Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଚାକିରୀ ଦେବା ନାଁରେ ଠକେଇ, ପ୍ରେମୀଯୁଗଳ ସମେତ ୩ ଗିରଫ
ଭୁବନେଶ୍ବର: ଚାକିରୀ ଦେବା ନାଁରେ ଠକେଇ । ସାଇବର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ପ୍ରେମୀଯୁଗଳ ରହିଛନ୍ତି। ତିନି ଜଣ ବ୍ୟକ୍ତିଙ୍କ ଠାରୁ ୧୩ ଲକ୍ଷ ଟଙ୍କା ଠକେଇ କରି ନେଇ ସାଇବାର ଥାନାରେ ଅଭଯୋଗ ହୋଇଥିଲା। ନକଲି ୱେବ ସାଇଟ୍ କରି ଚାକିରୀ ଦେବା ନାଁରେ ଚଳାଇଥିଲେ!-->…
ପ୍ରତି ଶିଶୁ ପିଛା ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୮ ହଜାର ଟଙ୍କା
ଭୁବନେଶ୍ୱର: ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ଶିଶୁଙ୍କର ଉନ୍ନତି ହିଁ ଭବିଷ୍ୟତରେ ଦେଶ ଗଠନରେ ସହାୟକ ହେବ । ଶିଶୁମାନଙ୍କର ଗୁଣାତ୍ମକ ଶିକ୍ଷାର ବିକାଶ ଘଟିଲେ ହିଁ ଦେଶ ଆଗକୁ ଯାଇ ପାରିବ । ଶିଶୁଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ବିକାଶ ଓ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ!-->…
୩ ବର୍ଷ ପରେ ଜଗାର ହେବ ଖପୁରୀ ପ୍ରତିରୋପଣ
ବହୁ ଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ, ଜଗାର ଖପୁରୀ ପ୍ରତିରୋପଣ ଆଉ ୩ ବର୍ଷ ପରେ ହେବ । ଏନେଇ ଦିଲ୍ଲୀ ଏମ୍ସ ଡାକ୍ତର ସ୍ପଷ୍ଟ କରିଛନ୍ତି । ଜଗାର ଅବସ୍ଥା ପୂର୍ବ ପରି ସ୍ଥିର ରହିଛି । ସେ ସ୍ବାଭାବିକ ଭାବେ ଚଲାବୁଲା କରିବା ସହ ଜୀବନ ନିର୍ବାହ କରୁଛି । ତା'ର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି!-->…
ଏମଏଲଏ କ୍ୱାର୍ଟର ପାଇଁ ଖର୍ଚ୍ଚ ହେବ ୫୪୯ କୋଟି ୪୨ ଲକ୍ଷ ଟଙ୍କା
ଭୁବନେଶ୍ୱର: ଭୁବନେଶ୍ୱରରେ ନୂଆ ଏମଏଲଏ କ୍ୱାର୍ଟର ପାଇଁ ୮୨ଟି ପୁରୁଣା କ୍ୱାଟର ଏବେ ସୁଦ୍ଧା ଭଙ୍ଗା ଯାଇଛି । ଆଉ ସେହି ସ୍ଥାନରେ ୩୦୦ଟି ସରକାରୀ ବାସଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ପୁରୁଣା କ୍ୱାଟରର ଆଜବେଷ୍ଟ. କବାଟ, ଝରକା, ଇଟା, ଲୁହା ପାଇପଗୁଡିକ ୨୨ ଲକ୍ଷ ୨୪ ହଜାର ଟଙ୍କାରେ!-->…
ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା : ତଦନ୍ତ ପାଇଁ ଇନକ୍ବାରୀ ଟିମ୍ ଗଠନ
ଭୁବନେଶ୍ବର ୪।୭: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଲେଜ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ରୁଚିକା ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଇନକ୍ବାରୀ ଟିମ୍ ଗଠନ ହୋଇଛି । ଟିମ୍ରେ କଲେଜର ୭ ଜଣ ସଦସ୍ୟ ଅଛନ୍ତି । ପୋଲିସକୁ!-->…
ରୁଚିକା ଆତ୍ମହତ୍ୟା ଘଟଣାରେ ମହିଳା କମିସନଙ୍କ ତଦନ୍ତ ଆରମ୍ଭ
ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ପ୍ରସଙ୍ଗରେ ରାଜ୍ୟ ମହିଳା କମିଶନଙ୍କ ୩ଜଣିଆ ଟିମ ବିଜେବି କଲେଜକୁ ଯାଇ ତଦନ୍ତ କରିଛନ୍ତି।
ହଷ୍ଟେଲ ୱାର୍ଡେନ ଓ ଛାତ୍ରୀଙ୍କୁ ୩ଜଣିଆ ଟିମ ପଚରାଉଚୁରା କରିଛନ୍ତି। କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ସେନେଇ ଖୋଳତାଡ଼!-->!-->!-->…
ରୁଚିକା ଆତ୍ମହତ୍ୟା ଘଟଣା: ରାଗିଂ ବିରୋଧରେ ନାରାବାଜି କଲେ ଛାତ୍ରଛାତ୍ରୀ
ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ରାସ୍ତାକୁ ଓହ୍ଲାଇଛି ବିଭିନ୍ନ ଛାତ୍ର ସଂଗଠନ । ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କ ବାପା-ମାଆଙ୍କୁ ସାଥିରେ ଧରି କଲେଜରେ ରାଗିଂ!-->…
ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିଲା ଆଡ଼ପ ଅବଢା
ପୁରୀ: ଜନ୍ମବେଦିରେ ମହାପ୍ରଭୁ । ଆଡପ ବିଜେ ପରେ ଏବେ ଜନ୍ମବେଦିରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂରତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିଛି ଆଡ଼ପ ଅବଢା । ସକାଳୁ ଦ୍ୱାରଫିଟା ନିତୀ ସମ୍ପନ୍ନ ପରେ ଭିତର ଶୋଧ, ମଙ୍ଗଳ ଆଳତୀ , ମଇଲମ, ଅବକାଶ ନୀତି କରାଯାଇ ଦୈନଦିନ!-->…
ଫୁଟପାଥରେ ଚକ ଲାଗିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ
କେନ୍ଦ୍ରାପଡା: ଅଟକିଲା ବ୍ରହ୍ମତାଳଧ୍ୱାଜ ରଥ । ମନ୍ଦିରରୁ କିଛିବାଟ ଗଡ଼ିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ । କନ୍ଦ୍ରୋପଡ଼ାରେ ରଥଟଣା ବେଳେ ଫୁଟ୍ପାଥରେ ଲାଗିଲା ରଥଚକ । ମନ୍ଦିରରୁ କିଛି ବାଟ ଗଢ଼ିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ । ୫ ଘଣ୍ଟା ବିତିଲା ହେଲେ ୫୦ ମିଟର ଗଲାନାହିଁ!-->…
ଶ୍ରୀମନ୍ଦିର ଗର୍ଭଗୃହ ସମ୍ପୂର୍ଣ୍ଣ ସୁରକ୍ଷିତ : ଏଏସଆଇ
ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରେ କୌଣସି ସଙ୍କଟ ନାହିଁ। ଗର୍ଭଗୃହ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। କେବଳ ଧଳା ଆସ୍ତରଣରେ କେମିକାଲ ଦିଆଯିବ। ରବିବାର କୋର କମିଟି ଓ ଏଏସଆଇର ୧୫ ଜଣିଆ ଟିମ୍ ମିଳିତ ଭାବେ ଦୀର୍ଘ ତିନି ଘଣ୍ଟା ଧରି ତନ୍ନ ତନ୍ନ ଯାଞ୍ଚ କରିବା ପରେ ସୂଚନା ଦେଇଥିଲେ ଏଏସଆଇ!-->…