Browsing Category

ଓଡିଶା

IFS ସନତ କୁମାର ଏନ୍ ହେଲେ ନନ୍ଦନକାନନ ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନୂଆ ନିର୍ଦେଶକ ହେଲେ ସନଥ କୁମାର ଏନ। ସେ ପୂର୍ବରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଡେପୁଟି ନିର୍ଦେଶକ ଥିଲେ ସନଥ। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।ପୂର୍ବରୁ  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିର୍ଦେଶକ ଥିଲେ…

ନୂଆ ରୂପ ପାଇବ ଯୋରନ୍ଦା ମହିମା ଗାଦି, ୨୪୦ କୋଟିରେ ୨୬୩ ଫୁଟର ହେବ ମନ୍ଦିର ନିର୍ମାଣ

ଢେଙ୍କାନାଳ : ଯୋରନ୍ଦା ମହିମା ଗାଦିର ଉନ୍ନତି ପାଇଁ ନୂତନ ପ୍ରକଳ୍ପର ଶିଳାନ୍ୟାସ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଯୋରନ୍ଦାରେ ଭବ୍ୟ ମନ୍ଦିର ନିର୍ମାଣ ହେବ । ୨୪୦ କୋଟି ଟଙ୍କାରେ ୨୬୩ ଫୁଟ୍ ଉଚ୍ଚତାର ମନ୍ଦିର…

ସନ୍ଦେହଜନକ ଅବସ୍ଥାରେ ଅବସରପ୍ରାପ୍ତ ନର୍ସଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ଅବସରପ୍ରାପ୍ତ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର । ଭଦ୍ରକ ଟାଉନ ଥାନା ବନ୍ତ ଛକରେ ଘର ଭିତରୁ ଅବସରପ୍ରାପ୍ତ ନର୍ସଙ୍କ ମୃତଦେହ ମିଳିଛି । ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି । ସୂଚନା ଅନୁଯାୟୀ, ବାସୁଦେବପୁର ମନ୍ଦାରୀ ଅଞ୍ଚଳର…

୧୦୦କିମି ସାଇକେଲ ଯାତ୍ରା କରି ଚାଷୀଙ୍କ ସମସ୍ୟା ବୁଝିଲେ ଉପଜିଲ୍ଲାପାଳ

ନରସିଂହପୁର: ସାଇକେଲରେ ଯାଇ ଚାଷୀଙ୍କ ସମସ୍ୟା ବୁଝିଲେ ଉପଜିଲ୍ଲାପାଳ। ଆଠଗଡ଼ ଉପଜିଲ୍ଲାପାଳଙ୍କର ୧୦୦କିମି ସାଇକେଲ ଯାତ୍ରା । ଆଠଗଡ଼ ଉପ ଜିଲ୍ଲାପାଳ ଅଫିସରୁ ବାହାରି ତିଗିରିଆ ବଡମ୍ବା ନରସିଂହପୁର ଗସ୍ତ କରିଛନ୍ତି ଆଠଗଡ଼ ଉପ-ଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା । ଏହି ସାଇକେଲ…

ରାଜଧାନୀରେ କିନ୍ନରଙ୍କୁ ହତ୍ୟା

ଭୁବନେଶ୍ବର: ରାଜଧାନୀରେ କିନ୍ନରଙ୍କୁ ହତ୍ୟା । ଉତ୍ତରାକୌଶଲ୍ୟାଗଙ୍ଗ ନିକଟରେ ବୀଭତ୍ସ ହତ୍ୟାକାଣ୍ଡ। ଦୁର୍ବୃତ୍ତମାନେ ଜଣେ କିନ୍ନରଙ୍କୁ ଖିନଭିନ୍ କରି ହାଣି ହତ୍ୟା କରିଛନ୍ତି। ମୃତକ କିନ୍ନରଙ୍କ ନା ଅଞ୍ଜଳି। ତାଙ୍କ ଘର କଟକ ସାଲେପୁରରେ । ସେ ଭୁନେଶ୍ବରରେ ରହୁଥିଲେ। ଗତକାଲି…

ଚୌଦ୍ଵାର ଜେଲରେ କଏଦୀଙ୍କ ମୃତ୍ୟୁ

କଟକ: ଚୌଦ୍ଵାର ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ବର୍ଷେ ହେବ ସଜ୍ଜା ଭୋଗୁଥିଲେ । ବିଚାରାଧୀନ କଏଦୀ ଭାବେ ହାଇ ସିକ୍ୟୁରିଟି ସେଲରେ ଥିଲ । ମୃତ କଏଦୀ ଜଟକ ଦରଘାବଳାର ଥାନା ହାତୀପୋର୍ଖରୀ ଅଂଚଳର ମହମ୍ମଦ କଲିମ୍ ଖାନ୍ । ୬ ନମ୍ବର ସେଲର ଝରକା ରେଲିଂରେ ଗାମୁଛା ଲଗାଇ…

ମାଳାପଡ଼ା ପୋଖରୀ କୂଳରୁ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର: ହତ୍ୟା ଅଭିଯୋଗ ଆଣି ଗଛମୂଳେ ଧାରଣା ଦେଲେ ପରିବାର, ଜଣେ ଅଟକ

ଉମରକୋଟ / ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଳାପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀ କୂଳରୁ ଜଣେ ଯୁବତୀଙ୍କ ରହସ୍ୟଜନକ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଏହାକୁ ହତ୍ୟାକାଣ୍ଡ ଦର୍ଶାଇ ମୃତ ଯୁବତୀଙ୍କ…

ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ଆହୁରି ପ୍ରଖର କରିବ ଚଳିତ ବଜେଟ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚଳିତ ଆର୍ଥିକ ୨୦୨୬-୨୦୨୭ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । ତେବେ ଏହି ବଜେଟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି କି,ଏହି ବଜେଟ୍ ଐତିହାସିକ । ଏହି ବଜେଟରେ ଶିଳ୍ପ ଏବଂ କୃଷିକୁ ପ୍ରାଧାନ୍ୟ…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ବଜେଟ୍‌ ଉପରେ ମୁଁ ମୋର ନିରାଶା ପ୍ରକାଶ କରୁଛି। ବଜେଟ୍‌ରେ ଓଡ଼ିଶା ଏବଂ ଏହାର…

ମହାମହିମଙ୍କ ସୁରକ୍ଷା ଦାୟିତ୍ଵରେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି । ସୁରକ୍ଷା ଦାୟିତ୍ଵରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ନିଯୋଜିତ କରାଯିବା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି |ବ୍ଲୁ ବୁକ ଅନୁସାରେ ସୁରକ୍ଷା…