Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କୁନି ଝିଅ ‘ପୁନ୍ୟା’କୁ କୋଳେଇ ନେଲେ ଆମେରିକୀୟ ଦମ୍ପତି
କଟକ : ସାମାଜିକ ଅନୁଷ୍ଠାନ ବସୁନ୍ଧରାରେ ରହୁଥିବା କୁନି ଝିଅ 'ପୁନ୍ୟା'କୁ ମିଳିଛି ପରିଚୟ। ଆଉ ତା'କୁ କେହି ଅନାଥ ବୋଲି କହିବେ ନାହିଁ। ଏବେ ସେ ଆମେରିକାର କଲୋରାଡୋ ସହରରେ ରହିବ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ପୁନ୍ୟାକୁ ଆମେରିକୀୟ ଦମ୍ପତ୍ତି ପୋଷ୍ୟ ଭାବେ ଗ୍ରହଣ!-->…
ମହାନଦୀରେ ଫସିଛନ୍ତି ଦୁଇଟି ହାତୀ
ବାଙ୍କୀ : ମହାନଦୀରେ ଫସିଛନ୍ତି ଦୁଇ ହାତୀ । ଆଠଗଡ଼ ସୁକସେନ ଜଙ୍ଗଲରୁ ଚନ୍ଦକା ଡମପଡା ଅଭୟାରଣ୍ୟକୁ ମହାନଦୀ ପାର ହୋଇ ଆସୁଥିବା ବେଳେ ଦୁଇଟି ହାତୀ ଅଟକି ରହିଛନ୍ତି । ସକାଳ ହୋଇଯିବାରୁ ଲୋକଙ୍କ ଗହଳି ଦେଖି ଜଙ୍ଗଲକୁ ନଯାଇ ଭଗିପୁର ନିକଟ ମହାନଦୀ ପଠାରେ ଫସିଛନ୍ତି ୨ ହାତୀ ।
ହାତୀ!-->!-->!-->…
କାର୍-ବାଇକ୍ ମୁହାଁମୁହିଁ ଧକ୍କା, ଏକା ସାଙ୍ଗରେ ଚାଲିଗଲା ବାପା-ପୁଅଙ୍କ ଜୀବନ
ଖୋର୍ଦ୍ଧା: କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା। ଏକା ସାଙ୍ଗରେ ଚାଲିଗଲା ବାପା-ପୁଅଙ୍କ ଜୀବନ। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ଵର ଜାତୀୟ ରାଜପଥ ଚକାପଦା ଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ବାପା ହେଲେ ବୋଲଗଡର ମଧୁସୂଦନ ଦାସ ଓ ପୁଅ କ୍ଷୀରୋଦ ଦାସ।
ସୂଚନାନୁଯାୟୀ,!-->!-->!-->…
ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ ପାଇଁ ଟେଣ୍ଡର ଆହ୍ୱାନ
ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ ବୋଲି ଦୀର୍ଘ ଦିନ ହେବ ପ୍ରଚାର ହୋଇ ଆସୁଛି । ହେଲେ ତାହା ବାସ୍ତବତାରେ ପରିଣତ ହେବା ପାଇଁ ଦିନ ପରେ ଦିନ ଗଡ଼ି ଚାଲିଛି । ତେବେ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ରେଳ ଷ୍ଟେସନର ବିକାଶ ନେଇ ଆଶା ଜନ୍ମିଛି । ପ୍ରାଥମିକ!-->…
ରାଜ୍ୟର ୧୬ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ବର ୭।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ କେବେ ପହଞ୍ଚିବ ସେନେଇ କୌଣସି ପ୍ରକାରର ସ୍ପଷ୍ଟ ଚିତ୍ର ଏଯାବତ୍ ମିଳିପାରି ନାହିଁ । କିନ୍ତୁ ଆସନ୍ତା ୧୨ ପରେ ପହଞ୍ଚିବା ନେଇ ଆକଳନ କରାଯାଉଛି । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ଟି ଜିଲ୍ଲାରେ କାଳବୈଶାଖୀ!-->…
ଯାଜପୁର ନେଉଳପୁର ନିକଟରେ ଅଜଣା ଗାଡି ଧକ୍କାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ
ଯାଜପୁର: ୧୬ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ଏହି ଜାତୀୟ ରାଜପଥ ଆଜି ନେଇଛି ଆଉ ଏକ ଜୀବନ। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନେଉଳପୁର ଛକ ନିକଟରେ ଘଟିଛି ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ। ସୂଚନା ମୁତାବକ, ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଦୁର୍ଗା!-->…
ବୁଲା, ଅସହାୟ ଓ ପରିତ୍ୟକ୍ତ ପ୍ରାଣୀଙ୍କୁ ମିଳିବ ସେବା: ମୁଖ୍ୟମନ୍ତ୍ରୀ ଜାରି କଲେ ଟୋଲ୍ ଫ୍ରି ନମ୍ବର ୧୯୬୨
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଲାଇନ୍ ଜରିଆରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ (State Animal Helpline) ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ!-->…
ହାତୀ ଦେହରେ ବାଜିଛି ୧୦ ଗୁଳି, ଚିକିତ୍ସା ପାଇଁ ପହଞ୍ଚିଲେ ବନ ବିଭାଗ ଅଧିକାରୀ
କଟକ: ହାତୀ ଦେହରେ ବାଜିଛି ୧୦ ଗୁଳି। ନରସିଂହପୁର ଜଙ୍ଗଲରେ ବୁଲୁଛି ଏକ ଗୁଳିବିଦ୍ଧ ଦନ୍ତା ହାତୀ । ମିଳିଥିବା ସୂଚନା ଅନୁସାରେ ପଶ୍ଚିମ ବନ ବିଭାଗ ଅଧିନ ଜୟପୁର ଠାରେ ଏକ ଦନ୍ତା ହାତୀ ଶରୀରରେ ୧୦ଟି ଗୁଳି ବାଜିଥିବା ଜଣା ପଡିଛି । ଗୁଳିବିଦ୍ଧ ଏହି ଦନ୍ତା ହାତୀ ଯନ୍ତ୍ରଣାରେ ଛଟପଟ ହେବା ସହ!-->…
ସ୍ନାନ ବେଦୀକୁ ଆସିବେ ଶ୍ରୀଜିଉ, ତିନି ଘଣ୍ଟା ଦର୍ଶନ କରିବେ ଶ୍ରଦ୍ଧାଳୁ
ପୁରୀ: ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ଦେବସ୍ନାନ ପୂର୍ଣ୍ଣିମା । ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ବେଶ ଦେଖିବାକୁ ଭକ୍ତଙ୍କୁ ସ୍ନାନବେଦୀ ଉପରେ ତିନି ଘଣ୍ଟା ସମୟ ମିଳିବ । କିନ୍ତୁ ଶ୍ରୀବିଗ୍ରହ ମାନଙ୍କୁ ସ୍ପର୍ଶ କରିପାରିବେ ନାହିଁ ଭକ୍ତ । ଆଜି ଗଜପତିଙ୍କ ଅଧ୍ୟକ୍ଷତାରେ!-->…
ବିମାନବନ୍ଦରରୁ ହୋଟେଲ ଯାଏଁ ସବୁଠି ରହିବ କଡା ସୁରକ୍ଷା ବ୍ୟବସ୍ଥା : ଡିସିପି
ଭୁବନେଶ୍ବର : କଟକ ବାରବାଟୀ ମ୍ୟାଚ୍ ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି । ଭୁବନେଶ୍ବର ଏୟାରପୋର୍ଟଠାରୁ ହୋଟେଲରେ ରହିବା ପର୍ଯ୍ୟନ୍ତ ଏବଂ ହୋଟେଲରୁ ବାରବାଟୀ ଯାଏଁ ସବୁଠି ସୁରକ୍ଷା ପାଇଁ ଚାଲିଛି!-->…