Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭିଜିଲାନ୍ସ ଜାଲରେ ICDS ସୁପରଭାଇଜର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ
ଭୁବନେଶ୍ୱର : ଲାଞ୍ଚ ନେଇ ଧରାପଡ଼ିଲେ ହିଞ୍ଜିଳକାଟୁ ICDS ସୁପରଭାଇଜର ବି. ଉମା ପାତ୍ର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ନରସିଂହ ବେହେରା । ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍ । ଏକ ଅଙ୍ଗନବାଡ଼ି କେନ୍ଦ୍ରର ଗତ ୧୧ ମାସର ବାକି ଥିବା ଘରଭଡ଼ା ଟଙ୍କା ମଞ୍ଜୁର କରିବା!-->…
ଡ୍ୟୁଟି ବେଳେ ସୋସିଆଲ୍ ମିଡିଆରେ ଫଟୋ ଓ ଭିଡିଓ ପୋଷ୍ଟ କରିପାରିବେନି ପୋଲିସ କର୍ମଚାରୀ, ଆସିଲା ନୂଆ ଗାଇଡଲାଇନ୍
ଭୁବନେଶ୍ୱର : ପୋଲିସ ଡ୍ରେସରେ ରହି ସୋସିଆଲ୍ ମିଡିଆରେ ଫଟୋ, ଭିଡିଓ ପୋଷ୍ଟ ମନା । ପୋଲିସ ଅଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆଣିଲା କମିସନରେଟ୍ ପୋଲିସ । ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି ବେଳେ ଫଟୋ ଭିଡିଓ ପୋଷ୍ଟ କରିପାରିବେନି । ଡ୍ୟୁଟି ସମୟରେ ଫଟୋ ଭିଡିଓ କରି ସୋସିଆଲ୍ ମିଡିଆରେ!-->…
ନରାଜରେ ପ୍ରତିଷ୍ଠା ହେବ ‘ଓଡ଼ିଶା ସିଲିକନ୍ ଭ୍ୟାଲି’; ସେମିକନ୍ ଇଣ୍ଡିଆରୁ ମିଳିଲା ୨୩,୬୦୦ କୋଟିର ନିବେଶ ପ୍ରସ୍ତାବ
ଭୁବନେଶ୍ୱର: ସେମିକଣ୍ଡକ୍ଟର ଓ ଆଡଭାନ୍ସ ଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ପାଇଁ ବଡ଼ ପଦକ୍ଷେପ। କଟକର ନରାଜରେ ୮୭୦ ଏକର ଜମିରେ ପ୍ରତିଷ୍ଠା ହେବ ‘ଓଡ଼ିଶା ସିଲିକନ୍ ଭ୍ୟାଲି’। ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଶିଳ୍ପ ପାଇଁ ଏହାକୁ ଏକ ବିଶ୍ୱସ୍ତରୀୟ ଟେକ୍ନୋଲୋଜି!-->…
ଅକ୍ଟୋବରରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର
ପୁରୀ: ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୁବ ଶୀଘ୍ର ଖୋଲିବ ଗୁଣ୍ଡିଚା ମନ୍ଦିର । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଗୁଣ୍ଡିଚା ମନ୍ଦିର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ!-->…
ଆସୁଛି ବାତ୍ୟା ! ୨୨ରୁ ୨୫ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର: ଆଣ୍ଡାମାନରୁ ଆସୁଛି ବାତ୍ୟା । ଆଜି ଆଣ୍ଡାମାନ ସାଗରରେ ଲଘୁଚାପ । ୨୧ରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ୨୨ରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ହୋଇପାରେ ! ବଙ୍ଗୋପସାଗରରେ ଘନୀଭୂତ ହେବ ସିଷ୍ଟମ୍ । ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ମୁହାଁ ହେବ ସିଷ୍ଟମ୍ । ୨୩ ତାରିଖରେ!-->…
ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ ଯୋଗାଣ ସହାୟକ ସଂଘ, ରାସନ ଚାଉଳ ପାଇଁ ହନ୍ତସନ୍ତ ୨୦ ଜିଲ୍ଲାର ହିତାଧିକାରୀ
ଭୁବନେଶ୍ବର: ରାଜ୍ୟରେ ୧୩ ଦିନ ହେବ ଯୋଗାଣ ସେବା ଠପ୍ । ରାସନ ଚାଉଳ ପାଇଁ ହନ୍ତସନ୍ତ ହେଉଛନ୍ତି ୨୦ ଜିଲ୍ଲାର ଲୋକ । ଗତ ୭ ତାରିଖରୁ ସମୂହ ଛୁଟିରେ ରହି ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ ଯୋଗାଣ ସହାୟକ ସଂଘ । ସ୍ଥାୟୀ ନିଯୁକ୍ତି ଦାବିରେ ୧୩ ଦିନରେ ପହଞ୍ଚିଲା ଅନିର୍ଦ୍ଦିଷ୍ଟକାଳର ଧାରଣା । ହଜାର!-->…
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ୫୨ଟି କେନ୍ଦ୍ରରେ ପରୀକ୍ଷା ବାତିଲ୍
ଜୟପୁର: ପୁଣି ପ୍ରଶ୍ନପତ୍ର ଲିକ୍ । କୋରାପୁଟ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ । UG ଦ୍ବୀତିୟ ବର୍ଷ ସେକେଣ୍ଡ ସେମିଷ୍ଟରର ଇଂରାଜୀ ପ୍ରଶ୍ନପତ୍ର ଲିକ୍ ସୂଚନା । ଆଜି UG ଦ୍ବୀତିୟ ବର୍ଷ ସେକେଣ୍ଡ ସେମିଷ୍ଟାରର ଇଂରାଜୀ ପରିକ୍ଷା ଅପରାହ୍ଣ ୨ଟାରେ ଥିଲା । କିନ୍ତୁ ଠିକ୍ ଦିନ!-->…
ଓଲଟିଲା ବସ୍, ୩୦ରୁ ଅଧିକ ଯାତ୍ରୀ ଆହତ
ନୀଳଗିରି: ବାଲେଶ୍ବର ନୀଳଗିରି ଛତ୍ରପୁରଠାରେ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ । ବଙ୍ଗୀୟ ପର୍ଯ୍ୟଟକ ମୟୂରଭଞ୍ଜର ଦେବକୁଣ୍ଡରୁ ବୁଲାବୁଲି ସାରି ନୀଳଗିରିର ପଞ୍ଚଲିଙ୍ଗେଶ୍ଵର ଅଭିମୁଖେ ଯାଉଥିଲେ । ଏହି ସମୟରେ ଦୁଇଟି ଗୋରୁଙ୍କୁ!-->…
ପୁଣି ଅଚଳ ଗୋପାଳପୁରର ଡପଲର ରାଡାର, ୨୨ ସୁଦ୍ଧା କାର୍ଯ୍ୟକ୍ଷମ ନେଇ ସୂଚନା
ବ୍ରହ୍ମପୁର: ପୁଣି ଅଚଳ ଗୋପାଳପୁରର ଡପଲର ରାଡାର । ୨୨ତାରିଖରୁ ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା । ଗଞ୍ଜାମ ଜିଲ୍ଲାରେ ୨୦୧୩ ମସିହା ଫାଇଲିନ ବାତ୍ୟା ପରେ ୨୦୧୭ ମସିହାରେ ଗୋପାଳପୁରରେ ସ୍ଥାପନ ହୋଇଥିଲା ଡପଲର ରାଡାର । ପ୍ରାୟ ୨୫୦ କିଲୋମିଟର ଦୂରତା ଭିତରର!-->…
୧୨ଟି ବିଦ୍ୟାଳୟରୁ କଟିଲା ଲାଇନ୍, ଛାତ୍ରଛାତ୍ରୀ ହନ୍ତସନ୍ତ
ପିପିଲି : ବିଦ୍ୟୁତ ବିଭାଗର ମନମାନି । ୧୨ଟି ବିଦ୍ୟାଳୟରୁ କଟିଲା ଲାଇନ୍। ବାରଣ୍ଡାରେ ପଢିଲେ ପାଠ । ପୁରୀ ଜ଼ିଲ୍ଲା ଡେଲାଙ୍ଗର ୧୨ଟି ବିଦ୍ୟାଳୟରୁ କଟିଲା ଲାଇନ୍, ଗଛ ମୂଳ ଓ ବାହାରେ ପଢିଲେ ପାଠ । ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଏବେ ସ୍କୁଲ ପିଲାଙ୍କ ପାଠପଢ଼ାରେ!-->…