Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସାଇବର ପୋଲିସ ପଞ୍ଝାରେ ସାଇବର ଠକ, ଚାକିରି ଦେବାକୁ ଠକିଥିଲେ ଲକ୍ଷାଧିକ ଟଙ୍କା
ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ସାଇବର ଠକଙ୍କ ଠକେଇ ବଢୁଥିବା ବେଳେ ଦୁର୍ବୁତ୍ତଙ୍କୁ ଧରିବା ପୋଲିସ୍ ପ୍ରତି ଏକ ଚ୍ୟାଲେଞ୍ଜିଂ ହୋଇପଡ଼ିଯାଇଛି । କିନ୍ତୁ ବର୍ତ୍ତମାନ ସାଇବର ଥାନା ପୋଲିସ ହାତରେ ଧରାପଡ଼ିଛି ଜଣେ ସାଇବର ଠକ । ବିଭିନ୍ନ ବଡ଼ ବଡ଼ କମ୍ପାନୀରେ ଚାକିରୀ କରାଇ ଦେବାକୁ!-->…
ୟୁଜି-ପିଜି ନାମଲେଖା, ସାମ୍ସରେ ଦାଖଲ ହେବନି ନାମଲେଖା ଫି
ଭୁବନେଶ୍ୱର: ଏଣିକି ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ନାମଲେଖାରେ ସାମ୍ସରେ ଆଉ ନାମଲେଖା ଫି ଦାଖଲ ହେବନି । ଯେଉଁ କଲେଜରେ ଛାତ୍ରଛାତ୍ରୀଙ୍କ ଚୟନ ହେବ ସେଠାରେ ନାମଲେଖା ସରିବ ପରେ ହିଁ ନାମଲେଖା ଫି' ଦାଖଲ କରିବେ । ପୂର୍ବବର୍ଷ ଭଳି ଇ-ଆଡମିଶନରେ ଫି ଦାଖଲ କରାଯିବନି । ଏନେଇ ସମସ୍ତ!-->…
ବେକକାଟି ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
କେନ୍ଦୁଝର: କେନ୍ଦୁଝର ଜିଳ୍ଲା ଘଷିପୁରା ଥାନା କଇନିପୁରା ଗ୍ରାମରେ ଜଣେ ୨୦ ବର୍ଷିୟ ଯୁବତୀ ନିଜ ବେକ କାଟି ଆତ୍ମହତ୍ଯା ଉଦ୍ଯମ କରିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ!-->…
ଆଖଣ୍ଡଳମଣି ପୀଠରେ ଦେବଦମ୍ପତିଙ୍କ ବିବାହ
ଆରଡ଼ି: ପବିତ୍ର ଶୀତଳଷଷ୍ଠୀରେ ଶନିବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରତିବର୍ଷ ଏହି ପୀଠରେ ଶିବବିବାହ ଅନୁଷ୍ଠିତ ହୋଇଆସୁଛି। ବାବା ଆଖଣ୍ଡଳମଣି ବର ଓ ମାତା ପାର୍ବତୀ ସାଜିଲେ କନ୍ୟା। ସମ୍ପୂର୍ଣ୍ଣ!-->…
୨୧ରେ ଇଟାଲୀ ଓ ଦୁବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଚଳିତମାସ ୨୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଦିନିଆ ବିଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଦୀର୍ଘ ୨୫ବର୍ଷ ମଧ୍ୟରେ ଶ୍ରୀ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ବିଦେଶ ଗସ୍ତରେ ଯିବେ । ଏହି ଗସ୍ତକାଳରେ ସେ ଇଟାଲୀ ଓ ଦୁବାଇ ଯାତ୍ରା କରିବେ ବୋଲି ଜଣାପଡ଼ିଛି।
!-->!-->!-->…
ଶ୍ରୀମନ୍ଦିର ବେଢାରେ ମହାଦେବଙ୍କ ଦର୍ଶନ କଲେ ଭି.କେ. ପାଣ୍ଡିଆନ
ପୁରୀ: ପୁରୀରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଏହାସହ ପବିତ୍ର ଶୀତଳ ଷଷ୍ଠୀ ଦିବସରେ ମନ୍ଦିର ବେଢାରେ ଥିବା ମହାଦେବଙ୍କ ଦର୍ଶନ ମଧ୍ୟ କରିଛନ୍ତି । ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ ପର୍ଯ୍ୟନ୍ତ ରହିବା ସହ ସେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ!-->…
୧୯ ଜଣଙ୍କୁ ଗଲାଣି ଫୋନ କଲ, କାଲି ୧୧.୪୫ରେ ଲୋକସେବା ଭବନରେ ନୂଆମନ୍ତ୍ରୀମାନଙ୍କ ଶପଥ ଗ୍ରହଣ
ଭୁବନେଶ୍ବର : ନବୀନଙ୍କ ପଞ୍ଚମପାଳିର ବହୁ ପ୍ରତୀକ୍ଷିତ ମନ୍ତ୍ରୀମଣ୍ଡଳ ଅଦଳବଦଳ ହୋଇଛି | ଆସନ୍ତାକାଲି ଦିନ ୧୧.୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ। ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ପରେ ଯେଉଁମାନେ!-->…
ମନ୍ତ୍ରୀମଣ୍ଡଳରେ ହେବ ପରିବର୍ତ୍ତନ! ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ବିଜେଡି ସରକାରର ପଂଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତିକୁ ସପ୍ତାହ ନପୁରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ନବୀନଙ୍କୁ ଦେଇଥିବାବେଳେ ଆସନ୍ତା ୨-୩ ଦିନ!-->…
ରାଜଧାନୀରୁ ୫ କୋଟିର ବ୍ରାଉନ ସୁଗାର ଜବତ : ତିନି ବେପାରୀ ଗିରଫ
ଭୁବନେଶ୍ଵର: ଦିନକୁ ଦିନ ରାଜ୍ୟରେ ବ୍ରାଉନ ସୁଗାର କାରବାର ବଢିବାରେ ଲାଗିଛି। ଏହି କାରବାରରେ ଲିପ୍ତ ଥିବା ବେପାରୀଙ୍କୁ ପୋଲିସ ଦୈନିକ ଗିରଫ ମଧ୍ୟ କରୁଛି। ହେଲେ ବ୍ରାଉନ ସୁଗାର କାରବାର ବନ୍ଦ ହେବାର ନାଁ ଧରୁନାହିଁ। ସେହିଭଳି ରାଜଧାନୀ ଭୁବନେଶ୍ଵରରୁ ଆଜି ୫ କୋଟି ଟଙ୍କାର ଧଳା ଜହର ଜବତ!-->…
ସ୍ନାନ ପୂର୍ଣ୍ଣିମା ନେଇ ଦଇତାପତିଙ୍କ ସହ ଏସପିଙ୍କ ବୈଠକ
ପୁରୀ: ସ୍ନାନ ପୂର୍ଣ୍ଣିମା ନେଇ ଦଇତାପତିଙ୍କ ସହ ଏସପିଙ୍କ ବୈଠକ। ପହଣ୍ଡିର ଦୁଇଘଣ୍ଟା ପୂର୍ବରୁ ପରିମାଣିକ ଟିକେଟ ପାଇଁ ଭକ୍ତଙ୍କୁ ଛାଡିବାକୁ ପ୍ରସ୍ତାବ। ସ୍ନାନ ବେଦୀ ଉପରେ ବିଶୃଙ୍ଖଳିତ ଆଚରଣ ରୋକିବା ପାଇଁ ଟିଭି ଓ ସିସିଟିଭର ବ୍ୟବସ୍ଥା କରିବା ପାଇଁ ଦଇତାପତି ନିଯୋଗ ପକ୍ଷରୁ ପ୍ରସ୍ତାବ!-->…