Browsing Category

ଓଡିଶା

ରାଜ୍ୟବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ନବବର୍ଷ । ସାରା ଦେଶ ଓ ବିଶ୍ୱରେ ପାଳନ ହେଉଛି ନୂତନ ବର୍ଷ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ରେ ସେ ଟୁଇଟ୍‌ କରି ଲେଖିଛନ୍ତି, ଇଂରାଜୀ ନବବର୍ଷ ୨୦୨୬ ଉପଲକ୍ଷେ

କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ରୋକିବାକୁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆ ପାଇଁ ତତପରତା ଦେଖାଇଛନ୍ତି ରାଜ୍ୟ ସରକାର । କୋଟିଆରେ ହେଉଥିବା ସମସ୍ତ ବିକାଶ କାର୍ଯ୍ୟର ତଦାରଖ କରିବାକୁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଓଡିଶା ସୀମାନ୍ତ କୋରାପୁଟ ଜିଲ୍ଲା କୋଟିଆକୁ ନିଜର ଦର୍ଶାଇ ଆନ୍ଧ୍ର ପ୍ରଦେଶ

ନୂଆବର୍ଷରେ କଟକରେ ବୋମା ମାଡ଼, ଗ୍ରାମବାସୀ ଆତଙ୍କିତ

କଟକ: କଟକ ବାଙ୍କି ଅଞ୍ଚଳର ତାଳବସ୍ତା ଗାଁରେ ଏକ ଘର ଉପରେ ବୋମା ମାଡ଼ ପରେ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ। କିଛି ଦୁର୍ବୃତ୍ତମାନେ ଚିନ୍ତାମଣି ବେହେରାଙ୍କ ଘର ଉପରେ ବୋମା ଫିଙ୍ଗି ପଳାଇ ଥିଲେ। ଘରର ସଦସ୍ୟ ମାନେ ଅଳ୍ପକେ ବର୍ତ୍ତି ଯାଇଥିଲା ବେଳେ ସମ୍ପତ୍ତିର ବ୍ୟାପକ କ୍ଷତି ହୋଇଥିବା

ଶତ୍ରୁଙ୍କ ଉପରେ ବର୍ଷିବ ‘ପ୍ରଳୟ’, ଛାନିଆ ଚୀନ୍-ପାକିସ୍ତାନ

ନୂଆଦିଲ୍ଲୀ/ଭୁବନେଶ୍ବର: : ଶତ୍ରୁଙ୍କ ଉପରେ ବର୍ଷିବ ‘ପ୍ରଳୟ’| ଛାନିଆ ଚୀନ୍ ଏବଂ ପାକିସ୍ତାନ| ଡିଆରଡିଓ ଓଡ଼ିଶାର ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR) ରେ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ର ସଫଳତାର ସହ ଉତ୍ କ୍ଷେପଣ କରିଛି, ଯାହା ଶତ୍ରୁକୁ ଏକ ଦୃଢ଼ ବାର୍ତ୍ତା ଦେଇଛି। ବୁଧବାର ସକାଳ

ଘନ କୁହୁଡି ପାଇଁ ବିମାନ ସେବା ପ୍ରଭାବିତ, ୫ ବିମାନର ଦିଗ ପରିବର୍ତ୍ତନ

ଭୁବନେଶ୍ୱର: ନୂଆ ବର୍ଷର ପ୍ରଥମ ଦିନରେ ଘନ କୁହୁଡ଼ିରେ ଘୋଡ଼ାଇ ହୋଇପଡିଥିଲା ରାଜଧାନୀ। ଯାହା ଫଳରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ଆଉ ଏଥିପାଇଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିମାନବନ୍ଦର ଅଧିକାରୀଙ୍କ

ବର୍ଷର ପ୍ରଥମ ଦିନରେ ଜଗା ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ଗହଳି

ପୁରୀ:ବିଦାୟ ନେଇଛି ବର୍ଷ ୨୦୨୫। ନୂଆ ଉତ୍ସାହ ଓ ଉଦ୍ଦୀପନା ସହ ଆସିଛି ନୂଆ ବର୍ଷ ୨୦୨୬(Happy New Year 2026) । ସବୁଠି ଇଂରାଜୀ ନବବର୍ଷକୁ ପରସ୍ପରକୁ ଅଭିନନ୍ଦନ ଜଣାଇ ସ୍ବାଗତ କରିଛନ୍ତି । ତେବେ ବର୍ଷର ପ୍ରଥମ ଦିନରେ ଜଗା ଦର୍ଶନ ଲାଗି ପୁରୀରେ ଲାଗିଛି ଭକ୍ତଙ୍କ ଗହଳି । ନୂଆବର୍ଷର

ପଦୋନ୍ନତି ପରେ ଅରବିନ୍ଦ ପାଢୀଙ୍କୁ ମିଳିଲା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ

ଭୁବନେଶ୍ବର: ଅରବିନ୍ଦ ପାଢୀଙ୍କ ପଦୋନ୍ନତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ମିଳିଛି । ପଦୋନ୍ନତି ପରେ ମଧ୍ୟ ସେ କୃଷି ବିଭାଗର ପ୍ରମୁଖ ସଚିବ ଓ ଶ୍ରୀଜଗନ୍ନାଥ

ମହାନଗର ନିଗମରେ ପରିଣତ ହେଲା ପୁରୀ ପୌରପାଳିକା, ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର : ଆଜିଠାରୁ ପୁରୀ ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଭାରତ ବର୍ଷର ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ ହେଉଛି, ମହାପ୍ରଭୁ ଶ୍ରୀ

ଧାନ କିଣାରେ ଅବ୍ୟବସ୍ଥା: ବସ୍ତା ରଖି ରାସ୍ତାରୋକ କଲେ ଚାଷୀ

ହରଭଙ୍ଗା : ବୌଦ୍ଧ ଜିଲାରେ ଖରିଫ ଧାନ କ୍ରୟ ଆରମ୍ଭରୁ କେଁ ଦେଖିବାକୁ ମିଳିଛି । ଧାନକ୍ରୟ ରେ ଅନିୟମିତତା ଅଭିଯୋଗ ଆଣି ରାସ୍ତାରୋକ କରିଛନ୍ତି ଚାଷୀ । ସୂଚନା ଅନୁସାରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାଣିଭଷଣପୁର ପଞ୍ଚାୟତର କରଞ୍ଜକଟା ପ୍ୟାକ୍ସରେ ଧାନକ୍ରୟ ଶୁଭାରମ୍ଭ ହୋଇଥିଲା । ଜରି ଅଖାରେ