Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆଜି ବି ହାଜର ହେଲେନି କେନ୍ଦୁଝର ଜିଲ୍ଲାପାଳ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାପାଳଙ୍କ ନା'ରେ ଜନଜାତି କମିଶନଙ୍କ ୱାରେଣ୍ଟ ପ୍ରସଙ୍ଗ । ଆଜି ବି କମିଶନଙ୍କ ନିକଟରେ ହାଜର ହେଲେନି ଜିଲ୍ଲାପାଳ ଆଶିଷ ଠାକରେ । କେନ୍ଦୁଝର ଆଇନ୍ଶୃଙ୍ଖଳା ପରିସ୍ଥିତି ଦର୍ଶାଇ ହାଜର ହୋଇନଥିବା ସୂଚନା । ଏ ନେଇ କମିଶନଙ୍କୁ ଚିଠି ଲେଖି ଡିଜିପି ସମୟ ମାଗିଥିବା!-->…
ବର୍ଷା ସହ କାଳବୈଶାଖୀ ସମ୍ଭାବନା, ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଆଜି ଠାରୁ ଆଗାମୀ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୧୪ ତାରିଖ ଗୁରୁବାର ଅପରାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ରାୟଗଡା,!-->…
ଦଶ ହଜାର ଲାଞ୍ଚ ନେଉଥିବା ବେଳେ ସେକ୍ସନ ଅଫିସରଙ୍କୁ ଧରିଲା ଭିଜିଲାନ୍ସ
ଭଦ୍ରକ : ମୃତ ଅଧ୍ୟାପକଙ୍କର ପେନ୍ସନ୍ କରାଇ ଦେବା ପାଇଁ ଜଣେ ସେକ୍ସନ ଅଫିସର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ନଗଦ ୧୦ ହଜାର ଟଙ୍କା ନେବା ବେଳେ ରାସ୍ତା ମଝିରେ ସେକ୍ସନ ଅଫିସରଙ୍କୁ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ!-->…
ଗରମ ତେଲ ଢାଳି ଯୁବକଙ୍କୁ ହତ୍ୟା
ନୟାଗଡ଼: ଗରମ ତେଲ ଢାଲି ଯୁବକଙ୍କୁ ହତ୍ୟା ଅଭିଯୋଗ । ନୟାଗଡ଼ ଶରଣକୁଳ ଚଢ଼େୟାପଲ୍ଲୀ ଗାଁରେ ଘଟିଛି ଏଭଳି ଘଟଣା । ସ୍ଥାନୀୟ ଅଞ୍ଚଳର ଜଣେ ବିଧବା ମହିଳା ଓ ତାଙ୍କ ଜ୍ୱାଇଁ ମିଶି ପଡ଼ୋଶୀ ଯୁବକ ମାଣିଆ ପ୍ରଧାନଙ୍କ ଉପରେ ଗରମ ତେଲ ଢାଲି ଦେଇଥିବାର ସୂଚନା ମିଳିଛି । ଗୁରୁତର ଅବସ୍ଥାରେ!-->…
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର: ବୁଧବାର ଭୁବନେଶ୍ୱରର ୭୪ତମ ପ୍ରତିଷ୍ଠା ଦିବସ। ଦୁଇ ବର୍ଷ ଧରି କରୋନା କଟକଣାକୁ ନେଇ ଉତ୍ସବ ପାଳନ ହୋଇ ନ ଥିବାବେଳେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ହେଲେ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଏହି ଉତ୍ସବକୁ ନିମନ୍ତ୍ରଣ!-->…
ଯୁବକଙ୍କୁ ଚାପୁଡ଼ା ମାରି ହଟହଟା ହେଲେ ଗଞ୍ଜାମ ତହସିଲଦାର
ଗଞ୍ଜାମ: ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ବିନା କାରଣରେ ମାଡ଼ ମାରି ଅଡୁଆରେ ପଡ଼ିଛନ୍ତି ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ। ଏହି ଘଟଣାକୁ ନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସିପକୁଦା ଗ୍ରାମରେ ତହସିଲଦାରଙ୍କୁ ଘେର କୈଫିୟତ ମାଗିଥିଲେ।
ସୂଚନାନୁଯାୟୀ, ତହସିଲଦାର ସରକାରୀ ଗାଡ଼ିରେ!-->!-->!-->…
ମହିଳାଙ୍କଠୁ ଲୁଟିଲେ ଚେନ୍, ସ୍କୁଟିରୁ ପଡି ମହିଳା ଆହତ
ରାଜଧାନୀ ଭୁବନେଶ୍ୱରରେ ଏବେ ଚୋରୀ ଡକାୟତୀ ସାଧାରଣ କଥା ହୋଇଗଲାଣି । ଦୈନିକ ଚୋରି ଏବଂ ହତ୍ୟାର ଖବର ଶୁଣି ଶୁଣି ରାଜଧାନୀ ବାସି ଦେହସୁହା ହୋଇଗଲେଣି । ଏହାରି ମଧ୍ୟରେ ଏବେ ପୁଣି ରାଜଧାନୀରେ ବ୍ଲାକ୍ ପଲସର ଆତଙ୍କ ଖବର ଆସିଲାଣି ।
ସୂଚନା ଅନୁସାରେ ଆଜି ସକାଳେ ଜଣେ ମହିଳା ତାଙ୍କ ଝିଅକୁ!-->!-->!-->…
ପୁରୀରୁ ୧୦୮ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଗିରଫ
ପୁରୀ : ପୁରୀ ଦୟା ବ୍ରିଜ ନିକଟ ହଳଦିପଦର ଛକରୁ କଣାସ ପୋଲିସ ୨ ବ୍ରାଉନ ସୁଗାର ମାଫିଆଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ଥାନା ସାମନ୍ତରାୟପୁରର ମହେନ୍ଦ୍ର ବେହେରା ଓ ବେଗୁନିଆ ଥାନା ଅଞ୍ଚଳର ଶିଶିର ମହାନ୍ତି। ସେମାନଙ୍କଠାରୁ ୧୦୮ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଯାହାର!-->…
ମାନସ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ପ୍ରମାଣ ପାଇଲା କ୍ରାଇମବ୍ରାଞ୍ଚ
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ପ୍ରମାଣ ପାଇଲା କ୍ରାଇମବ୍ରାଞ୍ଚ। ହତ୍ୟା ପରେ ଚଣ୍ଡିଖୋଲକୁ ଏକ କାର୍ରେ ଯାଇଥିଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା । ଗତ ଫେବ୍ରୁଆରୀ ୯ରେ ରାତି ୧୨ଟା ୮ ମିନିଟରେ ଟାଙ୍ଗୀ ଟୋଲ ଗେଟ ଦେଇ!-->…
ମମିତାକୁ ନ୍ୟାୟ ଦେବାପାଇଁ କଳାକୋର୍ଟ ପିନ୍ଧିଲେ ନରସିଂହ ମିଶ୍ର
ବଲାଙ୍ଗିର: ମୁଁ ଶିକ୍ଷୟିତ୍ରୀ ମମିତା ମେହେର ପରିବାରକୁ ଯଥାସମ୍ଭବ ନ୍ୟାୟ ପ୍ରଦାନ ପାଇଁ ଲଢେଇ ଜାରି ରଖିବି । ଏହି ହତ୍ୟାକାଣ୍ଡ ଘଟଣାର ଉପଯୁକ୍ତ ତଦନ୍ତ ହୋଇନି । ଆବଶ୍ୟକ ହେଲେ ୮୪ ବର୍ଷ ବୟସରେ କଳେ କୋର୍ଟ ପିନ୍ଧିବି ଓ କୋର୍ଟକୁ ଯିବି । ଯେପର୍ୟ୍ୟନ୍ତ ମମିତାକୁ ନ୍ୟାୟ ନ ମିଳିଛି!-->…