Browsing Category

ଓଡିଶା

ଘରେ ପଶି ନାବାଳିକାଙ୍କୁ ଅପହରଣ

ରେଢ଼ାଖୋଲ: ଘରୁ ନାବାଳିକଙ୍କୁ ଅପହରଣ । ଥାନାରେ ମାମଲା ରୁଜୁ । ରେଢ଼ାଖୋଲ ଥାନା ସାମସିଙ୍ଗା ଗାଁରେ ଘଟିଛି ଘଟଣା । ଘରେ ପରିବାର ଲୋକଙ୍କ ସହ ରାତିରେ ଖାଇ ପିଇ ଶୋଇଥିବା ବେଳେ କେହି ତାଙ୍କୁ ଅପରହଣ କରିନେଇଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକ ।

ବଡମାସିଂ ଘାଟିରେ ପର୍ଯ୍ୟଟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୧୫ ଗୁରୁତର

ଗଜପତି: ମହେନ୍ଦ୍ରଗିରିକୁ ଆସିଥିବା ପର୍ଯ୍ୟଟକଙ୍କ ଗାଡ଼ି ଗଜପତି ଜିଲ୍ଲା ରାୟଗଡ ବ୍ଲକ ବଡମାସିଂ ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।  ଫଳରେ ୧୫ରୁ ଅଧିକ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି ।  ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି

ଚାକିରି ନାଁରେ ଠକେଇ, ଢ଼ାବା ମାଲିକ ଗିରଫ

ଦାରିଙ୍ଗିବାଡ଼ି : ଚାକିରି ନାଁରେ ଠକେଇ । କ.ନୂଆଗାଁ ଥାନା ଦାରିଙ୍ଗିବାଡ଼ି ଛକ ସ୍ଥିତ ଢ଼ାବା ମାଲିକକୁ ଗିରଫ କଲା ପୋଲିସ । ପୂର୍ତ୍ତ ବିଭାଗରେ ଡାଟା ଏଣ୍ଟ୍ରି ଅପେରେଟର ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ । ଢ଼ାବା ଚଳାଉଥିବା ମାଲିକ ପ୍ରିୟ ରଞ୍ଜନ

ଦଳିଦେଲା ଦନ୍ତା, ଯୁବକ ମୃତ

ଝାରସୁଗୁଡ଼ା : ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ବିଜାପାଲିରେ ଏପରି ଅଘଟଣ ଘଟିଛି । ଯୁବକ ଜଣକ ଏକ ବଗିଚାରେ ବୁଲୁଥିବା ବେଳେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ର ମୃତ୍ୟୁ ହୋଇଛି। ଖବରପାଇ ଘଟଣାସ୍ଥଳରେ

ରେଂଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ

ଜଗତସିଂହପୁର : କୋଟିପତି ରେଂଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ତାଙ୍କର ୪ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ବାବୁଙ୍କର ଦୁଇଟି ବିଲ୍ଡିଂ, ୫ଟି ଦାମୀ ପ୍ଲଟ୍ ଠାବ ହୋଇଥିଲା । ୨୫୦ ଗ୍ରାମ ସୁନା,

ଧାନ କଟାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ, ବିଏନଏସ ୧୬୩ ଧାରା ଜାରି

ମହାକାଳପଡ଼ା : ସରକାରୀ ଜମିରେ ଧାନ କଟାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ । ୨ ଗୋଷ୍ଠୀ ମଧ୍ୟରେ ଚାଲିଛି ମୁହାଁମୁହିଁ ପରିସ୍ଥିତି । ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଶାସନ ପକ୍ଷରୁ ବିଏନଏସ ୧୬୩ ଧାରା ଜାରି କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପେଟଛିଲା ଗାଁର କିଛି

ରାଜଧାନୀରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ସହିଦନଗର ଅଞ୍ଚଳର ଏକ ହୋଟେଲରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଅକ୍ଷୟ ଦାସ ଓ

ହରିହର ହାଇସ୍କୁଲର ୧୯୮୧ ବ୍ୟାଚ୍ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ଅନୁଷ୍ଠିତ

ବ୍ରହ୍ମପୁର : ସ୍ଥାନୀୟ ହରିହର ହାଇସ୍କୁଲର ୧୯୮୧ ବର୍ଷର ମେଟ୍ରିକ୍ ପାସ୍ ଛାତ୍ରଙ୍କ ପଞ୍ଚମ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମା’ ଖମ୍ବେଶ୍ଵରୀ ମନ୍ଦିର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୯୮୧ ବ୍ୟାଚ୍‌ର ବହୁ ପୁରାତନ

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଆଉ ମିଳିବନି ପେଟ୍ରୋଲ, ଡିଜେଲ

ଭୁବନେଶ୍ବର: ଏଣିକି ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ, ଡିଜେଲ। ଗାଡ଼ିରେ ତେଳ ପକାଇବା ପୂର୍ବରୁ ଦେଖାଇବାକୁ ପଡ଼ିବ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର(ପିୟୁସିସି)। ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା ପକ୍ଷରୁ ଏ ସମ୍ପର୍କରେ ତୈଳ କମ୍ପାନୀଗୁଡ଼ିକୁ