Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଜୋରିମାନା
କୋରାପୁଟ: ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଜୋରିମାନା । ସେମିଳିଗୁଡା ସହରର ନେତାଜୀ ଇଂରାଜୀ ମାଧ୍ୟମିକ ସ୍କୁଲର ଏକ ବସକୁ ଏହି ଫାଇନ କରାଯାଇଛି। ୨୦୧୮ ଏପ୍ରିଲ ମାସ ଠାରୁ ବସର ଟ୍ୟାକ୍ସ ସହ ଫିଟନେସ ଓ ପରମିଟ ନଥିବାରୁ ଏହି ଜରିମାନା କରାଯାଇଛି।କୋରାପୁଟ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଏହି!-->…
ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ଘଟଣା: ନିଜ ଆଡୁ ମାମଲା ରୁଜୁ କଲେ ଓଏଚଆରସି
ଭୁବନେଶ୍ୱର: ବଡ଼ଗଡ଼ ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ । ନିଜ ଆଡୁ ମାମଲା ରୁଜୁ ସହ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି । ଏହି ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ଦେବାକୁ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।!-->…
ସ୍ୱାମୀଙ୍କ ଦ୍ୱିତୀୟ ବିବାହ ପାଇଁ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ କନେଷ୍ଟବଳଙ୍କ ସ୍ତ୍ରୀ
ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ଏସପି କାର୍ଯ୍ୟାଳୟରେ ଅଭାବନୀୟ ଘଟଣା । କନେଷ୍ଟବଳ ସ୍ତ୍ରୀଙ୍କ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ। ସ୍ବାମୀ ନିର୍ଯାତନା ଓ ଦ୍ୱିତୀୟ ବିବାହ କରିଥିବାରୁ ବାରମ୍ବାର ପୋଲିସ ଆଗରେ ଗୁହାରୀ କରି ନ୍ୟାୟ ନମିଳିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା ଜଣଙ୍କ!-->…
ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ତାରିଣୀ ମନ୍ଦିର ଭାଙ୍ଗିଲା ବିଏମସି
ଭୁବନେଶ୍ୱର: ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ତାରିଣୀ ମନ୍ଦିର ଭାଙ୍ଗିଲା ବିଏମସି । ସ୍ମାର୍ଟସିଟି କର୍ପୋରେସନ ଓ ବିଏମସି ପକ୍ଷରୁ ମିଳିତ ଭାବରେ ମନ୍ଦିର ଭଙ୍ଗାଯାଇଛି । ଏହକୁ ନେଇ ମନ୍ଦିର ପୂଜକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଦୀର୍ଘ ୪୦ ବର୍ଷ ଧରି ମନ୍ଦିର ଏହି!-->…
ସଂକ୍ରମଣ ଉପରେ ନିୟମିତ ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ଚିଠି
ଭୁବନେଶ୍ୱର: ଦେଶର ଅନ୍ୟ ରାଜ୍ୟରେ ସଂକ୍ରମଣ ବୃଦ୍ଧି ହେଉଛି । ଏହାକୁ ନେଇ ଆଗୁଆ ସର୍ତକତା ଅବଲମ୍ବନ କରିଛି ଓଡିଶା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମୁନିସିପାଲ, କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖାଯାଇଛି । ସଂକ୍ରମଣ ଉପରେ ନିୟମିତ ନଜର ରଖିବା ପାଇଁ କୁହାଯାଇଛି ।
!-->!-->!-->…
ସୌମ୍ୟ ଆତ୍ମହତ୍ୟା ଘଟଣା: ସୋନାଲି ଓ ତାଙ୍କ ମାଆଙ୍କ ନାଁରେ ମାମଲା
ଭୁବନେଶ୍ୱର: ମଡେଲ୍ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲା ନେଇଛି ନୂଆମୋଡ଼। ଅଢ଼େଇ ମାସ ପରେ ସୌମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦ ଏବଂ ତାଙ୍କ ମାଆଙ୍କ ବିରୋଧରେ ମାମଲା ରୁଜୁ କରିଛି ଇନ୍ଫୋସିଟି ଥାନା ପୁଲିସ। ଏଥିରେ ପୁଲିସର ଦଫା ୩୦୬ ଏବଂ ୩୪ରେ ମାମଲା ରୁଜୁକରି ତଦନ୍ତ କରୁଛି।
!-->!-->!-->…
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ଘଟଣା, ବିଜେପିର ନିରପେକ୍ଷ ତଦନ୍ତ ଦାବି
ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ଘଟଣା । ଏହାର ନିରପେକ୍ଷ ତଦନ୍ତ ଦାବି କଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ ।
ସୂଚନା ଅନୁସାରେ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘରେ ରଷୋୟା ଭାବେ କାର୍ଯ୍ୟ କରୁଥିଲେ ଢେଙ୍କାନାଳ ନୂଆପଡ଼ା ଗାଁର ଲଲିତ!-->!-->!-->…
ରାଜଧାନୀରେ ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗ : ଲେଖାଶ୍ରୀ ସାମନ୍ତସିଂହାରଙ୍କ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର: ରାଜଧାନୀରେ ଡ୍ରାଇଭରଙ୍କ ଆନ୍ଦୋଳନ ଆଉ ଆତଙ୍କରାଜ ସରକାର ପ୍ରୟୋଜିତ। ସରକାର ଡାହାଣୀ ହୋଇ ଲାଗୁଛନ୍ତି ଆଉ ଗୁଣିଆ ହୋଇ ଛଡାଉଛନ୍ତି। ୨ ବର୍ଷ ପୁର୍ବରୁ ସେମାନଙ୍କୁ ଏକାଠି କରିବାକୁ ଯୋଜନା ହୋଇଥିଲା। ସେମାନଙ୍କୁ ଡ୍ରେସ କୋଡ୍ ଆଉ ଲୋଗୋ କିଏ ଦେଲା ବୋଲି ସାମ୍ବାଦିକ ସମ୍ମିଳନୀ କରି!-->…
୪୪.୪ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ଖରାରେ ସିଝୁଛି ସାରା ଓଡ଼ିଶା। ଆଜି ରେକର୍ଡ କରାଯାଇଥିବା ଦିନ ତାପମାତ୍ରା ମଧ୍ୟରେ ୨୧ ଟି ଜିଲ୍ଲାର ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଠାରୁ ଅଧିକ ରେକର୍ଡ କରାଯାଇଛି। ସୋନପୁରରେ ସର୍ବାଧିକ ୪୪.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି!-->…
ଟ୍ରାକ୍ଟର ଚକା ଫାଟି ଡ୍ରାଇଭର ମୃତ, ଜଣେ ଗୁରୁତର
ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଶାସଙ୍ଗ ଛକ ନିକଟରେ ଘଟିଛି ଅଘଟଣ । ଛକଠାରେ ଥିବା ଏକ ଟାୟାର ମରାମତି ଦୋକାନକୁ ଆସିଥିବା ଟ୍ରାକ୍ଟରର ଚକଫାଟି ଯିବାରୁ ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ ଘଟିଥିବାବେଳେ ଟ୍ରାକ୍ଟର ମାଲିକ ଗୁରୁତର ହୋଇଛନ୍ତି । ଉଭୟ ଡ୍ରାଇଭର ମାଧବ ଜେନା ଓ!-->…