Browsing Category

ଓଡିଶା

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପରିବାର

ଭୁବନେଶ୍ୱର : ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା । ସିବିଆଇ ତଦନ୍ତ ଦାବିରେ ପରିବାର । ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ CM ରେସରେ ପରିବାର ।  ମୁଖ୍ୟମନ୍ତ୍ରୀଙ୍କୁ  ଦେଖା କରି ଅଭିଯୋଗ ଜଣାଇବାକୁ ଆସିଛନ୍ତି ପରିବାର । ପୁର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ

ସ୍କୁଟି ଉପରେ ଚଢ଼ିଗଲା ହାଇୱା, ସ୍ବାମୀ-ସ୍ତ୍ରୀ ମୃତ, ୨ ପିଲା ଗୁରୁତର

ବରଗଡ଼ : ବରଗଡ଼ ସହର ସ୍ଥିତ ଗୁରୁଦ୍ୱାରା ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ଛୁଆଙ୍କ ଆଖି ସାମ୍ନାରେ ଚାଲିଗଲା ମାଁ-ବାପାଙ୍କ ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ବରଗଡ଼ ସହର ସ୍ଥିତ ଗୁରୁଦ୍ୱାରା ଛକ ଠାରେ । ସ୍କୁଟି ଉପରେ ମାଡିଗଲା ହାଇୱା ଗାଡି ।

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ପୁଣି ଉଡ଼ିଲା ଡ୍ରୋନ

ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ବଡ଼ ଦେଉଳ ଉପରେ ଉଡ଼ିଲା ଡ୍ରୋନ୍ । ପତିତପାବନ ବାନା ବନ୍ଧା ଯିବା ସମୟରେ ଡ୍ରୋନ ଚକ୍କର କାଟୁଥିବା ନଜରକୁ ଆସିଥିଲା । ପ୍ରାୟ ୧୫-୨୦ ମିନିଟ୍ ଧରି ଉଡ଼ିବା ପରେ ଉଦ୍ଭାନ ହୋଇଯାଇଥିଲା ଡ୍ରୋନ୍ । ଆଜିକୁ ପ୍ରାୟ ତିନି ଦିନ ହେଲା

ଦୁର୍ଘଟଣାରେ ଚାଲିଗଲା ସବ୍‌ ଇନ୍ସପେକ୍ଟରଙ୍କ ଜୀବନ

ଯାଜପୁର: ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୁଆଖିଆ ନିକଟରେ ଏକ ଅଜଣା ଗାଡି ବାଇକ୍‌ କୁ ଧକ୍କା ଦେଇଛି। ଦୁର୍ଘଟଣାରେ ଜଣେ ସବ୍‌ ଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଛି।ମୃତକ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାର ସବ୍ ଇନ୍ସପେକ୍ଟର ବବ୍ରୁବାହନ ନାୟକ ବୋଲି ଜଣାପଡିଛି। ମିଳିଥିବା ସୂଚନା

ମଦ ମାଫିଆଙ୍କ ସିକ୍ରେଟ୍ ଚାମ୍ବର ଭାଙ୍ଗିଲା ଅବକାରୀ ବିଭାଗ

ଭୁବନେଶ୍ବର: ଶନିବାର ଅବକାରୀ ବିଭାଗ ସାଲିଆ ସାହିର ନୀଳଚକ୍ରନଗର ବସ୍ତିରେ ଦେଶୀ ମଦ ଭାଟି ଉପରେ ଚଢାଉ କରି ୫ ହଜାର ଲିଟର ଦେଶୀ ମଦ ଏବଂ ୧୬ ହଜାର ଲିଟର ପୋଚ ଜବତ କରିଥିଲା। ରବିବାର ପୁଣି ଥରେ ବିଭାଗ ସାଲିଆ ସାହିର ପଣ୍ଡା ନଗରରେ ଥିବା ମଦ ଭାଟି ଉପରେ ରେଡ୍ କରି ମାଟିରେ ମିଶାଇ ଦେଇଛି।

ବିହାର ବିଧାନସଭା ନିର୍ବାଚନ ସମୟରେ ହେବ ନୂଆପଡ଼ା ଉପନିର୍ବାଚନ: ନିର୍ବାଚନ କମିଶନ

ଭୁବେନଶ୍ବର: ବିହାର ବିଧାନସଭା ନିର୍ବାଚନ ସମୟରେ ହେବ ନୂଆପଡ଼ା ଉପନିର୍ବାଚନ । ନୂଆପଡ଼ା ଉପନିର୍ବାଚନ ବିଷୟରେ ନିର୍ବାଚନ କମିଶନଙ୍କ ସୂଚନା । ବିହାର ବିଧାନସଭା ସହ ୭ଟି ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ । ୭ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ମଧ୍ୟରେ ରହିଛି

ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶରେ ବନ୍ୟାଜଳ, ସେବାୟତ ସଜାଗ

ନରସିଂହପୁର: ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ବନ୍ୟାଜଳ । ଭଟ୍ଟାରିକା ମନ୍ଦିର ବେଢାରେ ପଶିଲା ବନ୍ୟାଜଳ । ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିରକୁ ଛୁଇଁଛି ତଥାପି ମାଙ୍କ ଗର୍ଭଗୃହକୁ ପଶିନି । ଆଜି ସପ୍ତମୀ ପୂଜା ଥିବାରୁ ଚିନ୍ତାରେ ପ୍ରଶାସନ ଓ ସ୍ଥାନୀୟ ଯାତ୍ରା କମିଟି । ଆଜି

ଚିକିତ୍ସାରେ ଅବହେଳା ଯୋଗୁଁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ପ୍ରଧାନ ଶିକ୍ଷକ ନିଲମ୍ବିତ

ଉମରକୋଟ: ଚିକିତ୍ସା ଅବହେଳାରୁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ହସ୍ପିଟାଲ ପରିସରରେ ଦେଖାଗଲା ଉତ୍ତେଜନା । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିକତ୍ସାରେ ବିଳମ୍ବ ଓ ଅବହେଳା ପାଇଁ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ନବରଙ୍ଗପୁର ଜିଲ୍ଲା ତୁରୁଡ଼ି ପ୍ରାଥମିକ ବିଦ୍ୟାଳୟ ଛାତ୍ରବାସରେ

ନଷ୍ଟ ହେଲା ଧାନ-କପା ଫସଲ, ୩୫ ଟିକିଆ ହାତୀପଲଙ୍କ ଉତ୍ପାତ

କଣ୍ଟାବାଞ୍ଜି: ସବୁ ଫସଲ ନଷ୍ଟ ହୋଇଯାଇଛି । ଏଥର ଋଣକୁ କେମିତି ସୁଝିବେ ଚାଷୀ । ଭଲ ଫସଲ ହୋଇଥିଲେ ଦୁଇ ପଇସା ରୋଜଗାର ହୋଇଥାନ୍ତା । କିନ୍ତୁ ସବୁ ଫସଲକୁ ତ ହାତୀ ନଷ୍ଟ କରିଦେଲେ । ଏବେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ହାତୀପଲଙ୍କ ଉତ୍ପାତରେ ଅତିଷ୍ଠ ହେଲେଣି ଚାଷୀ । ଗତ

ବନ୍ଧୁକ କାରଖାନା ଧ୍ବଂସ କଲେ ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ପୋଲିସକୁ ମିଳିଛି ବଡ ସଫଳତା । ସୁକମା ଜିଲ୍ଲାର ମେଟାଗୁଡା ଜଙ୍ଗଲରେ ଏକ ବଡଧରଣର ହମଲାକୁ ବିଫଳ କଲେ ଯବାନ ମାନେ । ଜଂଗଲରେ ନକ୍ସଲ ତିଆରି କରିଥିବା ବନ୍ଧୁକ କାରଖାନା ଚାଲିଥିଲା । ଏହି କାରଖାନାରେ ବାରୁଦ, ବନ୍ଧୁକ ତିଆରି କରିବା