Browsing Category

ଓଡିଶା

ଭଦ୍ରକ ବ୍ୟାଙ୍କ ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ଭଦ୍ରକ: ଭଦ୍ରକ ବ୍ୟାଙ୍କ ଡକାୟତି ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ଭଦ୍ରକ ଟାଉନ ଥାନା ପୁଲିସ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ମିଷ୍ଟର ଶ୍ରୀକାନ୍ତ (୧୯)। ଶ୍ରୀକାନ୍ତଙ୍କର ଘର ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ମରାଠୀବାସା ଗ୍ରାମରେ। ତାଙ୍କଠାରୁ ୯ ଲକ୍ଷ ଟଙ୍କା ଜବତ…

ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲାରେ ଥାନାରେ ହାଜର ହେଲେ ପ୍ରେମିକ ସନ୍ତୋଷ

ଭୁବନେଶ୍ଵର: ଭୁବନେଶ୍ୱର ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ଘଟଣା ଦିନକୁ ଦିନ ଅତି ରହସ୍ୟମୟ ହେବାରେ ଲାଗିଛି । ଗତକାଲି ପୁର୍ବତମ ପୁରୁଷ ବନ୍ଧୁ ଥାନାରେ ହାଜର ହୋଇଥିବା ବେଳେ ଆଜି ରଶ୍ମିରେଖାଙ୍କ ସ୍ୱାମୀ କୁହାଯାଉଥିବା ସନ୍ତୋଷ ପାତ୍ର ଆଜି ଥାନାରେ ହାଜର ହୋଇଛନ୍ତି । …

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ। ଏନଡିଏର ପ୍ରାର୍ଥୀ ଭାବେ ରାଜ୍ୟସଭା ସେକ୍ରେଟାରୀ ଜେନେରାଲ୍‌ଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୬୪ବର୍ଷିୟ ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା,…

ଓଲିଉଡ ଅଭିନେତା ରାଇମୋହନଙ୍କ ପ୍ରାଚୀ ବିହାର ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର…

ଭୁବନେଶ୍ୱର: ଓଲିଉଡ ସିନେ ଜଗତର ଚର୍ଚ୍ଚିତ ଅଭିନେତା ରାଇମୋହନ ପରିଡ଼ାଙ୍କର ପରଲୋକ । ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଅଭିନେତା ରାଇମୋହନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଅଭିନେତା ଜଣକ କାହିଁକି ଆତ୍ମହତ୍ୟା କଲେ ବୋଲି ବର୍ତ୍ତମାନ ସୁଦ୍ଧା କାରଣ…

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଏକ ବର୍ଷ ମଧ୍ୟରେ ସଂଖ୍ୟାଧିକ ସୁରକ୍ଷା ଅଭିଯାନର ଶୁଭାରମ୍ଭ…

. ୨୦୦୦ରୁ ଅଧିକ ସମ୍ବେଦନଶୀଳ ସ୍ଥାନ ଅସୁରକ୍ଷିତରୁ ସୁରକ୍ଷିତ ସ୍ଥାନରେ ରୂପାନ୍ତରିତଭୁବନେଶ୍ୱର // ବ୍ରହ୍ମପୁର : ସୁରକ୍ଷା ପ୍ରତି ପ୍ରତିବଦ୍ଧତା ସ୍ୱରୂପ, ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ…

ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ନବରଙ୍ଗପୁର ଜିଲ୍ଲାକୁ ଦିନିକିଆ ଗସ୍ତ : ବିଭିନ୍ନ ଉନ୍ନୟନ ମୂଳକ…

ନବରଂଗପୁର :- ଆଜି ଓଡିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନବରଙ୍ଗପୁର ଜିଲ୍ଲାକୁ ଦିନିକିଆ ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ପ୍ରଥମେ ହିର୍ଲି ଠାରେ ଥିବା ଆଦର୍ଶ ବିଦ୍ୟାଳୟ ଯାଇ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ…

ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପାଇଁ ଦିଲ୍ଲୀ ଗଲେ ୮ ବିଜେପି ବିଧାୟକ

ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ଥିବାବେଳେ ସେଥିରେ ଯୋଗ ଦେବାକୁ ଓଡ଼ିଶାର ୮ଜଣ ବିଜେପି ବିଧାୟକ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ଏହି ବିଧାୟକମାନେ ଆସନ୍ତାକାଲି ରାଷ୍ଟ୍ରପତି ପଦ ନିମନ୍ତେ ଶ୍ରୀମତୀ…

ନୀଳଗିରିରୁ ବ୍ରାଉନ୍‌ସୁଗାର ଜବତ; ଜଣେ ଗିରଫ

ନୀଳଗିରି : ନୀଳଗିରି ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଏବେ ଧଳାଜହର କାରବାର ବଢ଼ିବାରେ ଲାଗିଛି। ଆଜି ବାଲେଶ୍ଵର ଅବକାରୀ ମୋବାଇଲ ସ୍କ୍ୱାଡ ଓଲଡ଼ଙ୍ଗ ଅଞ୍ଚଳରୁ ହେବା ସହ ଜଣେ ଯୁବକଙ୍କୁ ଗିରଫ କରିବା ସହ ୬୦ ଗ୍ରାମ୍‌ ବ୍ରାଉନ ସୁଗାର (ଧଳା ଜହାର) ଜବତ କରିଛି। କିଛି ମାସ ପରେ…

ରଥଯାତ୍ରା ପାଇଁ ଓଟିଡିସିର ସ୍ବତନ୍ତ୍ର ଟୁର୍‌ ପ୍ୟାକେଜ୍‌

ଭୁବନେଶ୍ବର : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ସମ୍ବଲପୁର, ଭୁବନେଶ୍ଵର ଓ ପୁରୀରେ ଶ୍ରଦ୍ଧାଳୁଙ୍କ ପାଇଁ (ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ) ଓଟିଡିସି ତରଫରୁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍‌ର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ କିଭଳି ଐତିହାସିକ ଘୋଷଯାତ୍ରାକୁ ସୁରୁଖୁରୁରେ ଦେଖି…

ରାସ୍ତା ଉପରେ ଦୁଇ ସ୍କୁଲ ବସ୍ ସିଜ୍ କଲେ ମନ୍ତ୍ରୀ

ଆନନ୍ଦପୁର: ଆକ୍ସନ ମୁଡ଼ରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ରାସ୍ତା ଉପରେ ଦୁଇ ସ୍କୁଲ୍ ବସ୍ ଉପରେ ଅନ୍ ଦି ସ୍ପଷ୍ଟ ଆକ୍ସନ୍ । କ୍ଷମତାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେବା ଅଭିଯୋଗରେ ଦୁଇ ସ୍କୁଲ୍ ବସ୍ ସିଜ୍ । ଘଟଣା ଘଟିଛି ଆନନ୍ଦପୁର ଅଞ୍ଚଳରେ । ସିଜ୍ ହୋଇଥିବା ଦୁଇଟି ବସ୍ ପ୍ରାଣବଲ୍ଲଭ…