ ଛଡାଯାଇଛି। ବର୍ତ୍ତମାନ ଗୋଟିଏ ଗେଟରେ ବନ୍ୟା ଜଳ ନିଷ୍କାସନ!-->…
ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସସ୍ମିତ ପାତ୍ର
ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ଡ. ସସ୍ମିତ ପାତ୍ର। ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଏମ ଭେଙ୍କୟାନାଇଡୁ ତାଙ୍କୁ ଶପଥ କରାଇଥିଲେ। ସସ୍ମିତ ଦ୍ବିତୀୟ ଥର ପାଇଁ ଏହି ଶପଥ ଗ୍ରହଣ କରୁଛନ୍ତି। ଆଜି ଶପଥ ନେବାକୁ ତାଙ୍କ ନାମ ଡକାଯିବା ମାତ୍ରେ ଗୃହରେ!-->…
ତିଆରି କୁ ମାତ୍ର କିଛି ମାସ : ବିଜୁ କଲ୍ୟାଣ ମଣ୍ଡପ ଭିତରେ ଆଣ୍ଠୁଏ ପାଣି
ଠିକାଦାର ଓ ପ୍ରଶାସନ କଳର ମଧୁଚନ୍ଦ୍ରିକା ବାଟରୁ ଯାଇ ହାଟରେ ଗଡୁଛି...
ଫୁଲବାଣୀ - କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ସହରରେ କିଛି ମାସ ତଳେ ତିଆରି ହୋଇଥିଲା ବିଜୁ କଲ୍ୟାଣ ମଣ୍ଡପ ସମୂଖ ଭାଗରୁ ଦେଖିବାକୁ ବେଶ ଆକର୍ଷଣୀୟ ଗତକାଲିର ଲଗାଣ ବର୍ଷାରେ ମଣ୍ଡପ ଭିତରେ ଆଣ୍ଠୁଏ ପାଣି।ସହରରେ!-->!-->!-->…
NDA ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ
ଭୁବନେଶ୍ବର,୧୭।୭ ଏନଡିଏ ସମର୍ଥିତ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ବିଜେଡି ସମର୍ଥନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ଏ ନେଇ କଥା ହୋଇଥିଲେ। ଜଗଦୀପଙ୍କୁ ସମର୍ଥନ ଦେବା ପାଇଁ ନବୀନଙ୍କୁ ମୋଦି କହିଥିଲେ। ଜଗଦୀପଙ୍କୁ ବିଜେଡି ସମର୍ଥନ!-->…
ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବାକୁ ବାରଣ କରିବାରୁ ମହିଳାଙ୍କ ଆତ୍ମହତ୍ୟା
ସୋର: ଇନଷ୍ଟାଗ୍ରାମରେ ଫଟୋ ଓ ଭିଡ଼ିଓ ପୋଷ୍ଟ କରିବାକୁ ଶ୍ୱଶୁର ଘର ଲୋକେ ବାରଣ କରିବାରୁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା କଇଥଗଡ଼ଇା ଗାଁରେ ଘଟିଛି ଏଭଳି ଘଟଣା। ମୃତ ମହିଳା ହେଲେ ଗୋବିନ୍ଦପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ଜୟନ୍ତୀ!-->…
ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ରାଜ୍ୟରେ ଏବେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷାର!-->…