Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗୁଜୁରାଟ ଜୁନାଗଡ଼ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନକୁ ଆସିଲେ ନୂଆ ଅତିଥି: ଜୀବଜନ୍ତୁ ପ୍ରଜାତି ୧୭୯କୁ ବୃଦ୍ଧି
ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ଗୁଜୁରାଟ ଜୁନାଗଡ଼ ପ୍ରାଣୀ ଉଦ୍ୟାନ ମଧ୍ୟରେ ବନ୍ୟପ୍ରାଣୀ ଅଦଳବଦଳ ହୋଇଛି । ନୂଆ ପକ୍ଷୀ ଡେମାଇସେଲ୍ କ୍ରେନ୍, କଲରାପତରିଆ ବାଘ ସାଙ୍ଗକୁ ନାଲି ଜଙ୍ଗଲୀ କୁକୁଡ଼ା ଆସିଛନ୍ତି!-->…
ଭିଜିଲାନ୍ସ ପଞ୍ଝାରେ ଆର୍ଆଇ, ୩୦ ହଜାର ଟଙ୍କା ନେଇ ଧରାପଡ଼ିଲେ
ଚୌଦ୍ଵାର: ଭିଜିଲାନ୍ସ ଜାଲରେ ମଙ୍ଗରାଜପୁର ଆର୍ଆଇ ରାଜାରାମ ବାନ୍ଦ୍ରା । ଏକ ମ୍ୟୁଟେସନ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। କଟକ ଜିଲ୍ଲା-ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ ମଙ୍ଗରାଜପୁରର ଆରଆଇ ହେଉଛନ୍ତି ଶ୍ରୀ ରାଜାରାମ ବାନ୍ଦ୍ରା।!-->…
ପୁରୀ ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
ପୁରୀ: ପୁରୀ ଜେଲରେ କଏଦୀ ମୃତ୍ୟୁ । ପୁରୀ ବାଙ୍ଗର ଜେଲ ଭିତରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ କଏଦୀ ହେଉଛନ୍ତି ପୁରୀଜିଲା ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦିପ୍ତୀରଞ୍ଜନ ସ୍ୱାଇଁ l ୨୦୨୩ ମସିହାରେ ଏକ ବଳକ୍ତାର ଅଭିଯୋଗରେ ଜେଲ ଯାଇଥିଲେ ଦିପ୍ତୀରଂଜନ । ରବିବାର ଜେଲ ପରିସରରୁ!-->…
ମନ୍ କି ବାତରେ ଓମ୍ ପ୍ରକାଶ ରଥଙ୍କୁ ପ୍ରଶଂସା କଲେ ମୋଦି
ସାଲେପୁର : ମନ୍ କି ବାତରେ ଓମ୍ ପ୍ରକାଶ ରଥଙ୍କୁ ପ୍ରଶଂସା କରିଛନ୍ତି ମୋଦି । ମହିଳା ସଶକ୍ତୀକରଣ କ୍ଷେତ୍ରରେ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଶଂସା କରିଛନ୍ତି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବଡ଼ଖୀର ପଞ୍ଚାୟତ ଗୋପପୁର ଗାଁର ଓମ ପ୍ରକାଶ ରଥ । ସେ!-->…
ମାଓମୁକ୍ତ ଦେଶ ଘୋଷଣାକୁ ଆଉ ଦୁଇ ଦିନ ବାକି, ଆତ୍ମସମର୍ପଣ କରିବାକୁ ଡିଜିପିଙ୍କ ଆହ୍ବାନ
କନ୍ଧମାଳ : ମାଓ ମୁକ୍ତ ଦେଶ ଘୋଷଣାକୁ ଆଉ ଦୁଇ ଦିନ ବାକି। କନ୍ଧମାଳରେ ମାଓ ଗତିବିଧିର ସମୀକ୍ଷା କଲେ ପୋଲିସ ଡିଜି ୱାଇବି ଖୁରାନିଆ। ଡିଜିପିଙ୍କ ସହିତ ଏଡିଜିପି ସଂଜୀବ ପଣ୍ଡା, ଡିଆଇଜି ଅଖିଳେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏସଓଜି, ଡିଭିଏଫ, ସିଆରପିଏଫ ଯବାନଙ୍କ ସହ ଆଲୋଚନା କରିଛନ୍ତି!-->…
ନକଲି ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରିବା ମହଙ୍ଗା ପଡ଼ିଲା, ଥାନାରେ ଏତଲା ଦେଲେ ବିଇଓ
ଉମରକୋଟ: ନକଲି ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରିବା ପଡ଼ିଲା ମହଙ୍ଗା । ଶିକ୍ଷକଙ୍କ ନାଁରେ ଥାନାରେ ଏତଲା ଦେଲେ ବିଇଓ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ କୁର୍ସି ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ । ଏଠାରେ କାର୍ଯ୍ୟରତ ସହକାରୀ ଶିକ୍ଷକ!-->…
ଓଡ଼ିଆ ପୁଅ ଡକ୍ଟର ଅଶୋକ ପଣ୍ଡା ହେବେ SAILର ନୂଆ CMD
ଭୁବନେଶ୍ୱର : SAILର ନୂଆ CMD ହେବେ ଓଡ଼ିଆ ପୁଅ ଡକ୍ଟର ଅଶୋକ ପଣ୍ଡା । ଦେଶର ସବୁଠାରୁ ବଡ଼ ସରକାରୀ ଷ୍ଟିଲ୍ ଉତ୍ପାଦନକାରୀ ସଂସ୍ଥା ‘ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍’ (SAIL) ର ପରବର୍ତ୍ତୀ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଡକ୍ଟର ଅଶୋକ କୁମାର ପଣ୍ଡାଙ୍କ!-->…
ଓଏଏସ୍ କ୍ୟାଡରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ, ରବିବାର ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ ଘୋଷଣା କରିଛି । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଆଠ!-->…
‘ବିକାଶ’ ଓ ‘ପୂଜ୍ୟପୂଜା’ ସମିତି ପକ୍ଷରୁ ବୀର ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ୮୪ତମ ଶହିଦ ଦିବସ ପାଳନ
ବ୍ରହ୍ମପୁର : ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ଓ 'ବିକାଶ ' ସାମାଜିକ ଅନୁଷ୍ଠାନ ପକ୍ଷରୁ ଆଜି ବୀର ଶହିଦ ଲକ୍ଷ୍ମଣ ନାୟକଙ୍କ ୮୪ତମ ଶହିଦ ଦିବସକୁ ଯଥା ମର୍ଯ୍ୟାଦାର ସହିତ ପାଳନ କରାଯାଇଛି। ସ୍ଥାନୀୟ ଲକ୍ଷ୍ମଣ ନାୟକ ସ୍ମୃତି ଉଚ୍ଚ ବିଦ୍ୟାଳୟ!-->…
ମନ୍ କି ବାତର ୧୩୨ ତମ ସଂସ୍କରଣରେ ସମ୍ବଲପୁର ମତ୍ସ୍ୟ ଚାଷୀ ସୁଜାତା ଭୂୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ସମ୍ବଲପୁର: ସମ୍ବଲପୁରର ମହିଳା ମତ୍ସ୍ୟ ଚାଷୀ ସୁଜାତା ଭୂୟାଁଙ୍କୁ ଆଜି ମନ କି ବାତ ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି । ହୀରାକୁଦ ଜଲଭଣ୍ଡାରରେ ୨୦୨୨ରୁ ମତ୍ସ୍ୟ ଚାଷ କରୁଛନ୍ତି ସୁଜାତା । ପ୍ରଥମେ ସରକାରଙ୍କ ନିକଟରୁ ୩୨ ଲକ୍ଷ ଟଙ୍କା ଲୋନ ଆଣି ତିନୋଟି କେଜ କୋଳଚୋରରେ ମାଛ!-->…