Browsing Category

ଓଡିଶା

ଗାଧୋଇବା ବେଳେ ସମୁଦ୍ରରେ ବୁଡି ଜଣେ ପର୍ଯ୍ୟଟକ ନିଖୋଜ 

ପୁରୀ : ଗାଧୋଇବା ବେଳେ ସମୁଦ୍ରରେ ବୁଡି ଜଣେ ପର୍ଯ୍ୟଟକ ନିଖୋଜ । ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ। ଗଭୀର ସମୁଦ୍ରରେ ଭାସିଗଲେ ଜଣେ ଯୁବକ। ନିଖୋଜ ଯୁବକ ହେଲେ ଯାଜପୁର ଜିଲ୍ଲା ମାଳ ସାହି ଅଞ୍ଚଳର ଆୟୁଷ ଜେନା । ତାଙ୍କ ବୟସ ୧୬ ବର୍ଷ ବୋଲି ଜଣାପଡିଛି ।ଆୟୁଷ ପରିବାର ସହ ଚୈତନ୍ୟ ଛକ…

ଯୁଗ୍ମ ପ୍ରବେଶିକା ପରୀକ୍ଷା JEEରେ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ଦିବ୍ୟାଂଶୁ ମଲ୍ଲୁ ଓଡ଼ିଶା ଟପ୍ପର

ଯୁଗ୍ମ ପ୍ରବେଶିକା ପରୀକ୍ଷା JEEରେ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ଓଡ଼ିଶା ଟପ୍ପର। ପ୍ରକାଶ ପାଇଥିବା JEE ମେନ୍‌ ସେସନ୍‌-୧ ରେଜଲ୍ଟରେ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ଦିବ୍ୟାଂଶୁ ମଲ୍ଲୁ ଓ଼ଡିଶା ଟପ୍ପର ହୋଇଛନ୍ତି। ୯୯.୯୮ ପ୍ରତିଶତ ମାର୍କ ରଖି ଓଡ଼ିଶାରେ ଟପ୍ପର ହେବା ସହ…

ଭୁବନେଶ୍ୱର ମହାନଗରରେ କଟକଣା କଡ଼ାକଡ଼ି କଲା ବିଏମ୍‌ସି

ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭୁବନେଶ୍ୱର ମହାନଗରରେ ବିଏମସି କଟକଣାକୁ କଡ଼ାକଡ଼ି କରିଛି। ଏନେଇ ବିଏମସି ପକ୍ଷରୁ ଏକ ନୂଆ ନିର୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଠେଲା ଜଳଖିଆ, ଚା, ଲସି ଓ ଗୁପଚୁପ୍ ଆଦି ଦୋକାନୀଙ୍କୁ ଭିଡ଼ କରିବା ମନା। ଦୋକାନୀ…

ଆଜି ରାଜ୍ୟରେ ୫୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର:ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୭ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୨୩୬ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୬୯ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

ରାଗିଙ୍ଗ୍ ଅପରାଧୀଙ୍କୁ ଗିରଫ ନକରି ରାଗିଙ୍ଗ୍ ଵିରୋଧରେ ଆନ୍ଦୋଳନ କାରୀଙ୍କୁ ପୋଲିସର ନାଲିଆଖି…

ପୋଲିସ ର ଲାଠି ଚାଳନା ଓ ଗିରଫଦାରି… ଭୁବନେଶ୍ଵର : ଵିଜେଵି କଲେଜର ରାଗିଙ୍ଗ୍ ଜନିତ ମୃତ ରୁଚିକା ମହାନ୍ତିଙ୍କ ମା'ଆ ଵିଦ୍ଯୁତ ପ୍ରଭା ମହାନ୍ତି, ଏଆଇଏସ୍ଏଫ୍ ରାଜ୍ଯ ସଭାପତି ସଂଘମିତ୍ରାଜେନା,ରାଜ୍ଯ ଯୁଗ୍ମ ସମ୍ପାଦକ ଵିଵେକ କୃଷ୍ଣ,ସୁଚିସ୍ମିତା,ମନୋରଞ୍ଜନ,ନାରାୟଣ,ମନୋଜ,କାଜଲ ସମେତ…

କ୍ରୀଡା ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ବଢ଼ୁଛି ରହସ୍ୟ, ସୁଇସାଇଡ ନୋଟ ଜବତ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଜଣେ କ୍ରୀଡା ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଏବେ ସମସ୍ତଙ୍କ ମନରେ ଉଠୁଛି ଅନେକ ପ୍ରଶ୍ନ । ପରିବାର ଠାରୁ ଆରମ୍ଭ କରି ତାଙ୍କ ସହପାଠୀ ଓ ଉମରକୋଟ ଜନ ସାଧାରଣ ଏହି ଆତ୍ମହତ୍ୟା କୁ ସହଜ ରେ ବିଶ୍ୱାସ କରିପାରୁନାହାନ୍ତି।ତନୁଜା ଉମରକୋଟ…

ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବାହୁଡା ଏକାଦଶୀରେ ରଥଉପରେ ମହାପ୍ରଭୁ ସୁନାବେଶ ହୋଇଥାନ୍ତି । ଜନ୍ମବେଦୀରୁ ଫେରିବା ପରେ ସିଂହଦ୍ୱାରରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷରେ ୫ ଥର ମହାପ୍ରଭୁଙ୍କ ସୁନାବେଶର ପରମ୍ପରା ରହିଥିବା ବେଳେ ରଥ ଉପରେ ଥରେ ଏହି ବେଶ…

କମ୍ବିଂ ଅପରେସନ ବେଳେ ଧରା ପଡ଼ିଲା ମାଓବାଦୀ ଲକ୍ଷ୍ମଣ ପଡିଆମୀ…

ମାଲକାନଗିରି : ହାର୍ଡକୋର ମାଓବାଦୀ ଗିରଫ। ମାଲକାନଗିରି ପୋଲିସ ହାତରେ ଧରା ପଡ଼ିଲା ହାର୍ଡକୋର ମାଓବାଦୀ ଲକ୍ଷ୍ମଣ ପଡ଼ିଆମୀ। ମାଥିଲି ଥାନାର ତୁଳସୀ ପାହାଡ଼ରେ ଏସଓଜି ଓ ଡିଭିଏଫ ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବେଳେ ଯବାନଙ୍କ ହାତରେ ଧରା ପଡ଼ିଲା କାଙ୍ଗେରଘାଟି ଏରିଆ କମିଟି…

ହେନ୍ତାଳ ଜଙ୍ଗଲ ପୁନରୁଦ୍ଧାର ପାଇଁ ମାଷ୍ଟର ପ୍ଲାନ୍‍

ଭୁବନେଶ୍ୱର : ହେନ୍ତାଳ ଜଙ୍ଗଲର ପୁନରୁଦ୍ଧାର ପାଇଁ ବନ ବିଭାଗ ଚଳିତ ବର୍ଷ ନୂଆ ରଣନୀତି ପ୍ରସ୍ତୁତ କରିଛି। ବଦଳୁଥିବା ଜଳବାୟୁକୁ ସାମ୍ନା କରିବା ସହ ସହ ବିପର୍ଯ୍ୟୟ ମୁକାବିଲା ଏହି ଯୋଜନାର ମୂଳ ଆଭିମୁଖ୍ୟ। ନୂଆ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବା ସହ ପୁରୁଣା ଜଙ୍ଗଲର ପୁନରୁଦ୍ଧାର, ସ୍ଥାନୀୟ…

ଚିତ୍ରୋତ୍ପଳା ନଦୀରେ ବୁଡ଼ିଗଲେ ଦୁଇ ନାବାଳକ

ଗରଦପୁର- ଚିତ୍ରୋତ୍ପଳା ନଦୀରେ ବୁଡ଼ି ଦୁଇ ନାବାଳକଙ୍କ ସଲିଳ ସମାଧି ଘଟିଛି । ଚିତ୍ରୋତ୍ପଳା ନଦୀର ଗରଦପୁର ବ୍ଲକ୍ ଅନ୍ତର୍ଗତ ମିଶର ଗାଁ ଗଡ଼ାରେ ଗାଧୋଉଥିବାବେଳେ ଦୁଇ ଜଣ ନାବାଳକ ବୁଡ଼ିଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମିଶର ଗାଁ ର ଆଶିଷ କୁମାର ମଲିକ ଙ୍କ ପୁଅ ଆରିଆନ୍ ମଲିକ(୧୧) ଓ…