Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମାଞ୍ଜା ସୂତା ଲାଗି ପିଉସୀ ଓ ପୁତୁରା ଗୁରୁତର
କଟକ: କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ବାଇକରେ ପିଉସୀ ଓ ପୁତୁରା ଯାଉଥିବା ବେଳେ ମାଞ୍ଜା ଗୁଡ଼ି ସୂତା ଆସି ସେମାନଙ୍କ ବେକରେ ଗୁଡାଇ ହୋଇଯାଇଥିଲା। ଏଥିରେ ବାଇକ ଚାଳକ ତଥା ପୁତୁରା ଦେବୀ କଲ୍ୟାଣ ଆଚାର୍ଯ୍ୟ(୩୦) ଗୁରୁତର ଭାବେ ଆହତ ହୋଇଥିବା!-->…
ପ୍ରମୋସନରୁ ବାଦ ପଡ଼ିଲେ ଓଡ଼ିଶାର ଦୁଇ ବରିଷ୍ଠ ଆଇପିଏସ ଅଫିସର
ଭୁବନେଶ୍ବର: ବରିଷ୍ଠ ଆଇପିଏସ ପଦୋନ୍ନତିରେ ସରପ୍ରାଇଜ । ପ୍ରମୋସନରୁ ବାଦ ପଡ଼ିଲେ ଓଡ଼ିଶାର ଦୁଇ ବରିଷ୍ଠ ଆଇପିଏସ ଅଫିସର । ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ମିଳିଲାନି ଡିଜିପି ପାହ୍ୟା । ୧୯୯୪ ବ୍ୟାଚର ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ ଏବେ ଏଡିଜିପି!-->…
ଦୌଡିବା ବେଳେ ଟଳିପଡ଼ିଲେ ଛାତ୍ର, ମୃତ ଘୋଷଣା କଲେ ଡାକ୍ତର
ସୁନ୍ଦରଗଡ଼: ଦୌଡିବା ବେଳେ ଟଳିପଡ଼ିଲେ ଛାତ୍ର । ସୁନ୍ଦରଗଡ଼ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ାରେ ଅଘଟଣ । ରିଲେ ରେସ ବେଳେ ଅସୁସ୍ଥ ହୋଇପଡ଼ିଲେ ଛାତ୍ର । ମେଡିକାଲ ସ୍ଥାନାନ୍ତର ପରେ ମୃତ ଘୋଷଣା କଲେ ଡାକ୍ତର । ମୃତ ଛାତ୍ରଙ୍କ ନାଁ!-->…
ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କୁ ବାନ୍ଧିଲା ଭିଜିଲାନ୍ସ
ବାରଙ୍ଗ : ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡା ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଚଢ଼ାଉ ବେଳେ ଘରୁ ମିଳିଥିଲା ନଗଦ ୭୩ଲକ୍ଷ ୬୬ ହଜାର ଟଙ୍କା । ବଡ଼ଗଡ଼ ଓ ବ୍ରିଟ କଲୋନୀରେ ଠାବ ହୋଇଛି ୨ଟି ୩ ମହଲା କୋଠା । ଖୋର୍ଦ୍ଧାରେ ଦି’ମହଲା କୋଠା,!-->…
ହୋଟେଲ ପଛରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
ଆଠଗଡ: ହୋଟେଲ ପଛରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଆଠଗଡ ତାରିଣୀ ଛକରେ ଏକ ହୋଟେଲର ଜଣେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହୋଟେଲ ପଛ ପଟେ ରହୁଥିବା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଯୁବତୀ କର୍ମଚାରୀ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି । ଆଠଗଡ଼ ଅଂଚଳର ଏକ!-->…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲା ପିଇଓ ଜିତେନ୍ଦ୍ର ଜେନା
କେନ୍ଦୁଝର: ଗିରଫ ହେଲା କରିତକର୍ମା ପିଇଓ । କେନ୍ଦୁଝର ଜିଲ୍ଲା ହାଟଡିହିର ବଞ୍ଚୋ ପିଇଓ ଜିତେନ୍ଦ୍ର କୁମାର ଜେନା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କ ଓ ଇନସ୍ୟୁରାନ୍ସରେ ତାଙ୍କର ୩୪ ଲକ୍ଷ ଟଙ୍କା ଥିବା ଜଣାପଡିଛି । ବଞ୍ଚୋ ପିଇଓ!-->…
୫ ରୁ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ଦୁଇ ଘଣ୍ଟିଆ ଓପିଡି ବନ୍ଦ: ଓମସା
ଯାଜପୁର : ୧୦ ଦଫା ଦାବି ପୂରଣ ଜିଦରେ ଅଟଳ ଓମସା । ଆସନ୍ତା ୫ ତାରିଖରୁ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ଦୁଇ ଘଣ୍ଟିଆ ଓପିଡି ବନ୍ଦ ରହିବ । ଏନେଇ ଓଡ଼ିଶା ମେଡିକାଲ ସେବା ସଂଘ -ଓମସା କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟବ୍ୟାପୀ!-->…
ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢିଲା ପ୍ରଦୂଷଣ ପ୍ରମାଣପତ୍ର ଅବଧି
ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ର (ପିୟୁସିସି) ବିନା ନୋ ଫୁଏଲ’ ନୀତି ଲାଗୁ କରିବା ପାଇଁ ସମୟସୀମାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବୁଧବାର ଦିନ ସୂଚନା ଦେଇଛନ୍ତି।
ତେବେ ଗାଡ଼ି ଚାଳକ ମାନଙ୍କୁ ଅଯଥା ଚାପ ବିନା ଆବଶ୍ୟକ!-->!-->!-->…
ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ
ଭୁବନେଶ୍ବର: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଛନ୍ତି । ୪୭ ତମ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ଵ ନେଇଛନ୍ତି ଅନୁ ଗର୍ଗ । ଲୋକସେବା ଭବନରେ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । !-->…
ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି; ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଦ୍ୱାରା ପ୍ରସ୍ତୁତ କ୍ୟାଲେଣ୍ଡରରେ ଏକ ତ୍ରୁଟି ଦେଖାଯିବା ପରେ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛି ମନ୍ଦିର ପ୍ରଶାସନ।
ତ୍ରୁଟି ସମ୍ପର୍କରେ ଚିନ୍ତା ପ୍ରକାଶ କରି ମନ୍ଦିର ସେବାୟତ!-->!-->!-->…