Browsing Category

ଓଡିଶା

ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସ

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କଟକ ଡିଭିଜନର ୫ ଜଣିଆ ଟିମ ଆଜି ଭୋର ସମୟରେ ଜଳେଶ୍ଵର ବିଡ଼ିଓଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଛନ୍ତି। ଅନୁଗୁଳ ଭିଜିଲାନ୍ସ ଏସପି ସୋମନାଥ ବାରିକ ନେତୃତ୍ୱରେ ଏକ…

୩୦ଫୁଟ ତଳକୁ ଖସିଲା କାର୍, ସ୍ତ୍ରୀ ମୃତ, ସ୍ୱାମୀ ଓ ୨ ପୁଅ-ଝିଅ ଗୁରୁତର

କରଞ୍ଜିଆ: ଯଶିପୁର ଥାନା ଦେଇ ଯାଇଥିବା ୪୯ ନମ୍ବର ରାଜ୍ୟ ରାଜପଥର ଗହିରା ବାଙ୍କ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଏତେ ଭୟଙ୍କର ଥିଲା ଯେ ୩୦ ଫୁଟ ତଳେ ପଡ଼ିଲା ଓଡ଼ି କାର୍ । ଦୁର୍ଘଟଣାରେ ଜନୈକ ୩୬ବର୍ଷୀୟ ମହିଳାଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ, ଦୁଇ…

ମୁଣ୍ଡଳୀରେ ଏନ୍‌ଡିଆର୍‌ଏଫ୍‌ ଯବାନ୍‌ଙ୍କୁ ବିପୁଳ ସମ୍ବର୍ଦ୍ଧନା

କଟକ/ନରାଜ: ଦୀର୍ଘ ୧୦୬ ଘଣ୍ଟାର ପରିଶ୍ରମ କରି ୮୦ଫୁଟ୍‌ ମାଟି ତଳୁ ରାହୁଲଙ୍କୁ ଉଦ୍ଧାର କରିଥିବା କଟକ ମୁଣ୍ଡଳୀ ଏନ୍‌ଡିଆର୍‌ଏଫ୍‌ ଯବାନ ମାନେ ଓଡ଼ିଶା ଫେରିବା ପରେ ସେମାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଫୁଲ ପକାଇ ଯବାନ୍‌ମାନଙ୍କୁ ସ୍ୱାଗତ କରିଛନ୍ତି ସାଥୀ ସହଯୋଗୀ…

ଧରାପଡ଼ିଲେ ଲୁଟେରା ବାପା, ପୁଅ ସହ ଆଉ ଜଣେ: ୮୦ଟି ମୋବାଇଲ୍‌ ଜବତ

ଧରାପଡ଼ିଲେ ୪୨୦ ବାପ, ପୁଅ । ସାଙ୍ଗ ହୋଇ ଲୁଟୁଥିଲେ, ସାଙ୍ଗ ହୋଇ ବନ୍ଧା ହେଲେ । ଚୋରି ମୋବାଇଲ ଦେଖି ପୋଲିସ ତାଜୁବ୍‌ । ୮୦ଟି ମୋବାଇଲ୍‌ ଜବତ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରୁ ଲୁଟେରା ବାପା, ପୁଅ ସହ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ । କେନ୍ଦୁଆମୁଣ୍ଡି ଗାଁର…

୬ ଜିଲ୍ଲାକୁ ଛୁଇଁଲା ମୌସୁମୀ, ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଏବେସୁଦ୍ଧା ୬ ଜିଲ୍ଲାକୁ ମୌସୁମୀ ଛୁଇଁସାରିଲାଣି । ଶନିବାର ରାଜ୍ୟର ଆଉ କିଛି ଜିଲ୍ଲାକୁ ଛୁଇଁବ ମୌସୁମୀ । ଉତ୍ତର ଓଡ଼ିଶା ବ୍ୟତୀତ ବାକି ଅଞ୍ଚଳରେ ମୌସୁମୀ ବର୍ଷା ହେବାର ସମ୍ଭାବନା ଅଧିକ । ରାଜଧାନୀରେ ବି ହୋଇପାରେ । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା.ସୁରେନ୍ଦ୍ରନାଥ ପଶୁପାଳକ…

ଅଗ୍ନିପଥ ଯୋଜନାକୁ ବିରୋଧ ପ୍ରତିବାଦରେ ୬୦କିମି ଦୌଡ଼ିଲେ ଯୁବକ

ଅଗ୍ନିପଥ ଯୋଜନାକୁ ତୀବ୍ର ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଜଳୁଛି ନିଆଁ । ଏମିତି ପ୍ରତିବାଦ ସ୍ୱରୂପ ନବରଙ୍ଗପୁର ଜିଲ୍ଲା ଉମରକୋଟର ଜଣେ ଯୁବକ ନରେଶ ବିଶ୍ୱାସ ୬୦ କିଲୋମିଟର ଦୌଡ଼ିଛନ୍ତି । ସେନାରେ ନିଯୁକ୍ତି ପାଇଁ ୪ ବର୍ଷ ବଦଳରେ ୧୫ ବର୍ଷ କରିବା ସହ ସମସ୍ତ ସରକାରୀ ସୁବିଧା ମଧ୍ୟ…

ଇଡି କାର୍ଯ୍ୟାଳୟରେ ଲଗାଇଲେ କଳା ପତାକା

ଭୁବନେଶ୍ବର : କେନ୍ଦ୍ରର ବିଜେପି ସରକାରଙ୍କ ଇସାରାରେ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିନା ତଥ୍ୟ ପ୍ରମାଣରେ ଅପମାନିତ କରି ଜେରା କରୁଛି। ଶୁକ୍ରବାର ଦିନ ଓଡ଼ିଶା ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ…

ଥଣ୍ଡା, କାଶ ହେଲେ ତୁରନ୍ତ ଆଇସୋଲେଟ୍ ହୁଅନ୍ତୁ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର : ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି ଯେ, ଥଣ୍ଡା, କାଶ ଓ ଜ୍ୱର ହେଲେ ଲୋକମାନେ ତୁରନ୍ତ ନିଜକୁ ଆଇସୋଲେଟ କରନ୍ତୁ, ଟେଷ୍ଟିଂ କରାନ୍ତୁ। ତାହାହେଲେ ଯାଇ ସେମାନେ ନିଜ ପରିବାର ଲୋକଙ୍କୁ…

କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସର ପିସିସି ସଭାପତି

ଭୁବନେଶ୍ୱର: ଅଗ୍ନିପଥ ଯୋଜନାକୁ ବିରୋଧ କରିଛି କଂଗ୍ରେସ । ସେନା କ୍ଷେତ୍ରରେ ଚୁକ୍ତି ଭିତ୍ତିକ ନିଯୁକ୍ତିକୁ କଂଗ୍ରେସ ନିନ୍ଦା କରେ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କେନ୍ଦ୍ର ନିୟମରେ ପରିବର୍ତ୍ତନ ଆଣିବା ପାଇଁ ସେ ଦାବି କରିଛନ୍ତି । କେନ୍ଦ୍ର ସରକାର ବର୍ଷକୁ ୨ କୋଟି…

ପ୍ରତ୍ୟେକ ଜୀବନ ମୂଲ୍ୟବାନ, ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରୁହନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ବିପର୍ଯ୍ୟୟ…