Browsing Category

ଓଡିଶା

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା: କେସ୍‌ ଡାଏରି ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ମାମଲାରେ ଗିରଫ ଅଭିଯୁକ୍ତ ଜଗନ ମହାପାତ୍ରଙ୍କ ଜାମିନ ଆବେଦନର ଶୁଣାଣି ହୋଇଛି । ସରକାରଙ୍କୁ କେସ୍‌ ଡାଏରି ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗନର ଜାମିନ ଆବେଦନର ଶୁଣାଣି କରି ଏହି…

କାହା ଛତ୍ର ଛାୟା ତଳେ ପ୍ରଧାନ ଶିକ୍ଷକ : ନାଲି ଫିତା ତଳେ ଦବି ଯିବନି ତ ପିତାମାତା ଙ୍କ କରୁଣ କ୍ରନ୍ଦନ.. !!

ଖଇରପୁଟ //ମାଲକାନଗିରି : ଗତ ୧୫ ମେ ୨୦୨୨ ରବିବାର ବିଳମ୍ବିତ ରାତ୍ର ପ୍ରାୟ ୧୧.୩୦ ରେ ଶ୍ରୀଧର ନାମକ ଏକ କଅଁଳ ଶିଶୁର କ୍ରନ୍ଦନ ଶେଷ ଥର ପାଇଁ ପ୍ରକମ୍ପିତ ହୋଇଥିଲା ନନ୍ଦିନୀଗୁଡ଼ା ଛାତ୍ରାବାସରେ । ସନ୍ଧ୍ୟା ୮.୩୦ରୁ ରାତି ୧୧.୩୦ ପର୍ଯ୍ୟନ୍ତ ଦୀର୍ଘ ୩ଘଣ୍ଟା ଧରି ମୃତ୍ୟୁ ସହ ଅହରହ…

ସୁନ୍ଦରଗଡ଼ରେ ଓମ୍ବାଡ୍‌ସିର ଓଭରସାଇଟ୍ ଅଥରିଟି : ଦ୍ୱିତୀୟ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉନ୍ନୟନ ପ୍ରକଳ୍ପ ବୁଲି…

-ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଷ୍ଟାଫ୍ କ୍ୱାର୍ଟରର ଉଦ୍‌ଘାଟନ କଲେ-କୁଆରମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ଗୋଷ୍ଠୀ ସମ୍ବଳ କେନ୍ଦ୍ରର ଶୁଭାରମ୍ଭ କଲେ ସୁନ୍ଦରଗଡ଼ (୧୯/୦୫) : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର…

ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ

କେନ୍ଦୁଝର: ଶେଷରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । ଜାତୀୟ ଜନଜାତି କମିଶନ ଙ୍କ ପାଖରେ ହାଜର ହେଲେ ଜିଲ୍ଲାପାଳ । କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସ ରେ ହାଜର ହେଲେ । ବାରମ୍ବାର ସମନ ପରେ ଶେଷରେ ହାଜର ହେଲେ ଜିଲ୍ଲାପାଳ । ଏମିତିକି ସମନ ସତ୍ତ୍ୱେ ହାଜର ନ ହେବାର…

ଏଥର ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା

ପୁରୀ: ୨ ବର୍ଷର ଅପେକ୍ଷା ପରେ ଆଜି ପୂରଣ ହୋଇଛି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମଳନର ସ୍ୱପ୍ନ । ୨ ବର୍ଷ ହେଲା ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ । କିନ୍ତୁ ଚଳିତବର୍ଷ ଭକ୍ତଙ୍କ ଭିଡରେ ସ୍ନାନଯାତ୍ରା ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଛି । ଗତ ଦୁଇ ବର୍ଷରୁ…

ଟମାଟୋ ଫ୍ଲୁ ଏକ ଭାଇରାଲ ରୋଗ : ଜନସ୍ଵାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର : ରାଜ୍ୟରେ ଟମୋଟୋ ଫ୍ଲୁ ସୂଚନା ମିଳବାରେ ପରେ ଆଲର୍ଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା କହିଛନ୍ତି ଏହା ଏକ ଭାଇରାଲ ରୋଗ । ଏହି ସମୟରେ ହୋଇଥାଏ ଟମୋଟୋ ଫ୍ଲୁ । ଏହାର ଲକ୍ଷଣ ହେଉଛି ପିଲା ଖାଇବେ ନାହିଁ । ବାନ୍ତି ହେବା ସହ…

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସ୍ତାବକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

କଟକ : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ବିରୋଧ । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ହାଇକୋର୍ଟ ବାର୍ ଆସୋସିଏସନର ବିରୋଧ । ରାଜ୍ୟରେ ଦୁଇଟି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆଇନ୍ ମନ୍ତ୍ରୀଙ୍କ ପ୍ରସ୍ତାବ । ପ୍ରସ୍ତାବ ସମ୍ପର୍କିତ ରିପୋର୍ଟ୍ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ…

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨,ସଙ୍ଗରୋଧରୁ ୭ ଓ ସ୍ଥାନୀୟ ୫ । ୫ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗୀରରୁ ୧, କଟକ ୧, ଗଜପତି ୨, ଖୋର୍ଦ୍ଧା ୬, ନୂଆପଡା ୧ ଓ…

ରେଭେନ୍ସାରେ ଛାତ୍ରଙ୍କ ଆମରଣ ଅନଶନ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରମାନେ ଆମରଣ ଅନଶନରେ ବସିଛନ୍ତି । ସନ୍ଧ୍ୟା ୬ଟା ପରେ ପଛପଟ ଗେଟ୍ ଖୋଲିବା ନିଷ୍ପତ୍ତିକୁ ନେଇ ଛାତ୍ରମାନେ ବିରୋଧ କରି ଏହି ଅନଶନ କରିଛନ୍ତି । ପଛପଟ ଗେଟ୍ ବନ୍ଦ ରଖି ମୁଖ୍ୟ ଗେଟ୍ ଖୋଲିବାକୁ ଛାତ୍ରମାନେ ଦାବି କରିଛନ୍ତି । ଛାତ୍ରମାନଙ୍କ କହିବା…

କାଠ ଫାଳିଆରେ ପିଟିପିଟି ସ୍ୱାମୀକୁ ମାରିଦେଲା ସ୍ତ୍ରୀ

ଉଦଳା : ସ୍ୱାମୀକୁ ପିଟିପିଟି ମାରିଲା ସ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଶିରିଆପାଳ ଗାଁରେ ଅଭାବନୀୟ ଘଟଣା । ମୃତକ ହେଲେ ଶିରିଆପାଳ ଗାଁର ଲାଦୁରା ସିଂ । କୌଣସି କାରଣକୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଝଗଡା ଏତେ ଭୟଙ୍କର ଥିଲା ଯେ, ସ୍ତ୍ରୀ ଏକ କାଠ…