Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବଡ଼ ରଥକୁ ନେଇ ବିବାଦ: ଏପରି କରିବା ଉଚିତ ନୁହେଁ, ଗଜପତି ମହାରାଜା ଦିବ୍ୟସିଂହ ଦେବ
ପୁରୀ : କେନ୍ଦୁଝର ରଥକୁ ବିଶ୍ୱର ସବୁଠୁ ଉଚ୍ଚା ରଥ ଭାବେ ଗିନିଜ ବୁକ ଅଫ ଓ୍ଵାର୍ଲଡ ରେକର୍ଡ଼ରେ ସ୍ଥାନ ମିଳିଛି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏ ନେଇ ମତ ରଖିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ କହିଛନ୍ତି ପୁରୁଷୋତ୍ତମ କ୍ଷେତ୍ର ଓ ରଥଯାତ୍ରାର ସ୍ୱତନ୍ତ୍ର ମର୍ଯ୍ୟାଦା!-->…
ପ୍ରଧାନଶିକ୍ଷକ ସମ୍ମିଳନୀରେ ଯୋଗ ଦେଲେ ଗଣଶିକ୍ଷା ମନ୍ତ୍ରୀ
ଭଦ୍ରକ: ଭଦ୍ରକ ସହିଦ ସ୍ମୃତି ଭବନରେ ଜିଲ୍ଲାର ଥିବା ଉଚ୍ଚ ବିଦ୍ୟାଳୟମାନଙ୍କର ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଛି।ଏଥିରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ , ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ!-->…
ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା: କୁସୁମ ଟେଟେ
ଭୁବନେଶ୍ବର: ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା । ଏ ନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ସେ କହିଛନ୍ତି, ଆମ ବିରୋଧୀ ଦଳ ନେତା ଅସୁସ୍ଥତା କାରଣରୁ ଗୃହରେ ଅନୁପସ୍ଥିତ ରହୁଛନ୍ତି । ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତ କାରଣରୁ ଦଳକୁ ବିଧାନସଭାରେ!-->…
ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କ ପାଇଁ ନୀତି ନିର୍ଦ୍ଧାରଣ ନିର୍ଦ୍ଦେଶ
କଟକ: ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କୁ ଜମିର ମାଲିକାନା ପ୍ରଦାନ ପ୍ରସଙ୍ଗରେ ନୀତି ନିର୍ଦ୍ଧାରଣ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୬ ମାସ ମଧ୍ୟରେ ଏନେଇ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବାକୁ କୋର୍ଟ ସରକାରଙ୍କୁ!-->…
ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାମ
ପୁରୀ : ଆଉ ମାତ୍ର ୪ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥ ତିଆରି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଶ୍ଵକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବକମାନେ ଆଜି ୩ ରଥରେ କଳସ ସହ ଓଲଟଶୁଆ ସ୍ଥାପନ କରିଛନ୍ତି। ରଥ ଉପରେ ବିଶ୍ଵକର୍ମାମାନେ ସିଂହାସନ କାମ ଜାରି ରଖିଥିବା ବେଳେ ଏଥିରେ!-->…
ଖୋର୍ଦ୍ଧାରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର ବଢ଼ିବାରେ ଲାଗିଛି। ବାରମ୍ବାର ଚଢ଼ାଉ ସତ୍ତ୍ବେ କୌଣସି ଫରକ ପଡୁନି। କୋଲକାତା, ବାଲେଶ୍ବର, ଜଳେଶ୍ୱର ପ୍ରଭୃତି ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଏଠାରେ ପହଞ୍ଚୁଛି। ଏଠାରୁ ପଡ଼ୋଶୀ ଜିଲା ସମେତ ଗ୍ରାମାଞ୍ଚଳକୁ ପଠାଯାଉଛି। ଗୁଇନ୍ଦା ବିଭାଗ!-->…
ମାଓକ୍ୟାମ୍ପରେ ଚଢଉ : ବିପୁଳ ପରିମାଣର ବନ୍ଧୁକ ଓ ଗୋଳାବାରୁଦ ଜବତ
କଳାହାଣ୍ଡି: ମାଓ କ୍ୟାମ୍ପରେ ଚଢଉ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । କଳାହାଣ୍ଡି ଏସପିଙ୍କ ତତ୍ତ୍ବାବଧାନରେ ଏସଓଜି ଏବଂ ସିଆରପିଏଫ ମିଳିତ ଚଢ଼ାଉରେ ଏହି ସଫଳତା ମିଳିଛି ।!-->…
ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ୨ ପୁରୁଷ ବନ୍ଧୁଙ୍କୁ ମୁହାଁମୁହିଁ ଜେରା
ଭୁବନେଶ୍ଵର: ଗତ ୧୯ ତାରିଖ ଦିନ ହୋଇଥିବା ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ଦିନକୁ ଦିନ ରହସ୍ୟ ବଢିବାରେ ଲାଗିଛି । କେଉଁ କାରଣ ପାଇଁ ଏପରି ଚରମ ନିଷ୍ପତ୍ତି ରଶ୍ମିରେଖା ନେଲେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ରଶ୍ମିରେଖାଙ୍କ ୨ ପୁରୁଷ!-->…
ମତ ବଦଳାଇଲେ ସୁର, କହିଲେ “ଦ୍ରୌପଦୀ ମୁର୍ମୁ ମାଟିର ଝିଅ ସେ ଜିତନ୍ତୁ, ହେଲେ ଆମେ ଯଶୋବନ୍ତ ସିହ୍ନାଙ୍କୁ ଭୋଟ…
ଭୁବନେଶ୍ଵର: ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ମତ ବଦଳାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। କହିଲେ ଦ୍ରୌପଦୀ ମୁର୍ମୁ ମାଟିର ଝିଅ ସେ ଜିତନ୍ତୁ. ହେଲେ ଆମେ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବୁ। ହାଇକମାଣ୍ଡଙ୍କ ନିଷ୍ପତ୍ତି ଆମ ନିଷ୍ପତ୍ତି। କିଛି ଲୋକଙ୍କ କଥାରେ ମୁଁ ଏଭଳି ପ୍ରସ୍ତାବ!-->…
ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ସଂଯୋଗ
ରାଇରଙ୍ଗପୁର: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗାଁ ପାଖ ଡୁଙ୍ଗୁରିସାହିରେ ନଥିଲା ବିଜୁଳି । ବର୍ଷ ବର୍ଷ ଧରି ଅନ୍ଧାରରେ ଜୀବନ କାଟୁଥିଲ ଲୋକେ । ହେଲେ ମୁର୍ମୁ ଏବେ ଏନଡିଏ ପ୍ରାର୍ଥୀ ହେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ସେହି ସାହିରେ ବିଜୁଳି ସଂଯୋଗ ଚାଲିଛି ।!-->…