Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅମରନାଥରେ ଫସିଲେ ୫ ଓଡ଼ିଆ ଯାତ୍ରୀ, ସହାୟତା ପାଇଁ ନିବେଦନ
ରାୟଗଡ଼ା : ଅମରନାଥରେ ଶୁକ୍ରବାର ବାଦଲ ଫଟା ବର୍ଷା ଯୋଗୁ ପ୍ରବଳ ପାଣି ମାଡ଼ି ଆସିଥିଲା। ଫଳରେ ୩ ମହିଳାଙ୍କ ସମେତ ୧୬ ଜଣ ମୃତ୍ୟ ଘଟିଛି । ଏବେବି ଅନେକ ଲୋକ ଫସି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହି ଯାତ୍ରାରେ ୫ ଓଡ଼ିଆ ସାମିଲ ଥିଲେ। ରାୟଗଡା ଜିଲାରୁ ୫ ଜଣ ଅମରନାଥ!-->…
ବଢିଲା କୋଭିଡ୍ ସଂକ୍ରମଣ : ରେଡ୍ ଜୋନ୍କୁ ଫେରିଲା ଖୋର୍ଦ୍ଧା, କଟକ ଓ ପୁରୀ
ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ବଢିଚାଲିଛି କୋଭିଡ୍ ସଂକ୍ରମଣ । ତୃତୀୟ ଲହର ପରେ ପ୍ରଥମ ଥର ପାଇଁ ରାଜ୍ୟରେ ୫ ଶହ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପୁଣି ରେଡ୍ ଜୋନ୍କୁ ଫେରିଲା ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ସହ ପୁରୀ ଓ କଟକ ମଧ୍ୟ ରେଡ୍ ଜୋନ୍କୁ ଫେରିଛି!-->…
ମମିତା ମେହର ହତ୍ୟା ମାମଲା: ଜେଲ୍ରୁ ବାହାରିଲେ ଗୋବିନ୍ଦ
ବଲାଙ୍ଗୀର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଶନିବାର କଣ୍ଟାବାଞ୍ଜି ଜେଲରୁ ବାହାରିଛନ୍ତି। ତାଙ୍କୁ ଏହି ମାମଲାରେ ଶୁକ୍ରବାର ୧୪ ଦିନର ଅନ୍ତରୀଣ ଜାମିନ ମିଳିଥିଲା। ଆଜି ସେ ଜେଲରୁ ମୁକୁଳିଥିବା ବେଳେ ଆସନ୍ତା ୨୨ ତାରିଖରେ କଣ୍ଟାବାଞ୍ଜି ଏଡିଜେ!-->…
ମାଂସ ତରକାରୀ ରନ୍ଧାକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ
ମୟୂରଭଞ୍ଜ : ମାଂସ ତରକାରୀ ରନ୍ଧାକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାଲେଇବେଡା ବିସ୍ଥାପିତ ବସ୍ତିରୁ ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଆଜି ସକାଳୁ ସକାଳୁ ଘଟଣା ଜଣା ପଡିବା ପରେ ଠାକୁରମୁଣ୍ଡା ଥାନା ପୋଲିସ ସ୍ତ୍ରୀ!-->…
ପ୍ରାଣୀ ସଂରକ୍ଷଣ ଓ ବଂଶବୃଦ୍ଧିରେ ନନ୍ଦନକାନନର ସଫଳତା , ୯ ହଳଦିଆ ଆନାକୋଣ୍ଡା ଛୁଆ ଜନ୍ମ
ନନ୍ଦନକାନନ : ନନ୍ଦନକାନନ ଆଜି ପ୍ରାଣୀ ସଂରକ୍ଷଣ ଓ ବଂଶବୃଦ୍ଧିରେ ପୁଣି ଏକ ସଫଳତାର ପାହାଚ ଅତିକ୍ରମ କରିଛି। ଆଜି ପୁଣି ୯ଟି ଆନାକୋଣ୍ଡା ଛୁଆ ଜନ୍ମ ହୋଇଛନ୍ତି। ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଏବଂ ଓୟୁଏଟି ପ୍ରାଣୀ ପ୍ରସୂତି ବିଶେଷଜ୍ଞ ଡା. ବିଜୟ ସାହୁ ଏବଂ ଶୈଲ୍ୟ ବିଶେଷଜ୍ଞ ଡା.!-->…
ମାକ୍ସ ନ ପିନ୍ଧିଲେ ପୂର୍ବ ଭଳି କଟାଯିବ ଫାଇନ୍: ଭୁବନେଶ୍ୱର ମେୟର
ଭୁବନେଶ୍ୱର : ଏଣିକି ମାକ୍ସ ନ ପିନ୍ଧିଲେ ହେବ କାର୍ଯ୍ୟାନୁଷ୍ଠାନ । ପୂର୍ବ ଭଳି କଟାଯିବ ଫାଇନ । ଭୁବନେଶ୍ୱରରେ ବଢୁଥିବା ସଂକ୍ରମଣ ଦେଖି ରାଜଧାନୀ ବାସୀଙ୍କୁ ତାଗିଦ କଲେ ମେୟର । ଏହା ସହ କୋଭିଡ କଟକଣାକୁ ସଠିକ୍ ଭାବେ ପାଳନ କରିବା ଲାଗି ସମସ୍ତ ରାଜଧାନୀ ବାସୀଙ୍କୁ ହାତଯୋଡ଼ି ନିବେଦନ କଲେ!-->…
ନୂଆପଡା ପାଟଧରା ଜଙ୍ଗଲ ଭିତରୁ ମାଓ କ୍ୟାମ୍ପ ଠାବ
ନୂଆପଡା ୯।୭: ପଡୋଶୀ ଛତିଶଗଡ଼ ସୀମାନ୍ତ ପାଟଧରା ସଂରକ୍ଷିତ ଜଙ୍ଗଲରୁ ନୂଆପଡା ପୋଲିସ ଏସଓଜି, ଡିଭିଏଫ ଓ ସିଆରପିଏଫ ଜବାନଙ୍କ ସହାୟତାରେ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଏସପି!-->…
ସୁନାବେଶ ପାଇଁ ପୁରୀକୁ ଗଡିବ ୨୦ଟି ସ୍ପେଶାଲ ଟ୍ରେନ
ଭୁବନେଶ୍ବର: ମହାପ୍ରଭୁଙ୍କୁ ଦର୍ଶନ ପାଇଁ କୋଣ ଅନୁକୋଣରୁ ପୁରୀକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ । ତେବେ ଦର୍ଶନ କରିବା ଲାଗି କାହିଁ କେତେ ଦୂରରୁ ଆସିବେ ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ନେଇ ରେଳ ମନ୍ତ୍ରାଳୟ 20ଟି ସ୍ପେଶାଲ ଟ୍ରେନ ସେବା ଆରମ୍ଭ ନେଇ ଘୋଷଣା କରାଯାଇଛି ।
!-->!-->!-->…
ରାଜ୍ୟରେ ୫୦୦ ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର: ରାଜ୍ୟରେ ବଢ଼ୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ୫୦୦ ଉପରେ ରହୁଥିବା ବେଳେ ଆଜି ୫୦୦ ଅତିକ୍ରମ କରିଛି ସଂକ୍ରମିତ ଙ୍କ ସଂଖ୍ୟା । ଶନିବାର ଦିନ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା!-->…
୨୯ ବର୍ଷ ପରେ ବିଦେଶରୁ ଜନ୍ମମାଟିକୁ ଫେରିଲେ ଓଡ଼ିଆ ଝିଅ
ଫୁଲବାଣୀ: ଆଗ୍ଲୋଂ ଇଣ୍ଡିଆନ ମନକୁ ଦେଇଥିଲା କଷ୍ଟ, ଭାବିବାକୁ ବାଧ୍ୟ୍ୟ କଲା ମୁଁ କିଏ । ତାପରେ ଖୋଜିଥିଲା ନିଜ ପରିଚୟ । 29 ବର୍ଷ ପୂର୍ବେ ଓଡ଼ିଶାର କନ୍ଧମାଳର ଏକ ଆଶ୍ରମରୁ ବିଦେଶ ଦମ୍ପତି 3ମାସର ଶିଶୁ କନ୍ୟା ପୋଷ୍ୟ ସନ୍ତାନ କରି ବିଦେଶ ନେଇ ଯାଇଥିଲେ । କିନ୍ତୁ 29 ବର୍ଷ ପରେ ଯୁବତୀ ଜଣକ!-->…