Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
UPSC ଆଶାୟୀଙ୍କୁ ଆର୍ଥିକ ସହାୟତା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ସିଭିଲ ସର୍ଭିସ ଆଶାୟୀଙ୍କୁ ଆର୍ଥିକ ସହୟତା କରିବେ ରାଜ୍ୟ ସରକାର। ପ୍ରିଲିମ୍ସରେ କୃତିତ୍ବ ଲାଭ କରିବା ପରେ କୋଚିଂ କିମ୍ବା କୌଣସି ପ୍ରକାର ଆର୍ଥିକ ସହାୟତା ଲୋଡୁଥିବା ଗରିବ ଶ୍ରେଣୀର ପିଲାଙ୍କୁ ସାହାଯ୍ୟ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର।
ବର୍ତ୍ତମାନ ୟୁପିଏସସସି!-->!-->!-->…
୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ BEO ଅଫିସର କନିଷ୍ଠ ସହାୟକ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ BEO ଅଫିସର କନିଷ୍ଠ ସହାୟକ । ମୟୂରଭଞ୍ଜ ବଡ଼ସାହି BEO ଅଫିସର କନିଷ୍ଠ ସହାୟକ ବିକ୍ରମ ବେହେରାଙ୍କୁ ଧରିଛି ଭିଜିଲାନ୍ସ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି ବାଲେଶ୍ବର ଭିଜିଲାନ୍ସ ଟିମ୍ ।!-->…
କଳାହାଣ୍ଡିରେ କିସ୍ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ କିସ୍ ପକ୍ଷରୁ ପ୍ରତିଷ୍ଠିତ ଏକ ସ୍କୁଲ ଉଦ୍ଘାଟନ କରିଛନ୍ତି। ଏହି ବିଦ୍ୟାଳୟରେ ୧୨୦୦ ଜନଜାତି ପିଲା ବିନା ମୂଲ୍ୟରେ ପାଠ ପଢିବାର ସୁଯୋଗ ପାଇବେ। ଏଥିପାଇଁ!-->…
କଟୁରୀରେ ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସ୍ୱାମୀ
କରଞ୍ଜିଆ: ସ୍ୱାମୀ ସାଜିଲା ସଇତାନ. ଘଟାଇଲା ଅମାନୁଷିକ କାଣ୍ଡ. ଟାଙ୍ଗିଆ ଦୁଇ ଗଡ଼ କରିଦେଲା ନିଜ ପତ୍ନୀକୁ । ଖାଲି ସେତିକି ନୁହେଁ ହତ୍ୟା ପରେ ସ୍ତ୍ରୀର ମୁଣ୍ଡକୁ ଗୁହାଳରେ ପୋତିଦେଲା ପିଶାଚ ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ କରଞ୍ଜିଆ ଠାକୁରମୁଣ୍ଡା!-->…
ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ସଚିବ ହେଲେ ସଂଜୟ ସିଂହ
ଭୁବନେଶ୍ବର : ବିଏମସି କମିଶନର ଥିବା ସଂଜୟ ସିଂହଙ୍କୁ ନୂଆ ନିଯୁକ୍ତି ଦେଲେ ସରକାର । ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ହେଲେ ସଂଜୟ ସିଂହ । ବିଡିଏ ଭିସି ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲି. ସିଏମଡି ଦାୟିତ୍ୱରେ ବି ରହିବେ । ଓଡିଶା ଔଷଧ ନିଗମ ଏମଡି ଯାମିନୀ ଷଡଙ୍ଗୀଙ୍କୁ ଡିଏ!-->…
IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ଗଞ୍ଜାମ ଜିଲାପାଳ ହେଲେ ବିଏମ୍ସି କମିଶନର
ଭୁବନେଶ୍ବର: ରାଜ୍ୟରେ ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ଭୁବନେଶ୍ବର ମହାନଗର ନିଗମର କମିଶନର ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଯୁକ୍ତ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମ କମିଶନର ଭାବେ ଜେ.ସୋନାଲଙ୍କୁ ଦାୟିତ୍ବ ମିଳିଥିବା ବେଳେ କଟକ ମହାନଗର ନିଗମ କମିଶନର ଭାବେ!-->…
ଉନ୍ନୟନ କମିଶନର ଓ ୫ଟି ସଚିବଙ୍କ ଓଲଟପୁର ଗସ୍ତ
ଭୁବନେଶ୍ୱର: ଓଲଟପୁର ସ୍ଥିତ NIRTAR ଅସ୍ଥି ଚିକିତ୍ସା ତଥା ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି। ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନର ସ୍ୱାସ୍ଥ୍ୟ ସେବାର!-->…
ନିଖୋଜ ନାବାଳକର ମୃତଦେହ ଉଦ୍ଧାର
ଭୁବନେଶ୍ବର: ଗତ କିଛି ଦିନ ତଳେ ଭୁବନେଶ୍ବର ନୀଳାଦ୍ରୀ ବିହାର ପଣ୍ଡାକୁଦିଆା ବସ୍ତିରୁ ନିଖୋଜ ହୋଇଥିବା ନାବାଳକର ମୃତଦେହ ପୋଲିସ ଉଦ୍ଧାର କରିଛି। ଜରିରେ ବନ୍ଧା ଅବସ୍ଥାରେ ବାଳକର ମୃତଦେହ ଉଦ୍ଧାର ହୋଇଛି। ମୃତକ ପଣ୍ଡାକୁଦିଆ ବସ୍ତିର ବୈଦ୍ୟରାଜ ନାୟକ ।
ଭୁବନେଶ୍ବର ନୀଳାଦ୍ରୀ ବିହାର!-->!-->!-->…
ଖଣି ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢ଼ଉ
ଭୁବନେଶ୍ବର/ଯାଜପୁର: ଆୟକର ବିଭାଗର୪୦ ଜଣିଆ ଟିମ୍ ହାଇଦ୍ରାବାଦ, ପୁରୀ, ଭୁବନେଶ୍ବର ସମେତ ଯାଜପୁର ଜିଲ୍ଲା ଧର୍ମଶାଳାରେ ଚଢ଼ଉ ଜାରି ରଖିଛନ୍ତି। ଲଘୁ ଖଣିଜ ସଂପଦ ଗ୍ରାନାଇଟ୍ (କଳାପଥର) ବ୍ୟବସାୟ ସହ ସଂପୃକ୍ତ ହଜାର ହଜାର କୋଟି ଟଙ୍କାର ଟିକେଟ ଫାଙ୍କିବା ନେଇ ଆଜି ସକାଳ ୫ରୁ ଚଢ଼ଉ ଆରମ୍ଭ!-->…
ନରସିଂହପୁର ହାତୀ ମୃତ୍ୟୁ ଘଟଣା: ଗଠନ ହେଲା ସ୍ବତନ୍ତ୍ର ତଦନ୍ତକାରୀ ଦଳ
ଭୁବନେଶ୍ବର: କଟକ ଜିଲା ନରସିଂହପୁର ଜଙ୍ଗଲରେ ହାତୀ ମୃତ୍ୟୁ ଓ କଙ୍କାଳ ମିଳିବା ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଏଟି) ଗଠନ କରାଯାଇଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ସୂଚନା ଦେଇଛନ୍ତି। ଉଚ୍ଚସ୍ତରୀୟ ତଦନ୍ତକାରୀ ୩ ଜଣିଆ ଦଳରେ ପ୍ରଧାନ ମୁଖ୍ୟ ବନ!-->…