Browsing Category

ଓଡିଶା

କଏଦୀଙ୍କୁ ଜଗିବ ଏଆଇ, ଜେଲ୍ ପାଚେରି ଡେଇଁଲେ ବାଜିବ ସାଇରନ୍

ଭୁବନେଶ୍ଵର: ଏଣିକି ପାଚେରି ଡେଇଁ ଚମ୍ପଟ ମାରି ପାରିବେନି ଜେଲ୍ ଅନ୍ତେବାସୀ। ଏପରି କଲେ ବାଜି ଉଠିବ ସାଇରନ୍। ଫଟୋ ଉଠାଇ ପଠାଇଦେବ ଏଆଇ କ୍ୟାମେରା। କଡ଼ାକଡ଼ି ହେଲା ଜେଲ୍ ନିୟମ। କଏଦୀ ଚମ୍ପଟ ଘଟଣାରେ ଲାଗିବ ଅଙ୍କୁଶ। ପାଚେରି ପଟ ଦେଇ ଜେଲ ଭିତରକୁ ହୋଇପାରିବନି ଜିନିଷ ଦିଆନିଆ। ସେଲ୍

ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ୯୩.୦୯ କୋଟିର ଅନୁଦାନ ଦେବ କେନ୍ଦ୍ର

ଭୁବନେଶ୍ୱର: ସଂଶୋଧିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଇନଫୋଭ୍ୟାଲି ଠାରେ ଏକ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ନିର୍ମାଣକୁ ମଞ୍ଜୁରି ମିଳିଛି। ଶୁକ୍ରବାର ରାଜ୍ୟସଭାରେ ଏହି ସୂଚନା ଦେଇ କହିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି

ଶିଶୁ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ଟିଟିଲାଗଡ : ଶିଶୁ ମୃତ୍ୟୁକୁ ନେଇ ଟିଟିଲାଗଡ଼ ହସ୍ପିଟାଲରେ ଉତ୍ତେଜନା । ଦୀର୍ଘ ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ ପଡ଼ି ରହିଲା ମୃତଦେହ । ଟିଟିଲାଗଡ ସ୍ଥିତ ମାତୃ ଓ ଶିଶୁ ହସ୍ପିଟାଲକୁ ଗତକାଲି ସନ୍ଧ୍ୟାରେ ମୁରିବାହାଲ ଥାନା ଦେହେଲି ଗାଁର ଜଣେ ବ୍ୟକ୍ତି ତାଙ୍କ ୨ ବର୍ଷର ଶିଶୁକୁ ଆଣିଥିଲେ ।

ଟ୍ରାଙ୍କୁଲାଇଜ ପରେ ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ

ଭୁବନେଶ୍ଵର: ଚନ୍ଦକା ଅଞ୍ଚଳରେ ଘୁରି ବୁଲୁଥିବା ଅସୁସ୍ଥ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରାଯାଇଛି। ଶୁକ୍ରବାର ହାତୀକୁ ଟ୍ରାଙ୍କୁଲାଇଜ କରାଯିବା ପରେ ତା’ର ଚିକିତ୍ସା ଆରମ୍ଭ ହୋଇଛି। ହାତୀଟିର ବାମ ଗୋଡ଼ ଫୁଲିଛି। କ’ଣ ପାଇଁ ଗୋଡ଼ ଫୁଲିଛି ତାହା ଜାଣିବା ଲାଗି ଓୟୁଏଟି ଏବଂ ନନ୍ଦନକାନନ ଟିମ୍

ସ୍କୁଲରେ ପଶି ୭ ପ୍ୟାକେଟ ଚାଉଳ ନଷ୍ଟ କଲା ହାତୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜ ବୁଡ଼ାଗୁଡା ସେକ୍ସନର ପଡିଭଟ୍ଟା ବିଦ୍ୟାଳୟରେ  ହାତୀ ପଶି ୭ ପ୍ୟାକେଟ ଚାଉଳ ନଷ୍ଟ କରିଛି। ବହୁଦିନ ଧରି ନିୟମଗିରି ପାହାଡ଼ରେ ରହୁଥିବା ୨୭ଟିକିଆ ହାତୀପଲ ଲାଞ୍ଜିଗଡ ଓ କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ଘୁରି ବୁଲୁଥିବା ଦେଖିବାକୁ

ଲାଞ୍ଚ ଅଭିଯୋଗରେ ପୂର୍ବତନ ଅମିନଙ୍କୁ ୪ ବର୍ଷ ଜେଲ, ପେନସନ ବନ୍ଦ

ତରଭା : ଲାଞ୍ଚ ଅଭିଯୋଗରେ ପୂର୍ବତ୍ତନ ଅମିନଙ୍କୁ କାରାଦଣ୍ଡ । ପେନସନ ବନ୍ଦ କରିବା ସହ ୪ବର୍ଷ ବିଚାର ବିଭାଗୀୟ କାରାଦଣ୍ଡ ଓ ଜରିମାନା ନିର୍ଦେଶ ଦେଇଛି ଅଦାଲତ । ଘଟଣା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲରେ କାର୍ଯ୍ୟରତ ପୂର୍ବତନ ଅମିନ ଶ୍ରୀ ସାହୁ ମେହେରଙ୍କୁ ଲାଞ୍ଚ ଅଭିଯାଗରେ

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ହିଞ୍ଜିଳି ମ୍ୟୁନିସିପାଲିଟିର ଦଳୀୟ ନେତା ଓ କର୍ମୀ

ଭୁବନେଶ୍ୱର: ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ବିଜେଡି କର୍ମୀ ଓ ନେତାମାନେ ସେମାନଙ୍କ ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସରକାରୀ ଉଦାସୀନତା ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ଆଜି ହିଞ୍ଜିଳି ମ୍ୟୁନିସିପାଲଟି ବିଜୁ ଜନତା ଦଳର ନେତା ଏବଂ କର୍ମୀ ମାନେ ନବୀନ ନିବାସରେ

ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟରୁ ଓଡ଼ିଶାକୁ ଆସିଲାଣି ୭୦ ହଜାର କୋଟିର ନିବେଶ

ଭୁବନେଶ୍ୱର : ରାଜ୍ୟକୁ ପୁଞ୍ଜିନିବେଶର ସୁଅ । ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟରୁ ଓଡ଼ିଶାକୁ ଆସିଲାଣି ୭୦ ହଜାର କୋଟିର ନିବେଶ । ମାତ୍ର ୨ଦିନରେ ଏତେ ପରିମାଣର ନିବେଶ ଓଡ଼ିଶାର ଶିଳ୍ପନୀତି ପ୍ରତି ଶିଳ୍ପସଂସ୍ଥା ଆକୃଷ୍ଟ ହୋଇଥିବା ସ୍ପଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ

ମାଛ ବଜାର ଦାବିରେ ରାସ୍ତାରୋକ

ବ୍ରହ୍ମପୁର : ରାସ୍ତା ଉପରେ ମାଛ ରଖି ରାସ୍ତାରୋକ ।  ପରିତ୍ୟକ୍ତ ଅବସ୍ଥାରେ ଦୀର୍ଘ ବର୍ଷ ଧରି ମାଛ ବିକିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମତ୍ସ୍ୟଜୀବୀ । ମାଛ ବିକ୍ରି ପାଇଁ ବଜାର ହୋଇଥିବାବେଳେ ତାହାକୁ ମତ୍ସ୍ୟଜୀବୀଙ୍କୁ ହସ୍ତାନ୍ତର କରାଯାଇନଥିବା ଅଭିଯୋଗ ହୋଇଛି ।  ବାରମ୍ବାର ଦାବି

ଜନବସତି ମୁହାଁ ହାତୀ, ୧୦ ସ୍କୁଲ ଛୁଟି ଘୋଷଣା କଲେ ଡିଇଓ

ବାଲେଶ୍ବର : ବାଲେଶ୍ବର ଜିଲ୍ଲାରେ ହାତୀ ପାଇଁ ସ୍କୁଲ ଛୁଟି । ୧୦ଟି ସ୍କୁଲକୁ ଛୁଟି ଘୋଷଣା କଲେ ବାଲେଶ୍ବର ଡିଇଓ । ଖଇରା ବ୍ଲକ ପୂର୍ବପଡା ଗାଁର ଜଣେ ଯୁବକଙ୍କୁ କଂକ୍ରିଟ ରାସ୍ତାରେ କଚାଡ଼ି ମାରିଲା ଦନ୍ତା । ମୃତକ ହେଲେ ସୁରେନ୍ଦ୍ର ଦାସ । ଅନ୍ୟ ୨ ଜଣ ହାତୀ ଆକ୍ରମଣରେ ଗୁରୁତର