Browsing Category

ଓଡିଶା

ଘଟଗାଁ ତାରିଣୀ ପୀଠ ପାଇଁ ୨୨୬ କୋଟି ମଞ୍ଜୁର, କ୍ୟାବିନେଟ୍ ମୋହର

ଭୁବନେଶ୍ୱର : ୪ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସତିବ ଉପସ୍ଥିତ ଥିଲେ । ବୈଠକରେ ୪ଟି

ସାମ୍ବାଦିକଙ୍କୁ ଗୁଳିମାଡ଼, ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନରସିଂହପୁର : ସାମ୍ବାଦିକଙ୍କୁ ଗୁଳି । ଘରେ ପଶି ରାତି ଅଧିରେ ଗୁଳିମାଡ଼ ଅଭିଯୋଗ । କଟକ ଜିଲ୍ଲା ମାଣିଆ ବନ୍ଧ ଥାନା ସୁନ୍ଦରିଆ ଗାଁରେ ଗୁଳିକାଣ୍ଡ । ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ମନୋଜ ନାଏକଙ୍କୁ ଗୁଳି ମାଡ଼ ହୋଇଛି । ତାଙ୍କ ଡାହାଣ କାନ୍ଧ ଓ ବାମ ହାତରେ ଗୁଳି ବାଜିଛି । ତାଙ୍କୁ

ବାଲିଯାତ୍ରା ଉପର ପଡ଼ିଆରେ ବି ହେବ, ହାଇକୋର୍ଟରେ ଶୁଣାଣି ୯ ତାରିଖରେ

କଟକ : ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ । ରୂପରେଖ କ’ଣ ହେବ କୋର୍ଟଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୯ ତାରିଖରେ ହାଇକୋର୍ଟରେ ମାମଲାର

ସବୁଠି ବାଜୁଛି ପ୍ରିୟ ଷୋହଳ ଭରଣୀ ବାଦ୍ୟ, ଦୁଲୁକୁଛି ମା’ ଦୁର୍ଗାଙ୍କର ପୂଜା ମଣ୍ଡପରୁ ଶକ୍ତି ପୀଠ

ବଲାଙ୍ଗିର: ଚାଲିଛି ମା’ଙ୍କ ନବଦିନାତ୍ମକ ପୂଜା । ବଲାଙ୍ଗିର ଏକ ମନ୍ତ୍ର ଯନ୍ତ୍ର ତନ୍ତ୍ରର ପୀଠ ହୋଇଥିବାରୁ ଏଠି ଶକ୍ତି ଉପାସନା ସ୍ଵତନ୍ତ୍ର । ଆଉ ଏହି ନବଦିନାତ୍ମକ ପୂଜାରେ ସ୍ଵତନ୍ତ୍ରତା ହେଉଛି ଷୋହଲ ଭରଣୀ ବାଦ୍ୟ । ଏବେ ଷୋହଳ ଭରଣୀ ବାଦ୍ୟରେ ଦୁଲୁକୁଛି ପୂଜା ମଣ୍ଡପରୁ ଶକ୍ତି ପୀଠ

ହାତୀ ଦେହରେ ଗୁଳି ବାଜିନି, ସଂଘର୍ଷରୁ ଆହତ ହୋଇଛି ; କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ ସୂଚନା

ବାଂଶପାଳ : ହାତୀ ଦେହରେ ଗୁଳି ବାଜିନି । ହାତୀଙ୍କ ମଧ୍ୟରେ ଲଢ଼େଇରୁ ଆହତ ହୋଇଛି । ତେଲେକୋଇ ବନାଞ୍ଚଳରେ ଗତ ତିନି ଦିନ ହେଲା ଛୋଟେଇ ଛୋଟେଇ ଘୂରି ବୁଲୁଛି ଏକ ମାଇ ହାତୀ । ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରଲ ହେଉଛି । ହାତୀର ଏକାଧିକ ସ୍ଥାନରେ ଗୁଳି ବାଜିଥିବା ଅଭିଯୋଗ ହୋଇଥିଲା ।

ପୁଣି ଆସୁଛି ଆଉ ଏକ ଲଘୁଚାପ, ଅକ୍ଟୋବର ୧ ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପାର୍ବଣକୁ ଫିକା କରିପାରେ ଲଘୁଚାପ । ପୁଣି ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ୩୦ ରେ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ଅକ୍ଟୋବର ୧ରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ

ଜଣଙ୍କ ପରେ ଜଣେ ଟଳୁଛନ୍ତି ଟପ୍ ମାଓ ନେତା

ଭୁବନେଶ୍ୱର : ଛତିଶଗଡ଼ରେ ଭୁଶୁଡ଼ୁଛି ମାଓଦୁର୍ଗ । ଜଣଙ୍କ ପରେ ଜଣେ ଟଳୁଛନ୍ତି ଟପ୍ ମାଓନେତା । ଆଉ ୩ ଜଣ କ୍ୟାଡର ମାଓବାଦୀ ନିହତ । ଛତିଶଗଡ଼ କାଙ୍କେର ଜିଲ୍ଲାରେ ଆଣ୍ଟି ନକ୍ସଲ ଅପରେସନ ବେଳେ ସଫଳତା । ଆଜି ସକାଳୁ ଗୁଳି ବିନିମୟ ହୋଇଥିଲା ।  ତିନି ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । 

ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତି ଗଲା ବଡ଼ ରେଳ ଦୁର୍ଘଟଣା

ସୋର : ବାହାନଗା ଭଳି ବଡ଼ ଦୁର୍ଘଟଣା ଘଟିଥାନ୍ତା । ଅଳ୍ପକେ ଟଳିଗଲା ଦୁର୍ଘଟଣା । ସୋର ଷ୍ଟେସନରେ ଘଟିଥାନ୍ତା ବାହାନଗା ଭଳି ଦୁର୍ଘଟଣା । ସୂଚନା ମୁତାବକ, ସୋର ରେଳ ଷ୍ଟେସନରେ ହାୱଡା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ ଗତ କାଲି ସଂଧ୍ୟା ୫ଟା ୩୬ ମିନିଟରେ ପହଁଞ୍ଚି ୫ଟା ୪୬

ରାସ୍ତା ଅବରୋଧ ହଟାଇବାକୁ ନେଇ ଯୁକ୍ତତର୍କ, ଆଇଆଇସିଙ୍କୁ ମାଡ଼ ଅଭିଯୋଗ

ସୋର : ଆଇଆଇସିଙ୍କୁ ମାଡ଼ ଅଭିଯୋଗ । ରାସ୍ତାରେ ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚ ଦେଖୁଥିବାବେଳେ ବୃଦ୍ଧଙ୍କୁ ମାଡ ଦେଇ ଉଠାଇ ନେଲେ ଆଇଆଇସି । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ବାଲେଶ୍ବର ସୋର କୋର୍ଟ ଛକ ଆଗରେ ଆଇଆଇସିଙ୍କୁ ମାଡ଼ ଅଭିଯୋଗ । ରାସ୍ତା ଅବରୋଧ ହଟାଇବାକୁ ନେଇ

ଛିନ୍ଦଖଡ଼କ ଜଙ୍ଗଲରେ ଗୁଳିବିନିମୟ, ୩ ମାଓବାଦୀ ନିହତ

ଓଡ଼ିଶା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲା ଅନ୍ତର୍ଗତ ଛନ୍ଦଖଡ଼କ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁ​‌ଷ ଏବଂ ଜ​‌ଣେ ମହିଳା ମାଓବାଦୀ ରହିଛନ୍ତି।