Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପାରାଭାଡ଼ି ଉଠି ରଥରେ ଖପୁରି ସ୍ଥାପନ
ପୁରୀ : ମଙ୍ଗଳବାର ତିନି ରଥରେ ପାରାଭାଡ଼ି ଉଠି ଖପୁରି ସ୍ଥାପନ କରିଛନ୍ତି ନିର୍ମାଣକାରୀ । ଖପୁରି ଉପରେ ପୋତା ହୋଇଛି କଳସ ଡାଙ୍ଗିଆ । ଏହାପରେ କଳସ ଲାଗିବ । ଏପଟେ ରଥଖଳାରେ ଦୁଆର ଘଡ଼ା କାମ ଜାରି ରହିଛି । ପ୍ରତି ରଥର ତିନୋଟି ଲେଖାଏଁ ଦୁଆର ଘଡ଼ା ସରିଛି । ମହାପ୍ରଭୁଙ୍କ ସିଂହାସନ ସ୍ଥାପନ!-->…
ଓଡିଶାକୁ ଭଲ ପାଇବାର ସର୍ବଶ୍ରେଷ୍ଠ ଉଦାହରଣ: ସମୀର ମହାନ୍ତି
ଭୁବନେଶ୍ୱର : ଦ୍ରୈାପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ରାଜ୍ୟ ବିଜେପିର ପ୍ରତିକ୍ରିୟା । ପ୍ରେସମିଟରେ ପ୍ରତିକ୍ରିୟା ଜଣାଇଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ମୋଦୀ ସରକାର ଓଡିଶାକୁ ଭଲ ପାଇବାର ଅନେକ ଉଦାହରଣ ଛାଡିଛନ୍ତି । ଏବେ ଦ୍ରୈାପଦୀ ମୁର୍ମୁ ଙ୍କୁ!-->…
ଆଜି ରାଜ୍ୟରେ ୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୧୮ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୩ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
!-->!-->!-->…
ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ମନ୍ଦିର ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ
ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ମଙ୍ଗଳବାର ଦିନ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରାଯିବା ପରେ ଆଜି ସକାଳୁ ସକାଳୁ ରାଇରଙ୍ଗପୁର ବିଭିନ୍ନ ମନ୍ଦିର ଯାଇ ସେ ପୂଜାର୍ଚ୍ଚନା କରିଛନ୍ତି।
ବୁଧବାର ସକାଳୁ!-->!-->!-->…
ଚୌଦ୍ବାର ଅଟୋ ଡ୍ରାଇଭର୍ଙ୍କ ମୃତ୍ୟୁର ପର୍ଦ୍ଦାଫାସ
କଟକ/ଚୌଦ୍ବାର: ଚୌଦ୍ବାରର ଅଟୋ ଡ୍ରାଇଭର୍ ଲୋକନାଥ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପର୍ଦ୍ଦାଫାସ କରିଛି ଚୌଦ୍ବାର ଥାନା ପୁଲିସ। ସୂଚନା ଅନୁଯାୟୀ ବିରୂପା ବ୍ରିଜ ନିକଟରେ ଏକ ପିକ୍ ଅପ୍ ବୋଲେରୋ ଧକ୍କା ଦେବାରୁ ଲୋକନାଥ ରାସ୍ତାରେ ଛିଟିକି ପଡ଼ିଥିଲେ। ସେ ଉକ୍ତ ପିକ୍ ଅପ୍!-->…
ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ କଥା ଆଗରୁ ଜାଣିଥିଲେ ନବୀନ
ଭୁବନେଶ୍ୱର: ଦେଶର ସର୍ବୋଚ୍ଚ ପଦବୀରେ ବସିବାକୁ ଯାଉଛନ୍ତି ଜଣେ ଓଡିଆ । ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡିଶାର ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି NDA । ଆଉ ଗତକାଲି (ମଙ୍ଗଳାବର) ଏହି ଖବର ପ୍ରକାଶ ପାଇବା ପରେ ଟ୍ବିଟ କରି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛଥିଲେ!-->…
ଗୋରେଖନାଥଙ୍କ ହୁଣ୍ଡି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା
ଜଗତସିଂହପୁର: ଗୋରେଖନାଥଙ୍କ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଗଲେ ଦୁର୍ବୃତ୍ତ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କେରେକେରାର ଶୈବପୀଠ ଗୋରେଖନାଥଙ୍କ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଦୁର୍ବୃତ୍ତମାନେ ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି। ସିସିଟିଭିରେ ଦୁର୍ବୃତ୍ତମାନେ!-->…
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ରାଜ୍ୟ ପାଇଁ ଗର୍ବର ବିଷୟ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଭାବରେ ଘୋଷଣା ହେବା ଆମ ରାଜ୍ୟ ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀମତୀ ମୁର୍ମୁଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି!-->…
ରଥ ଯାତ୍ରା ପାଇଁ ପୁରୀରେ କରାଯିବ ବ୍ୟାପକ ଟିକାକରଣ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ଆଗକୁ ରଥ ଯାତ୍ରା ଆସୁଛି । ପୁରୀରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ପୁରୀରେ ଅଧିକ ଟୀକାକରଣ କରିବାକୁ ପୁରୀ ପ୍ରଶାସନକୁ ଅବଗତ କରାଯାଇଛି । ଯେଉଁମାନେ ଦ୍ୱିତୀୟ ଡୋଜ ବା ପ୍ରିକସନ ଡୋଜ ନେଇନାହାନ୍ତି ସେମାନଙ୍କୁ ଏକ ସ୍ୱତନ୍ତ୍ର କ୍ୟାମ୍ପ କରି ଟୀକା!-->…
ଦ୍ରୌପଦୀ ମୁର୍ମୁଙ୍କୁ ୨୪ ଘଣ୍ଟିଆ ‘ଜେଡ୍ ପ୍ଲସ୍’ ସୁରକ୍ଷା
ନୂଆଦିଲ୍ଲୀ,୨୨/୬ : NDAର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦୌପଦୀ ମୁର୍ମୁଙ୍କୁ ୨୪ ଘଣ୍ଟିଆ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି । କେନ୍ଦ୍ର ସରକାର ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ତାଙ୍କ ନିରାପତ୍ତା ନିମନ୍ତେ 'ସିଆର୍ ପିଏଫ୍ ' କମାଣ୍ଡୋ ମୁତୟନ କରାଯାଇଛି ।
!-->!-->!-->…