Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସ୍ତ୍ରୀକୁ ପଥରରେ ଛେଚି ହତ୍ୟାକଲା ସ୍ୱାମୀ
ମୋହନା: ମୋହନା ଥାନା ଭାଲିଆଗଣି ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀକୁ ପଥରରେ ଛେଚି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଗତାକଲି ବିଳମ୍ବିତ ରାତିରେ ଏହି ହତ୍ୟା ହୋଇଛି । ପାରିବାରିକ କଳହରୁ ସ୍ତ୍ରୀକୁ ପଥରରେ ଛେଚିଛେଚି ସ୍ୱାମୀ ହତ୍ୟାକରିଥିବା!-->…
ରାଜ୍ୟରେ ଆଜି ୫୭୬ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ୫ ଶହ ଟପିସାରିଲାଣି । ଗତ ୨୪ ଘଣ୍ଟାରେ ୫୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୭ ଜଣ କ୍ୱାରେଣ୍ଟାଇନରୁ ରହିଥିବା ବେଳେ ୨୩୯!-->…
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାହୁଡାଯାତ୍ରାର ପ୍ରଥମଦିନରେ ଲକ୍ଷାଧିକ ଭକ୍ତଙ୍କ ସମାଗମ
ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦାର ଶ୍ରୀଶ୍ରୀହରିବଳଦେବଜିଉଙ୍କ ବାହୁଡାଯାତ୍ରାର ପ୍ରଥମ ଦିନରେ ଲକ୍ଷାଧିକରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥ ଟାଉନଥାନା ନିକଟରେ!-->…
ପୁଣି ଅଟକିଲା ବ୍ରହ୍ମ ତାଳଧ୍ଵଜ ରଥ
କେନ୍ଦ୍ରାପଡା: ପୁନର୍ବାର ଅଧାରେ ଅଟକିଲା ବିଶ୍ୱ ନିୟନ୍ତାଙ୍କ ରଥ । ଗୁଣ୍ଡିଚାଯାତ୍ରା ମାଉସୀ ମା' ଘରକୁ ଯିବା ସମୟରେ ରଥ ବାମ ମୋଡ଼ ନେଇ ବାରମ୍ବାର ଅଟକି ଯାଉଛି ।
କେନ୍ଦ୍ରାପଡ଼ାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ ୪ ଦିନଧରି ଚାଲିବ । ଆଜି ପରମ୍ପରା!-->!-->!-->…
ଏକ ଲକ୍ଷ ଟଙ୍କାର ଇନାମୀ ଥିବା ମାଓବାଦୀ ଗିରଫ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଜବାନଙ୍କୁ ମିଳିଛି ପୁଣି ଏକ ବଡ ସଫଳତା । ଲାଲ ଗଡ଼ କୁହାଯାଉଥିବା ମାଥିଲି ଅଂଚଳର ତୁଳସୀ ପାହାଡ଼ ଜଙ୍ଗଲରେ କୁମିଙ୍ଗ ବେଳେ ଗିରଫ ହେଲା ଏକ ଲକ୍ଷ ଟଙ୍କାର ଇନାମୀ ମାଓବାଦୀ ଲଷ୍ମନ ପଡିଆମୀ । ସୂଚନା ମୁତାବକ ମାଥିଲି ଅଞ୍ଚଳର ତୁଳସୀ ପାହାଡ଼ ଜଙ୍ଗଲରେ!-->!-->!-->…
ସିଂହଦ୍ୱାର ସାମ୍ନାରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ
ପୁରୀ : ଜନ୍ମବେଦୀରେ ଲୀଳାଖେଳ ସାରି ବାହୁଡ଼ିଛନ୍ତି ମହାପ୍ରଭୁ। ବଡଭାଇ ବଳଭଦ୍ର , ଉଭଣୀ ସୁଭଦ୍ରାଙ୍କୁ ଧରି ଗୁଣ୍ଡିଚାମନ୍ଦିରରୁ ବାହୁଡିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ବାହୁଡ଼ା ଯାତ୍ରାରେ ଆସି ସିଂହଦ୍ବାରରେ ପହଞ୍ଚିଛି ତିନି ରଥ। ଶ୍ରୀମନ୍ଦିର ନିକଟରେ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ!-->…
ରାଜଧାନୀରୁ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନିୟୁ ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା ଗୋଟିଏ ବନ୍ଦ ଘରୁ ପୁଲିସ୍ ମୃତଦେହକୁ ଉଦ୍ଧାର କରିଛି। ମୃତ ଛାତ୍ର ଜଣଙ୍କ ହେଲେ ଖୋର୍ଦ୍ଧା ସରପାରିରେ ଗାଁର ଜ୍ୟୋତି ରଂଜନ ସାହୁ। ଜ୍ୟୋତି ଖୋର୍ଦ୍ଧାର!-->…
ରାଉରକେଲା କୋଏଲ ନଦୀରେ ବୁଡି ୩ ନାବାଳକ ମୃତ, ଜଣେ ନିଖୋଜ
ରାଉରକେଲା: ରାଉରକେଲା ଝିରପାଣି ପମ୍ପ ହାଉସ ନିକଟରେ ଅଘଟଣ । ନଦୀରେ ଗାଧୋଇବା ହେଲା କାଳ । କୋଏଲ ନଦୀରେ ବୁଡ଼ିଗଲେ ୪ ସମ୍ପର୍କୀୟ ଭାଇ । ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳଏ ଅନ୍ୟ ଜଣଙ୍କ ମିଳୁନି ପତ୍ତା । ପୋଲିସ ଓ ଅଗ୍ନିଶମ ବାହିନୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।!-->…
ପୁରୀରେ ପୋଡପିଠା ପୂଜାକୁ ନେଇ ଦୁଇ ପୂଜାରୀ ହାତାହାତି
ପୁରୀ: ବାହୁଡାଯାତ୍ରାବେଳେ ମାଉସୀ ମା ମନ୍ଦିରରେ ୩ ଠାକୁର ପୋଡପିଠା ଖାଇବାର ପରମ୍ପରା ରହିଛି । କିନ୍ତୁ ଶନିବାରଦିନ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ପୋଡପିଠା ସମର୍ପଣ କରିବା ପୂର୍ବରୁ ଦୁଇ ପୂଜକ ହାତାହାତି ହୋଇଛନ୍ତି। ଫଳରେ ପୋଡପିଠା ହାଣ୍ଡି ଭାଙ୍ଗିଯାଇଛି । ଏହାକୁ ନେଇ ବଡଦାଣ୍ଡରେ!-->…
ଘରୋଇ ବସରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ
ଯାଜପୁର: ଚଣ୍ଡିଖୋଲରୁ ଆସୁଥିବା ବେଳେ ଏକ ଘରୋଇ ବସରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ। । ସୂଚନା ମୁତାବକ ବ୍ଯାସନଗର ସ୍ଥିତ ସାପଗଡିଆ ଅଂଚଳର ଜନୈକ ବ୍ଯକ୍ତିଙ୍କ ଝିଅ ଚଣ୍ଡିଖୋଲର ଏକ କଲେଜରେ ପାଠ ପଢ଼ନ୍ତି। ତେବେ ଆଜି କଲେଜରେ କ୍ଲାସ କରି ସାରି ଘରକୁ ଏକ ଘରୋଇ ବସରେ ଛାତ୍ରୀ ଜଣକ ଆସୁଥିଲେ!-->…