Browsing Category

ଓଡିଶା

ଜମିବାଡି ବିବାଦକୁ ନେଇ ଆନନ୍ଦପୁରରେ ଟ୍ରିପଲ ମର୍ଡର

ଆନନ୍ଦପୁର: ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ। ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା। ସ୍ବାମୀ, ସ୍ତ୍ରୀ ସମେତ  ନାବାଳିକା ଝିଅକୁ  ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକମାନେ ହେଲେ ଜିତେନ୍ଦ୍ର ସୋରେନ, ମାଳତୀ ସୋରେନ, ମମି ସୋରେନ।ଏହି ଘଟଣାଟି  ଘସିପୁରା ଥାନା…

୪ ଓଡ଼ିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ, ସାହିତ୍ୟ ଓ ଶିକ୍ଷାକ୍ଷେତ୍ରରେ ଲେଖକ ଚରଣ ହେମ୍ବ୍ରମ ସମ୍ମାନିତ

ଭୁବନେଶ୍ୱର : ଓଡ଼ିଶାର ଚରଣ ହେମ୍ବ୍ରମଙ୍କ ସହ ୪ ଜଣଙ୍କୁ ୨୦୨୬ ପାଇଁ ପଦ୍ମଶ୍ରୀ ସମ୍ମାନ । ଓଡ଼ିଶାର ସାନ୍ତାଳୀ ଭାଷାର ବିଶିଷ୍ଟ ଲେଖକ ଚରଣ ହେମ୍ବ୍ରମଙ୍କୁ ୨୦୨୬ ପାଇଁ ପଦ୍ମଶ୍ରୀ ସମ୍ମାନ । ସାହିତ୍ୟ ଓ ଶିକ୍ଷାକ୍ଷେତ୍ର ପାଇଁ ଶ୍ରୀ ହେମ୍ବ୍ରମ ପାଇଲେ…

ଘୋଷଣା ହେଲା ପୋଲିସ ସେବା ପଦକ, ସାହସିକତା ପାଇଁ ଓଡ଼ିଶାରୁ ୪ ଜଣଙ୍କୁ ମିଳିବ ମେଡାଲ

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସର ଅବ୍ୟହିତ ପୂର୍ବରୁ ପୋଲିସ ଅଗ୍ନିଶମ, ଗୃହ ରକ୍ଷୀ ଓ ଜେଲ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମେଡାଲ ଘୋଷଣା । ସାରା ଦେଶର ୯୮୨ଜଣଙ୍କୁ ପଦକ ମିଳିବ ପୋଲିସ ସେବା ପଦକ । ସେଭିତିତରୁ ୧୨୫ଜଣଙ୍କୁ ସାହସକିତା…

କେନ୍ଦ୍ର ସରକାରଙ୍କ ନୂଆ IAS/IPS କ୍ୟାଡର ବଣ୍ଟନ ନୀତି ଜାରି

ଭୁବନେଶ୍ବର: ବଦଳିଲା IAS/IPS କ୍ୟାଡର ନିୟମ । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଛି ନୂଆ IAS/IPS କ୍ୟାଡର ବଣ୍ଟନ ନୀତି । ଏହି ନୂତନ ନୀତି ପୂର୍ବରୁ ପ୍ରଚଳିତ ନିୟମଗୁଡ଼ିକୁ ହଟାଇ ୨୦୨୬ ମସିହାର ସିଭିଲ୍ ସର୍ଭିସ ପରୀକ୍ଷା (CSE-2026) ଠାରୁ କାର୍ଯ୍ୟକାରୀ ହେବ…

ବୃଦ୍ଧାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ !

ସୁନ୍ଦରଗଡ଼ : ବର୍ବର, ଅମାନୁଷିକ, ଅଭାବନୀୟ ଘଟଣା । ୮୦ ବର୍ଷର ବୃଦ୍ଧାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ରଙ୍ଗିଆଢ଼ିପା ଗାଁରେ ଘଟିଛି ଲୋମଟାଙ୍କୁରା କାଣ୍ଡ । ବୃଦ୍ଧା ଜଣକ ଦିନତମାମ ଘରୁ ନବାହାରିବାରୁ ସନ୍ଦେହରେ କବାଟ…

ଖଣ୍ତଗିରି ଯାତ୍ରା ପାଇଁ ୧୪ଟି ନିୟମ ଲାଗୁ କଲା କମିଶନରେଟ ପୁଲିସ

ଭୁବନେଶ୍ବର: ଖଣ୍ତଗିରି ଯାତ୍ରାକୁ ଆଖି ଆଗରେ ରଖି ଚଡଦଟି ନିୟମ ଜାରି କରିଛି କମିଶନରେଟ ପୁଲିସ୍।ଏନେଇ କମିଶନରେଟ ପୁଲିସ ପକ୍ଷରୁ ଯାତ୍ରାକମିଟି ମାନଙ୍କୁ ନୋଟିସ୍ ଜାରି କରାଯାଇଛି। ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଏହି ଚଉଦଟି ନିୟମକୁ ଜାରି କରାଯାଇଥିବା ନେଇ ପୁଲିସ ପକ୍ଷରୁ ସୂଚନା…

ଟ୍ୟାଙ୍କରରେ ଗୋ-ଚାଲାଣ: ୩୨ ଗୋରୁ ଉଦ୍ଧାର, ଡ୍ରାଇଭର ଚମ୍ପଟ

ଦୋବଲ: ଭଦ୍ରକ ଜିଲା ଗୋରକ୍ଷା ସଂଗଠନର ସୂଚନା ଆଧାରରେ ଧାମନଗର ଥାନା ଅଧୀନ ଏନଏଚ୍‌-୧୬ ବାରିକପୁର ଛକ ନିକଟରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇଛି। ଗାଡ଼ି ଭିତରୁ ମୋଟ ୩୨ଟି ଗୋରୁ ଉଦ୍ଧାର କରାଯାଇଥିବା ବେଳେ, ତାହାମଧ୍ୟରୁ ୨ଟି ଗୋରୁ ମୃତ ଅବସ୍ଥାରେ ମିଳିଛି। ସୂଚନା ଅନୁସାରେ, ଆଜି…

ଭୁଶୁଡିଲା ପୋଲ, ଯାତାୟାତ ଠପ

ବାଣପୁର: ବାଣପୁର ଥାନା ତୋରସିଂ-ରୁଅପଡା ମଝିରେ ଭୁଶୁଡିଲା ବହୁ ପୁରୁଣା ଦୁର୍ବଳ ପୋଲ । ଫଳରେ ଫସି ରହିଛି ମାଟି ବୋଝେଇ ହାଇୱା । ସେହି ରାସ୍ତାରେ ଯାତାୟାତ ସମ୍ପୂର୍ଣ ଠପ ହୋଇଯାଇଛି । ଆଜି ସକାଳୁ ଗମ୍ଭାରୀମୁଣ୍ଡାରୁ ବାଣପୁର ଏକ ମାଟି ବୋଝେଇ ହାଇୱା ଯାଉଥିଲା । ହଠାତ ପୋଲ ଉପରେ ଗାଡି…

ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ, ସବଡିଭିଜନସ୍ତରରେ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଆସିଲା ବଡ ଅପଡେଟ୍ । ରାଜ୍ୟର ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ ହେବା ନେଇ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ସବ୍‌ଡିଭିଜନସ୍ତରରେ ପ୍ରସ୍ତୁତି…

ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରୁ ହଟିଲା କଟକଣା

ଭୁବନେଶ୍ୱର: ସାଧାରଣ ଜନତାଙ୍କ ତୀବ୍ର ସମାଲୋଚନା ପରେ କୋରାପୁଟ ପ୍ରଶାସନ ରବିବାର ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରୁ କଟକଣା ହଟାଦେଇଛନ୍ତି। “କୋରାପୁଟ ଜିଲ୍ଲାରେ ୭୭ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ମାଂସ, କୁକୁଡ଼ା, ମାଛ, ଅଣ୍ଡା ଏବଂ ଅନ୍ୟାନ୍ୟ ନିରାମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ…