Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୧୪ ଲକ୍ଷ ୨୯ ହଜାରର ଜାଲ୍ ନୋଟ୍ ଜବତ କଲା ଏସ୍ଟିଏଫ୍ , ଦୁଇ ଗିରଫ
ଭୁବନେଶ୍ୱର: ବଡ଼ ପରିମାଣର ଜାଲ୍ ନୋଟ୍ ବରଗଡ଼ରୁ ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିପୁଳ ପରିମାଣର ନକଲି ନୋଟ୍ ଜବତ କରିଛି ଏସଟିଏଫ୍ । ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳରୁ ୧୪ ଲକ୍ଷ ୨୯ ହଜାର ୫୦୦ ଟଙ୍କାର ନକଲି ନୋଟ୍ ଜବତ ହୋଇଥିବା ବେଳେ ମାମଲାରେ ୨ ଜଣ ଗିରଫ ହୋଇଛନ୍ତି ।!-->…
୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଲାଞ୍ଚୁଆ ସୁପରଭାଇଜର
ପୁରୀ: ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ର(DIC)ର ଲାଞ୍ଚୁଆ ସୁପରଭାଇଜର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସେ ଜଣେ ହିତାଧିକାରୀଙ୍କୁ ସରକାରଙ୍କ ଠାରୁ ମିଳିବାକୁ ଥିବା ସବ୍ସିଡି ଟଙ୍କା କରାଇଦେବାକୁ ଲାଞ୍ଚ ନେଉଥିଲେ। ଏହି ସମୟରେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଲାଞ୍ଚୁଆ ବାବୁ!-->…
ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆଗାମୀ ୫ ଦିନ ପର୍ଯ୍ଯନ୍ତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ। ତେବେ ଆଗାମୀ ୨୪ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ବର୍ଷାର ସମ୍ଭାବନା ରହିଥିବା ବେଳେ ୧୧ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାର କରାଯାଇଛି।ଉକ୍ତ!-->…
ଆସନ୍ତାକାଲି ଅପରାହ୍ଣ ୪ଟା ଯାଏ ଆଡପ ମଣ୍ଡପରେ ସନ୍ଧ୍ୟାଦର୍ଶନ
ପୁରୀ : ଆସନ୍ତାକାଲି ଶୁକ୍ରବାର ଆଡପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ତେବେ ନବମୀ ସନ୍ଧ୍ୟା ଦର୍ଶନ ସନ୍ଧ୍ୟା ୬ଟା ପରିବର୍ତ୍ତେ ଅପରାହ୍ଣ ୪ଟାରେ ବନ୍ଦପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଏହି ସମୟ ମଧ୍ୟରେ ଆଗ୍ରହୀ ଭକ୍ତମାନେ ଗୁଣ୍ଡିଚା ମନ୍ଦିରକୁ ଯାଇ!-->…
ଯୁବକଙ୍କୁ ହତ୍ୟା କରି ବିଲରେ ଫିଙ୍ଗି ଦେଲେ ଦୁର୍ବୃତ୍ତ!
ଭୁବନେଶ୍ବର: ବାଲିପାଟଣା ଥାନା ଶିଶିଲୋ ବୋଧଖଣ୍ଡି ନିକଟ ଧନୁଆ ନଦୀ ବନ୍ଧକଡ଼ ବିଲରେ ପଡିଛି ଯୁବକଙ୍କ ମୃତଦେହ। ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି। ମୃତ ଯୁବକ ହେଲେ ପ୍ରମୋଦ ଓଝାଙ୍କ ପୁଅ ଆଶିଷ ଓଝା (୨୧ )। ଘଟଣାସ୍ଥଳରେ ବାଲିପାଟଣା ଓ ବାଲିଅନ୍ତା ପୁଲିସ ତଦନ୍ତ ଜାରି!-->…
ଆସନ୍ତାକାଲି ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଓଡିଶା ଆସିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ତୀ ଦ୍ରୋପଦୀ ମୁର୍ମୁ । ସ୍ୱାଗତ କରିବା ପାଇଁ ସରକାରଙ୍କ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ସକାଳ ୧୦ଟା ବେଳେ ଦ୍ରୌପଦୀ ବିଧାନସଭାକୁ ଆସିବେ । ବିଧାନସଭାର ୫୪!-->!-->!-->…
୫୭ ଲକ୍ଷ ଟଙ୍କା ନେଇ ଡ୍ରାଇଭର ଚମ୍ପଟ ମାମଲାରେ ପୋଲିସର ତଦନ୍ତ ଜାରି
ନୂଆପଡ଼ା: ନୂଆପଡ଼ାରେ ୫୭ ଲକ୍ଷ ଟଙ୍କା ନେଇ ଡ୍ରାଇଭର ଚମ୍ପଟ ମାମଲାରେ ପୋଲିସର ତଦନ୍ତ ଜାରି । ବଲାଙ୍ଗୀର ଜିଲ୍ଲା ଭରୁଆକାନୀ ଜଙ୍ଗଲ ନିକଟରୁ ସିଏମଏସ ଭ୍ୟାନ ଉଦ୍ଧାର କରିଛି ପୋଲିସ। ଏହି ମାମଲାରେ ଖଡିଆଳ ପୋଲିସ ଜଣେ ସିକ୍ୟୁରିଟି ଗାର୍ଡ ସମେତ ସିଏମଏସ କମ୍ପାନୀର ଦୁଇଜଣ କର୍ମଚାରୀଙ୍କୁ!-->…
ରାଜ୍ୟର ଆଉ ୪୨୮ କୋଭିଡ୍ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୫୧ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୭୭ଜଣ ରହିଥିବା ସୂଚନା ଦିଆଯାଇଛି । ସେଥି ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୫୬ଜଣ ଆକ୍ରାନ୍ତ ଥିବା କୁହାଯାଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ!-->…
ପ୍ରଧାନମନ୍ତ୍ରୀଙ୍କୁ ଭୂରିଭୂରି ପ୍ରଶଂସା କଲେ ଗୋପାଳପୁର ବିଧାୟକ
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀଙ୍କୁ ଭୂରିଭୂରି ପ୍ରଶଂସା କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଓଡ଼ିଶା ଗସ୍ତ ନେଇ ପ୍ରତିକ୍ରିୟା ରଖିଲେ ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି ଯେ, ଓଡ଼ିଆ ଝିଅଙ୍କୁ ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଗର୍ବିତ!-->…
ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ମୃତ ୨ ଗୁରୁତର
ଅନୁଗୁଳ: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍। ଅନୁଗୁଳ କୁଇଓ ପେଟ୍ରୋଲ ପମ୍ପ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଅନନ୍ତବେରିଣୀ ଗାଁର ସଚିନ ନାୟକ।
ସୂଚନାନୁଯାୟୀ, ଗୁରୁତର ୨!-->!-->!-->…