Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆସନ୍ତାକାଲି ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା
ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ଆଉ ଅକ୍ଷୟ ତୃତୀୟାରେ ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଚାଷୀଙ୍କୁ ନବୀନଙ୍କ ଅକ୍ଷୟ ତୃତୀୟା ଭେଟି । କାଲି ମିଳିବ 'କାଳିଆ' ଟଙ୍କା। ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ କାଳିଆ ଟଙ୍କା। ଆସନ୍ତାକାଲି ଅପରାହ୍ନରେ କାଳିଆ ଯୋଜନାର!-->…
ଏଥର ମହାସମାରୋହରେ ପାଳିତ ହେବ ଇଦ୍
ଭଦ୍ରକ: ପାଳନ ହେବ ସଂଖ୍ୟା ଲଘୁ ସମ୍ପ୍ରଦାୟର ପର୍ବ ଇଦ ଉଲ ଫିତର । ଦୀର୍ଘ ଏକ ମାସର ଉପବାସ ପରେ ଏହି ପର୍ବ ପାଳିତ ହୁଏ । ପବିତ୍ର ରମଜାନ ମାସର ଉପବାସ ପରେ ଦାନ ଓ ଧର୍ମର ପର୍ବ ଇଦ ଉଲ ଫିତର ବା ଇଦ ପାଳନ ହୋଇଥାଏ ।
ତେବେ ଭଦ୍ରକ ଜିଲ୍ଲାରେ ଏଥର ଇଦ ମହାସମାରୋହରେ ପାଳିତ ହେବ । କୋଭିଡ଼!-->!-->!-->…
ଭଉଣୀ ଘରେ କଳାକନା ବୁଲାଇ ଗିରଫ ହେଲା ଭାଇ
ଭୁବନେଶ୍ୱର ୦୨/୦୫: ଭଉଣୀ ଘରେ କଳାକନା ବୁଲାଇଲା ଗିରଫ ହେଲା ଭାଇ। ଭଉଣୀ ଘରକୁ ଆସି ୩୦ ହଜାର ଟଙ୍କା ସହ ସ୍କୁଟି ଚୋରି ଲୁଟି ଚମ୍ପଟ ମାରିଥିଲା। ପରେ ଭାଉଣୀ ଏକଥା ଜାଣିପାରି ଚନ୍ଦ୍ରଶେଖରପୁର ଥାନାଲେ ଅଭିଯୋଗ କରିଥିଲା। ଚନ୍ଦ୍ରଶେଖରପୁର ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଥିଲା।!-->…
ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ବିଏମସିର ଆଗୁଆ ପ୍ରସ୍ତୁତି
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ବିଏମସିର ଆଗୁଆ ପ୍ରସ୍ତୁତି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ଏଥିରେ ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ, ବାତ୍ୟା ଆସିଲେ କିପରି ମୁକାବିଲା କରାଯିବ ସେନେଇ ଟିକିନିଖି ଆଲୋଚନା!-->!-->!-->…
କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ । କିନ୍ତୁ ସବୁ ସ୍ଥାନରେ ପୂର୍ବ ପରି ବ୍ୟାପିବ ନାହିଁ । କିଛି କିଛି ସ୍ଥାନରେ କରୋନା ରହିବ । ଏହା ସହ ପୂର୍ବରୁ ଆଇଆଇଟି କହିଥିଲା ଜୁନରେ ଚତୁର୍ଥ ଲହର ଆସିବ । ଏବେ ଚତୁର୍ଥ ଲହର ଯଥେଷ୍ଟ କମ୍ ବୋଲି କହିଛନ୍ତି । ଯଦି ଏହା ଆସେ ବିଶେଷ!-->…
କଟକ ବିଡ଼ାନାସୀ ଚହଟାନଗର ଅଞ୍ଚଳରେ ସିରିଜ୍ ଲୁଟ୍ ଘଟଣା, ୪ ଡକାୟତ ଗିରଫ
କଟକ: କଟକ ବିଡ଼ାନାସୀ ଚହଟାନଗର ଅଞ୍ଚଳରେ ସିରିଜ୍ ଲୁଟ୍ ଘଟଣାରେ ୪ ଡକାୟତ ଗିରଫ। ସେମାନଙ୍କୁ ଗିରଫ କରିଛି ବିଡାନାସୀ ଥାନା ପୋଲିସ । ସମସ୍ତ ଅଭିଯୁକ୍ତଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ । ସେମାନଙ୍କ ନିକଟରୁ ୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ନଗଦ ୧୫ ହଜାର ଟଙ୍କା ଜବତ ହୋଇଛି। ଏକ!-->…
କୋର୍ଟରେ ହାଜର ହେବା ପରେ ଜେଲ ଗଲେ ଦେବଗଡ଼ ବିଧାୟକ, ଆସନ୍ତାକାଲି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା
ଦେବଗଡ଼: ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଆଜି ଦେବଗଡ଼ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଛି। ଏଥି ସହିତ ତାଙ୍କର ୨ ଜଣ ସହଯୋଗୀଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। କୋର୍ଟରେ ଜାମିନ ନାମାଞ୍ଜୁର!-->…
ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ନେଇ ସ୍ପଷ୍ଟ କଲେ ତାରା ବାହିନୀପତି
ଭୁବନେଶ୍ବର: କୋରାପୁଟ ଜିଲ୍ଲା ଜୟପୁର ବିଧାୟକ ତାରା ବାହିନୀପତି କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି। ନିଜେ ତାରାବାହିନୀ ପତି ଏହା କହିଛନ୍ତି। ତାରା କହିଛନ୍ତି ଯେ, ବ୍ୟକ୍ତିଗତ କାରଣରୁ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛି। ପିସିସି ସଭାପତି ପଦ ସମ୍ପର୍କରେ!-->…
ଗିରଫ ପରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଅସୁସ୍ଥ
ଦେବଗଡ: ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଅସୁସ୍ଥ। ଭୁବନେଶ୍ଵରରୁ ପୋଲିସ ଗିରଫ କରି ଦେବଗଡ ଆଣୁଥିବା ବାଟରେ ଅସୁସ୍ଥ ବିଧାୟକଙ୍କୁ ଛତାବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ସାଲାଇନ ଲଗାଯିବା ସହ ଚିକିତ୍ସା ଜାରି ରହିଛି। ତିଳେଇବଣି ବିଡିଓଙ୍କୁ ମାଡ଼!-->…
ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ କିନ୍ନର ମୃତ
ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ରବିବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବଳରାମ ରାଉତ ଓ ଘର ନିମାପଡ଼ା ଅଞ୍ଚଳରେ ବୋଲି ଜଣାପଡିଛି। ତେବେ ସେ କେଉଁ ପରିସ୍ଥିତିରେ ଗୁମୁଟ ଉପରୁ ଡେଇଁଲେ ତାହା ଜଣାପଡି ନାହିଁ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ!-->…