Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଇନ୍ସପେକ୍ଟର ସ୍ନିଗ୍ଧାରାଣୀଙ୍କ ନାଁରେ ମାମଲା, ଡ୍ରାଇଭରଙ୍କୁ ଜାମିନ
ବଲାଙ୍ଗୀର: କାର୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ବିବାଦରେ ଥିବା ପୋଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ନାଁରେ ସୋନପୁର ପୁଲିସ ମାମଲା ରୁଜୁ କରିଛି। ଜଣେ ଅଭିଯୁକ୍ତକୁ ଅପରାଧରେ ସହଯୋଗ କରିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସୋନପୁର ଏସ୍ପି ଅମରେଶ ପଣ୍ଡା!-->…
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୬୫ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଆଜି ବି ଦୈନିକ ସଂକ୍ରମଣ ସଂଖ୍ୟା ୧ ହଜାର ଉପରେ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୬୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୪ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୪୧୪ ଜଣ ସ୍ଥାନୀୟ!-->…
ସାଳନ୍ଦୀ ଓ ବୈତରଣୀ ନଦୀ ଉଛୁଳି ଗାଁରେ ପଶିଲା ଜୁଆର ପାଣି
ଆରଡି: ଲଘୁଚାପ ପ୍ରଭାବରେ ଗତ ୨ଦିନ ହେବ ଭଦ୍ରକ ଜିଲାର ଜଳଦେଶ ଭାବେ ପରିଚିତ ଚାନ୍ଦବାଲି ସ୍ଥିତ ଧାମରା ଠାରେ ସମୁଦ୍ର ଅଶାନ୍ତ ହୋଇପଡିଛି । ଏପରିକି ସମୁଦ୍ର ଉଚ୍ଚ ଜୁଆର ଢେଉ କୂଳ ଲଂଘି ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳିବାରେ ଲାଗିଛି । ଫଳରେ ଆରଡି ନିକଟସ୍ଥ ଶୀତଳପୁର, ପାଲଟପୁର, ସାନପଙ୍କି,!-->…
ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁ ମହିଳା ଜନତା ଦଳର ବୈଠକ
ଭୁବନେଶ୍ବର: ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁ ମହିଳା ଜନତା ଦଳର ବୈଠକ । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ବୈଠକରେ ସମସ୍ତ ମହିଳା ସାଂସଦ, ବିଧାୟକ ଓ ନେତୃବୃନ୍ଦ ସାମିଲ ଥିଲେ ।
ଆସନ୍ତା ଡିସେମ୍ବର ୨୪ ତାରିଖ!-->!-->!-->…
ସ୍ବାସ୍ଥ୍ୟକର୍ମୀଙ୍କୁ ତାଲା ପକାଇଲେ ଟିକା ନେବାକୁ ଆସିଥିବା ଲୋକେ
ବାଲେଶ୍ୱର: ବାଲେଶ୍ୱର ଜିଲା ସୁନହଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାଦାନକୁ ନେଇ ଉତ୍ତେଜନା ଦେଖା ଦେଇଛି। ମଡ଼ିକାଲର ସ୍ବାସ୍ଥ୍ୟକର୍ମୀଙ୍କୁ ଲୋକେ ଘରେ ପୁରାଇ ତାଲା ଦେଇଛନ୍ତି। ଅଫଲାଇନ ବଦଳରେ ଅନ୍ଲାଇନ୍ ଟିକାଦାନକୁ ବିରୋଧ କରି ଏଭଳି ହୋଇଥିବା ଜଣାପଡ଼ିଛି।ସୂଚାନାଯୋଗ୍ୟ,!-->…
ପାର୍କ ନାଁ ରେ କେଳେଙ୍କାରୀ…! କିଏ କାହିଁକି ଖର୍ଚ୍ଚ କରିଛି ଟଙ୍କା ! : “ପୀତବାସ ପଣ୍ଡା “
ବ୍ରହ୍ମପୁର -: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା 2021ଜାନୁୟାରୀ ମାସ ପାଞ୍ଚ ତାରିଖରେ ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କ ମହାଶମହୋରରେ ଉଦଘାଟନ ହୋଇଥିଲା l ସେହି ସମୟରେ ଏଥି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଥିଲା l ପରବର୍ତ୍ତୀ ସମୟରେ ବିଶିଷ୍ଟ!-->!-->!-->…
‘ବିଶ୍ୱ ଯୁବା କୌଶଳ ଦିବସ-୨୦୨୨’ ପାଳିତ
ଭୁବନେଶ୍ୱର : ବିଶ୍ୱ ଯୁବା କୌଶଳ ଦିବସ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଦିବସର ପ୍ରସଙ୍ଗକୁ କେନ୍ଦ୍ର କରି ୯୦ ସେକେଣ୍ଡର ଭେଲ୍ଫି ପ୍ରତିଯୋଗିତା କରି ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଏହି କାର୍ଯ୍ୟକ୍ରମଟିକୁ ଆୟୋଜନ ତଥା ପରିଚାଳନା କରାଯାଇଥିଲା । ଏଥିରେ ମୁଖ୍ୟ!-->…
ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା : ୭ଜିଲ୍ଲାକୁ ଅରେଞ୍ଜ, ୧୭ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ବର : ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ଜାରି ରହିଛି। ଲଘୁଚାପ ସୃଷ୍ଟି ହେବା ପରେ ମୌସୁମୀ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିଛି। ଏହି ବର୍ଷା ଆହୁରି ସପ୍ତାହ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଅଧିକ ରହିବ ବୋଲି!-->…
ଟ୍ରେନ୍ରେ ଦୁଇ ଯାତ୍ରୀଙ୍କ ମଧ୍ୟରେ ମାର୍ପିଟ୍, ଛୁରାମାଡ଼ରେ ଜଣେ ମୃତ
ଖଲ୍ଲିକୋଟ: ଚେନ୍ନାଇ-ହାୱାଡା ମେଲ ଟ୍ରେନରେ ଦୁଇ ଯାତ୍ରୀଙ୍କ ମଧ୍ୟ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ମାର୍ପିଟ୍ ହୋଇଛି । ଜଣେ ଯାତ୍ରୀଙ୍କ ଛୁରା ଆକ୍ରମଣରେ ଅନ୍ୟ ଜଣେ ଯାତ୍ରୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ପ୍ରସନ୍ନଜିତ୍ ଗରାଇ । ଗଞ୍ଜାମ ଷ୍ଟେସନ ନିକଟରେ ତାଙ୍କୁ!-->…
କଟକରେ ମହିଳାଙ୍କୁ ଗଳା କାଟି ହତ୍ୟା
କଟକରେ ମହିଳାଙ୍କୁ ଗଳା କାଟି ହତ୍ୟା। ଲାଲ ବାଗ ଥାନା ଅଂଚଳର କୁତାଖାଇଗଳିର ଏହି ଘଟଣା। ଘରେ କେହି ନ ଥିବା ବେଳେ ଘରେ ପଶି ହତ୍ୟା କରିଥିବା ଜଣାଯାଇଛି। ବେକକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ଦିଆଯାଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଅଂଚଳରେ ଏବେ ଶୋକାକୁଳ!-->…