Browsing Category

ଓଡିଶା

ନାବାଳିକାଙ୍କୁ ଗଣଦୁଷ୍କର୍ମ, ଥାନାରେ ଏତଲା

ସୋର: ବାଲେଶ୍ବର ସୋରରେ ଲଜ୍ଜା । ଟିଉସନରୁ ଫେରିବା ସମୟରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ । ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ । ସୋର ଥାନା ଅଞ୍ଚଳରେ ଘଟିଛି ଘଟଣା । ଗତକାଲି ରାତିରେ ନାବାଳିକା ଜଣଙ୍କ ଟ୍ୟୁସନ୍ ସାରି ଫେରୁଥିବା ବେଳେ ଗାଁ ଛକ ନିକଟରେ ଦୁଇଜଣ ଯୁବକ ଏକୁଟିଆ ପାଇ…

୨୮ ଫେବୃଆରୀ ସୁଦ୍ଧା ପଞ୍ଜୀକରଣ ନକଲେ ସିଏମ୍ କିଷାନ ଯୋଜନାରୁ ବାଦ୍ ପଡ଼ିବେ ହିତାଧିକାରୀ

ଭୁବନେଶ୍ବର: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା । ସିଏମ୍ କିଷାନ ଯୋଜନାର ବାଧ୍ୟତାମୂଳକ ଆବଶ୍ୟକତା ଗୁଡ଼ିକ ପୂରଣ କରିନଥିବା ହିତାଧିକାରୀମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କଲେ ରାଜ୍ୟ ସରକାର । ୨୮ ଫେବୃଆରୀ ମଧ୍ୟରେ ପଞ୍ଜୀକରଣ କରିନଥିବା ହିତାଧିକାରୀମାନେ…

ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ଏନକାଉଣ୍ଟର

କେନ୍ଦୁଝର: ବ୍ୟାଙ୍କ ଡକାୟତକୁ ଏନକାଉଣ୍ଟର। କେନ୍ଦୁଝର ଜିଲ୍ଲା ବଡ଼ବିଲରେ କୁଖ୍ୟାତ ଅପରାଧୀ ସିପୁ କୁମାରକୁ ଗୁଳି । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତିରେ ସମ୍ପୃକ୍ତ ଥିବା ସିପୁ କୁମାରକୁ ଏନକାଉଣ୍ଟର ହୋଇଛି । ଟାଙ୍କୁରା ନିକଟ ଏକ ଜଙ୍ଗଲରେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଲାଇଥିଲା। ପୋଲିସର…

ଆସିକା ବଡ଼ଖୋଲି ଠାରେ ବାଲି ଚାଲାଣ କୁ କେନ୍ଦ୍ର କରି ଗ୍ରାମବାସୀ ବାଲି ମାଫିଆ ମୁହାଁ ମୁହିଁ…..!

କାହା ଚାପରେ ପ୍ରଶାସନ ଜଳକା ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ବଡ଼ ଖୋଲି ଗ୍ରାମବାସୀ ବେଆଇନ ବାଲି ଚାଲାଣ କୁ ବିରୋଧ କରିବାରୁ ବାଲି ମାଫିଆଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥିଲା। ଆଜି ସକାଳେ ଧନିଯା ବାଲି ଘାଟ ରୁ ରୀତିମତ ବାଲି ଚାଲାଣ ହେବା ଫଳରେ ବଡ଼ଖୋଲି…

୧୧୨ ଡାଏଲ୍ କଲେ ଗୋଟିଏ ମିନିଟରେ ସ୍ପଟରେ ପହଞ୍ଚିବ ଓଡ଼ିଶା ଫାୟାର ସର୍ଭିସ

ଭୁବନେଶ୍ୱର : ଗୋଟିଏ ମିନିଟରେ ଏମର୍ଜେନ୍ସି ସ୍ପଟରେ ପହଚିବ ଓଡ଼ିଶା ଫାୟାର ସର୍ଭିସ ।  ରାଜ୍ୟରେ ୩୪୬ଟି ଫାୟାର ଷ୍ଟେସନକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ।  ଡାଏଲ୍ ୧୧୨ ଏମର୍ଜେନ୍ସି କଲରେ ତୁରନ୍ତ ପହଂଚି ଉଦ୍ଧାର କରିବାକୁ ଗୁରୁତ୍ବ ଦିଆଯାଇଛି । ଗୋଲ୍ଡେନ ଆଓ୍ବାର ଭିତରେ…

ନଳିନୀ ବିଦ୍ୟାମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ : ଜଣେ ଛାତ୍ରୀ ମୃତ, ୪୦ରୁ ଅଧିକ ଆକ୍ରାନ୍ତ

ରାୟଗଡା : ଝାଡ଼ାବାନ୍ତି ଆତଙ୍କ ।  ଜଣେ ଛାତ୍ରୀ ମୃତ, ୪୦ରୁ ଅଧିକ ଆକ୍ରାନ୍ତ ।  ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ନଳିନୀ ବିଦ୍ୟାମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ ।  ୪୦ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି ।  ସମସ୍ତଙ୍କୁ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

ପୁରୀ ସମୁଦ୍ରରେ ଅଘଟଣ, ଗାଧୋଇବା ବେଳେ ଚାଲିଗଲା ମା’ ପୁଅଙ୍କ ଜୀବନ

ପୁରୀ : ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟ ନେଇଗଲା ମା’ ପୁଅଙ୍କ ଜୀବନ । ମୃତ ମା’ ପୁଅ ହେଉଛନ୍ତି ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର କୁସୁମ ଓ ଅଙ୍କିତ ଗୁପ୍ତା । ମା’ ପୁଅଙ୍କ ମୃତ୍ୟୁକୁ ନେଇ ପୁରୀ ହସ୍ପିଟାଲରେ ଶୋକାକୁଳ…

ନବମ ଶ୍ରେଣୀ ଛାତ୍ରକୁ ଖଣ୍ଡାରେ ହାଣିଲା ଦଶମ ଶ୍ରେଣୀ ଛାତ୍ର

ବାଲେଶ୍ୱର : ନବମ ଶ୍ରେଣୀ ଛାତ୍ରକୁ ହାଣିଲା ଦଶମ ଶ୍ରେଣୀ ଛାତ୍ର । ବାଲେଶ୍ଵର ରେମୁଣା ଥାନା ଅନ୍ତର୍ଗତ ରେମୁଣା ଉଚ୍ଚ ବିଦ୍ୟାଳୟରେ ଘଟିଛି ଏହି ଅଘଟଣ । ଆଜି ସ୍କୁଲ୍ ରେ ବାର୍ଷିକ ଉତ୍ସବ ଚାଲିଥିବା ବେଳେ ଘଟିଛି ଏହି ଅଘଟଣ । କୌଣସି ବିବାଦକୁ ନେଇ ଦଶମ ଶ୍ରେଣୀ ଛାତ୍ର ନବମ ଶ୍ରେଣୀ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଶୁସମ୍ପଦ କର୍ମଚାରୀ

କଟକ : ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଡ଼ଚଣା ବ୍ଲକ ପଶୁସମ୍ପଦ କାର୍ଯ୍ୟାଳୟ କର୍ମଚାରୀ ।  କୁକୁଡ଼ା ଚାଷ ସ୍କିମ ସବସିଡ଼ି ପାଇଁ ନେଉଥିଲେ ଲାଞ୍ଚ ।  ବ୍ଲକ ଭେଟେନାରୀ ଅଫିସ କାର୍ଯ୍ୟକ୍ରମ ସହାୟକ ଶୁଭାଶିଷ ସାମଲ।  କୁକୁଡ଼ା ଚାଷ ସ୍କିମ ପ୍ରଥମ ପର୍ଯ୍ୟାୟ ସବସିଡ଼ି ୨ ଲକ୍ଷ…

ଉଦଯାପିତ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ, ଶେଷ ସନ୍ଧ୍ୟାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଧୂମଧାମରେ ସରିଲା ଗୋପାଳପୁର ବେଳାଭୂମି ମହୋତ୍ସବ। ଶେଷ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୫୦ କୋଟି ଟଙ୍କାର ୧୫ ଟି ପ୍ରକଳ୍ପର ଉଦଘାଟନ ଓ ୪୪୨ କୋଟି…